Browsing daily archive

June 4, 2023

ଆଜିର ରାଶିଫଳ

୫-୬-୨୦୨୩(ସୋମବାର) ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୬।୪୮ ଗତେ ଘ୮।୨୬ ମଧ୍ୟେ କାଳବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୭ ମଧ୍ୟେ କାଳରାତ୍ରି । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତିକଖାରୁ ଭକ୍ଷଣ ନିଷେଧ । ତୁହ୍ୟସ୍ପର୍ଶ ତିଥିର ଗ୍ରହପୂଜା ହୋମାଦି କରଣୀୟ ।ଅମୃତ– ଦିବା ଘ୮।୨୨ ଗତେ ଘ୯।୫୮ ମଧ୍ୟେ ରାତ୍ରି ଘ୯।୩୧ ଗତେ ଘ୧୨।୪୩ ମଧ୍ୟେ ଘ୨।୧୯ ଗତେ ଘ୩।୫୫ ମଧ୍ୟେ ।ମାହେନ୍ଦ୍ର – ରାତ୍ରି […]

ସୋମନାଥଙ୍କ ପୀଠରେ ଦୀପଦାନ

ବାରଙ୍ଗ,୪ା୬(ଏସଏସନିଉଜ) ବାଲେଶ୍ଵର ସୋରର ବାହାନଗା ଅଂଚଳରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶ୍ରୁଆରୋଗ୍ୟ କାମନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି ସାମୁହିକ ଭାବେ ଦୀପଦାନ କରାଯାଇଛି ।ରବିବାର ସନ୍ଧ୍ୟାରେ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମକର୍ତାମାନେ ରାଜଧାନୀ ଉପକଣ୍ଠ ବାବାସୋମନାଥ ମନ୍ଦିରରେ ଏକାଠି ହୋଇଥିଲେ । ଟ୍ରେନ ଦୁର୍ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ଅମରଆତ୍ମର ସଦଗତି ନିମନ୍ତେ ନିରବପ୍ରାର୍ଥନା କରିବା ସହ ସାମୁହିକ ଦ୍ଵୀପଦାନ କରି ଆହତ ମାନଙ୍କର ଆଶୁଆରୋଗ୍ୟ କାମନା […]

ମୋତେ ୧୬ବର୍ଷ,ବାହାହେବିନି!

ମେଣ୍ଢାଶାଳ,୪।୬(ଏସଏସନିଉଜ) ମୋତେ ୧୬ବର୍ଷ।ମୋର ବାପା ମା ଏ ବୟସରେ ବିବାହ କରିବାକୁ ମୋତେ ବାଧ୍ୟ କରୁଛନ୍ତି ।ମୁଁ ବିବାହ କରିବାକୁ ଚାହୁଁନାହିଁ ବୋଲି ନାବାଳିକା ଜଣଙ୍କ ପୋଲିସ ଆଗରେ ଆସି ଅଭିଯୋଗ କରିଛି।ରବିବାର ସକାଳୁସକାଳୁ ନାବାଳିକାଜଣଙ୍କ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ଏହିଭଳି ଅଭିଯୋଗ କରିଥିଲେ।ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା କରି ସିଡବ୍ଲୁସିକୁ ପଠାଇବା ସହ ନାବାଳିକା ପରିବାରକୁ ଡାକି ପଚରାଉଚରା କରିଛି।ପୋଲିସ ନାବଳିକାର ପରିବାର ଓ ଗ୍ରାମବାସୀମାନଙ୍କ ଠାରୁ ପାଇଥିବା ସୂଚନା ମୁତାବକ ନାବାଳିକା ଜଣଙ୍କ ଜାମୁଝରି […]

୭ମଯାଁଳା ପ୍ରିମିୟମଲିଗ୍ କ୍ରିକେଟଟୁର୍ଣ୍ଣାମେଣ୍ଟ

ମେଣ୍ଢାଶାଳ,୪।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଇଲେଭେନ୍ ଷ୍ଟାର୍ କ୍ରିକେଟ୍ କ୍ଲବ୍ ଦ୍ବାରା ଆୟଜିତ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚରେ ପ୍ରତେକ୍ୟ ପରସ୍ପରକୁ ତିନିଥର ଲେଖାଁ ଭେଟିଥିଲେ । ଗତ ଶନିବାର ଦ୍ବିତୀୟ ରାଉଣ୍ଡର ଅବଶିଷ୍ଟ ଖେଳର ଦୁଇଟି ମ୍ୟାଚରେ ଟିମ୍ ଲଡୁ ୮ ଓଭର ରେ ୫୦ ରନ୍ ଜବାବରେ ମା ହରଚଣ୍ଡି ଓ୍ବାରିଅର୍ସ ୩.୪ ଓଭରରେ ୫୫ ରନ୍ କରି ବିଜୟୀ ହୋଇଥିଲା । ସେହିପରି ବ୍ଲୁ […]