Browsing daily archive

May 9, 2023

ଆଜିର ରାଶିଫଳ

୧୦-୫-୨୦୨୩(ବୁଧବାର)ରାତ୍ରି ଘ୧୦।୨୫ ଗତେ ମକର କୁମ୍ଭ ମୀନ କର୍କଟ ତୁଳା ବିଛା ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିରଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୮।୨୮ ଗତେ ଘ୧୦।୫ ମଧ୍ୟେ କାଳବେଳା । ଘ୧୧।୪୨ ଗତେ ଘ୧।୧୭ ମଧ୍ୟେ ବାରବେଳା । ରାତ୍ରି ଘ୨।୨୭ ଗତେ ଘ୩।୫୨ ମଧ୍ୟେ କାଳରାତ୍ରି ।ମୃତେ ଦିବା ଘ୪।୪୭ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ […]

ବିସ୍କୁଟ୍ ନଦେବାରୁ ଆକ୍ରମଣ

ମେଣ୍ଢାଶାଳ,୯।୫(ଏସଏସନିଉଜ )ରାଜଧାନୀ ଉପକଣ୍ଠ ଜଟଣୀବ୍ଲକ ଅଧିନସ୍ଥ ମଦନପୁର ପଞ୍ଚାୟତର ବଡରଘୁନାଥପୁର ଠାରେ ଏକ  ଦୋକାନୀକୁ ଫାଉଡାରେ ଆକ୍ରମଣ କରିଥିବା ଦୃର୍ବୁତ ଆଜି କୋର୍ଟ ଚାଲାଣ ହୋଇଛି । ବଡରଘୁନାଥପୁର ଠାରେ ଥିବା ଏକ ଘରୋଇ ଶିକ୍ଷ୍ୟାନୁଷ୍ଟାନ ନିକଟରେ ତେଜରାତି ଦୋକାନ କରି ନିଜ ପରିବାର ପୋଷଣ କରୁଥିବା କେନ୍ଦ୍ରପଡା ଅଞ୍ଚଳର ମେଘନାଦ ଦାସ (୩୫) ଯେ କି ମଦନପୁର ପଞ୍ଚାୟତର କାଇମାଟିଆଠାରେ ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଗତ ସୋମବାର ୮ ତାରିଖ ଅପରାହ୍ନ ୫ ଘଟିକା […]

ଫସିଲା ହାତୀ

ଅନୁଗୁଳ,୯।୫(ଏସଏସନିଉଜ)ପଣସ ଖାଇବାକୁ ଆସି ଫସିଯାଇଛି ମାଈହାତୀ । ଅନୁଗୁଳ ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଫସି ରହିଛି ହାତୀ । ଆମ୍ବ ଓ ପଣସଗଛର ମଝିରେ ହାତୀରଗୋଡ଼ ଲାଖି ରହିଛି । ହାତୀଟିକୁ ପଶୁ ଚିକିତ୍ସକ ପେନ୍‌କିଲର ଇଞ୍ଜେକସନ ଦେଇଛନ୍ତି । ହାତୀଟିର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ଡିଏଫ୍‌ଓ ।

ଦୁର୍ଘଟଣା ପରେ ଘୋଷାଡ଼ି ନେଲା ବସ୍‌

ବଲାଙ୍ଗିର,୯।୫(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଇଗଲା ବସ୍‌। ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ପାଖରେ ଏହି ଦୁର୍ଘଟଣା ଘଟିଛି।ବାଇକ୍‌ରେ ଯାଉଥିବା ବାପା ଓ ୨ ଝିଅଙ୍କୁ ଧକ୍କା ଦେଇଥିଲା ବସ୍‌। ବାପା ଓ ଜଣେ ଝିଅ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ଝିଅ ମୃତୁବରଣ କରିଥିବାର ଜଣାପଡିଛି।ଦୁର୍ଘଟଣାରେ ଗଇଁତଳାତହସିଲ ପାଖରୁ ଛକ ପର୍ଯ୍ୟନ୍ତ ମୃତଝିଅକୁ ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଲା ବସ୍‌।ବେପରୁଆ ଡ୍ରାଇଭରକୁ କାବୁ କରିବା ସହ […]