Browsing daily archive

April 7, 2023

ଆଜିର ରାଶିଫଳ

୮-୪-୨୦୨୩(ଶନିବାର) ଦିବା ଘ୧୦।୧୪ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଦିବା ଘ୧୦।୧୪ଗତେ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ର ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତାସ୍ବାତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷ ସିଂହ ଓ କନ୍ୟାରାଶି ମାନଙ୍କର ଘାତବାର।ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ବୋଇତିକଖାରୁ ଦିବାଘ୧୦।୧୪ ଗତେ ପୋଟଳଭକ୍ଷଣ ନିଷେଧ । ମେଷ:=ଦେବ ଦର୍ଶନର ଯୋଗ […]

ରାଜ୍ୟରେ ଆଗୁଆ ନିର୍ବାଚନ ନାହିଁ

ଭୁବନେଶ୍ୱର,୭।୪(ଏସଏସନିଉଜ)ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନାଜଳ୍ପନାକୁ ଖଣ୍ଡନକଲେ ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କ PRO।ବିଭିନ୍ନ ସ୍ଥାନକୁ EVM ଆସିବା ଏକ ସାଧାରଣ ପ୍ରକ୍ରିୟା ବୋଲି କଗିଛନ୍ତି।ବିଭିନ୍ନ ମିଡିଆରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି। ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।ଏହାସହଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ନିର୍ବାଚନ ପାଇଁ ଏପ୍ରିଲ ୧୩ରେ ହେବ ଗେଜେଟ ବିଜ୍ଞପ୍ତି , ମେ ୧୦ରେ ଭୋଟଗ୍ରହଣ ଓ ୧୩ରେ ଗଣତି […]