ଫସିଲା ହାତୀ

ଅନୁଗୁଳ,୯।୫(ଏସଏସନିଉଜ)ପଣସ ଖାଇବାକୁ ଆସି ଫସିଯାଇଛି ମାଈହାତୀ । ଅନୁଗୁଳ ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଫସି ରହିଛି ହାତୀ । ଆମ୍ବ ଓ ପଣସଗଛର ମଝିରେ ହାତୀରଗୋଡ଼ ଲାଖି ରହିଛି । ହାତୀଟିକୁ ପଶୁ ଚିକିତ୍ସକ ପେନ୍‌କିଲର ଇଞ୍ଜେକସନ ଦେଇଛନ୍ତି । ହାତୀଟିର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ଡିଏଫ୍‌ଓ ।

Comments (0)
Add Comment