ପୂର୍ବତନ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଢେଙ୍କାନାଳ, ୧୭ା୫(ଏସଏସନିଉଜ)ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଥିବା ତାଙ୍କ ବାସଘର, ପଟିଆସ୍ଥିତ କେ-ପ୍ଲାଜାର ଷଷ୍ଠ ମହଲାରେ ଥିବା ୬୦୧ ନମ୍ବର ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ହାଉସିଂବୋର୍ଡ ଘର, ଗଞ୍ଜାମ ଭଞ୍ଜନଗରରେ ଥିବା ତାଙ୍କର ଏକ ଭଡ଼ା ଘର, ସେହି ଗଞ୍ଜାମରେ ଥିବା ସଞ୍ଜୟଙ୍କ ଅଫିସ୍ ରୁମ୍, ମୟୂରଭଞ୍ଜରେ ଥିବା […]