Browsing daily archive

April 6, 2023

ଆଜିର ରାଶିଫଳ

ଅପ୍ରେଲ ମାସ ୦୭ ତାରିଖ ୨୦୨୩ ମସିହା(ଶୁକ୍ରବାର)ବୈଶାଖ ମାସ-କୃଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ୧୦/୨୯ ପର୍ୟ୍ୟନ୍ତ ତଦନ୍ତେ ଦ୍ଵିତୀୟା ,ନକ୍ଷତ୍ର-ଚିତ୍ରା ଦିବା ଘ୦୨/୧୮ ପର୍ୟ୍ୟନ୍ତ ତଦନ୍ତେ ସ୍ଵାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୪୯ ,ବିଛା ,ଧନୁ ଓ ମୀନ ରାଶିର ଘାତବାର ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ପାଣିକଖାରୁ ଦିବା ଘ ୧୦/୨୯ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ […]

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଦୁବ୍ୟହାର ଅଭିଯୋଗ

ବାରଙ୍ଗ,୬।୪(ଏସଏସନିଉଜ) ନନ୍ଦନକାନନ ବୁଲିବାକୁ ଆସିଥିବା ଛତିଶଗଡ଼ପର୍ଯ୍ୟଟକଙ୍କୁ ଟିକେଟଯାଞ୍ଚ ଫାଟକ ପାଖରେ ଦୁବ୍ୟହାର କରାଯାଇଥିବାର ଅଭିଯୋଗ କରି ପର୍ଯ୍ୟଟକମାନେ ଦୀର୍ଘ ୧ଘଣ୍ଟାକାଳ ପ୍ରତିବାଦ କରିଥିଲେ।ପର୍ଯ୍ୟଟକମାନେ ପ୍ରବେଶପଥ ପାଖରେ ବସିରହି ରାଜ୍ୟ ସରକାର,ରାଜ୍ୟ ପୋଲିସ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇ ଚାଲିଥିଲେ।ଯାହାଫଳରେ ନନ୍ଦନକାନନ ମଧ୍ୟକୁ ଆଉ ପର୍ଯ୍ୟଟକମାନେ ବୁଲିବାକୁ ଯାଇପାରିନଥିଲେ। ଖବର ପାଇ ନନ୍ଦନକାନନର ଦୁଇ ଏସିଏଫ ଆସି ଉତ୍ୟକ୍ତ ପର୍ଯ୍ୟଟକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ।ପରେ ନନ୍ଦନ କାନନଥାନା ପୋଲିସ ଆସି ବୁଝାସୁଜା କରିବାପରେ ପରିସ୍ଥିତି […]

ନନ୍ଦନକାନନ ପ୍ରବେଶପଥ ରାସ୍ତାରେ ଆଣ୍ଟୁଏପାଣି

ବାରଙ୍ଗ,୬।୪(ଏସଏସନିଉଜ) ନନ୍ଦନକାନନର ବିକାଶ ଓ ସୈାନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷ ବହୁ ଅନୁଦାନ ଦେଉଛନ୍ତି।ଏହାସହ ନନ୍ଦନକାନନ ତାର ନିଜସ୍ବ ଆୟକୁ ମଧ୍ୟ ବିକାଶମୂଳକକାର୍ଯ୍ୟ ପାଇଁ ଖର୍ଚ୍ଚ କରୁଛି।ଏତେ ସବୁ ସତ୍ତ୍ବେ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନର ଟିକଟ କାଉଣ୍ଟର ପ୍ରବେଶ ପଥ ରାସ୍ତା ଓ ଫୁଟପାତ୍ ରେ ବର୍ଷାପାଣିର ସୁଅ ଛୁଟୁଛି ।ଗୁରୁବାର ହୋଇଥିବା ବର୍ଷାରେ ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଯୋଗୁଁ ପର୍ଯ୍ୟଟକ […]