Browsing daily archive

June 11, 2023

ଆଜିର ରାଶିଫଳ

୧୨-୬-୨୦୨୩(ସୋମବାର)ଦିବା ଘ୧୧।୯ ଗତେ ବିବାହ ଓ ପାଣିଗ୍ରହଣ,ବ୍ରତୋପନୟନ । ଧନୁରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୬।୫୦ ଗତେ ଘ୮।୨୯ ମଧ୍ୟେ କାଳବେଳା । ଘ୩।୪ ଗତେ ଘ୪।୪୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୬ ମଧ୍ୟେ କାଳରାତ୍ରି । ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଲାଉ ଦିବା ଘ୧୧।୯ ଗତେ କଳମଶାଗ ଭକ୍ଷଣ ନିଷେଧ ।ଅମୃତ– ଦିବା ଘ୮।୨୩ ଗତେ ଘ୯।୫୯ ମଧ୍ୟେ ରାତ୍ରି […]

ନୟାପାଟଣା-ଆମ୍ବବରେଇ ବିଜୁସେତୁ

ବାରଙ୍ଗ, ୧୧ା୬ (ଏସଏସନିଉଜ) ବେଲଗଛିଆ ପଞ୍ଚାୟତର ନୟାପାଟଣା ଓ ଆମ୍ବବରେଇରୁ ଦାଢ଼ାପାଟଣା ପଞ୍ଚାୟତର ମଧୁସୂଦନପୁରକୁ ସଂଯୋଗ କରୁଥିବା ପୁରୀମେନକେନାଲ ଉପରେ ବିଜୁସେତୁ ନିର୍ମାଣ ପାଇଁ ରବିବାରଦିନ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ।ପୂର୍ବରୁ ଥିବା ଲୁହା ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ଫଳରେ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଉଭୟ ଗ୍ରାମ ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ […]

ରଘୂନାଥପୁରରେ ଏଥର ଜମିବ ରଜ

ବାରଙ୍ଗ,୧୧ା୬(ଏସଏସନିଉଜ)ପାଖେଇ ଆସିଲାଣି ରଜ । ଆଉ ଦୁଇ ଦିନ ପରେ ପହିଲି ରଜ । ଯାହାକୁ ନେଇ ଏବେ ଚଳ ଚଞ୍ଚଳ ଗାଁ ଠୁ ସହର । ଗାଁ ରେ କୁଆଁରୀ ଝିଅମାନେ ନୂଆ ପୋଷାକ ସାଙ୍ଗକୁ ସୁସ୍ୱାଦୁ ପିଠା ପଣା କରିବାକୁ ଲାଗିପଡିଲେଣି । ପୋଡପିଠା , ଆରିସା , ମଣ୍ଡା,ଚକୁଳି, ଛେନାପିଠା ଆଦି ବିଭିନ୍ନ ସୁସ୍ୱାଦୁ ପିଠା ର ବାସ୍ନା ରେ ମହକି ଉଠେ ଗାଁ । ତାସାଙ୍ଗକୁ ଝିଅ ମାନେ ହାତରେ ମେହେନ୍ଦି […]

ବଟାନିକାର୍ଲଗାର୍ଡେନରେ ଏକାଠିହେଲେ ବିଜେଡିକର୍ମୀ

ବାରଙ୍ଗ,୧୧।୬(ଏସଏସନିଉଜ)ରବିବାରଦିନ ବିଜୁଜନତାଦଳର ୫ପଂଚାୟତ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଟାନିକାର୍ଲଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରଘୁନାଥପୁର ,ଦାଢା, କଲ୍ୟାଣପୁର, ବରିମୁଣ୍ଡ ଓ ଇଞଣା ଆଦି୫ପଂଚାୟତର ବହୁ ବିଜେଡିକର୍ମୀ ଓ ମୁରବୀମାନେ ଯୋଗଦେଇଥିଲେ । ଯେଉଁଭଳିଭାବେ ଦଳୀୟକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହଯୋଗ ମିଳିଛି ଏହିଭଳି ସହଯୋଗ ରହିଲେ ଆଗାମିଦିନରେ ୫ପଂଚାୟତ ବିକାଶକ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ମୁଖ୍ୟଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ କହିଥିଲୋ ଦଳୀୟକର୍ମୀମାନେ ବିଧାୟକଙ୍କୁ ପାଛୋଟି ସଭାମଂଚ ପର୍ଯ୍ୟନ୍ତ ନେଇଯାଇଥିଲେ […]

ବିଜେପିର ଜନସମ୍ପର୍କ ଅଭିଯାନ

ବାରଙ୍ଗ,୧୧।୬(ଏସଏସନିଉଜ) ମୋଦି ସରକାରଙ୍କ ନଅବର୍ଷ ପୂର୍ତ୍ତି ଅବସରରେ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ବ୍ରାହ୍ମଣୀସାହି ସ୍ଥିତ ମା ମଙ୍ଗଳ ମନ୍ଦିର ପ୍ରାଙ୍ଗଣରେ ରବିବାର ପୂର୍ବାହ୍ନରେ ଜନସମ୍ପର୍କ ଅଭିଯାନ ଉଡଲକ୍ଷେ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ମହିଳା ଶିଶୁ ଉନ୍ନତିକରଣ ମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପରା ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ନଅବର୍ଷର ଶାସନକାଳରେ ବିଭିନ୍ନ ଉନ୍ନତିମୂଳକକାର୍ଯ୍ୟ ସହ ଅଞ୍ଚଳର ବିକାଶ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥିଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ଯୁଗାଂଶୁ […]

ନିର୍ଦ୍ଦୟୀ ମା ଛୁଆକୁ ନିର୍ଦ୍ଧୁମ ପିଟୁଛି

ବାରଙ୍ଗ,୧୧।୬(ଏସଏସନିଉଜ) ଚାରିବର୍ଷର ଝିଅଟି ମାର ମାଡକୁ ସହିନପାରି ସାହାରା ପାଇଁ ଥାନାକୁ ଆସୁଥିଲା।ଏଥିରେ ରାଗିଯାଇ ମା ଅମାନୁଷିକ ଭାବେ ପୁଣି ମାଡ଼ମାରି ଚାଲିଥିଲେ।ଏହି ଘଟଣା ବାରଙ୍ଗ ମୁଖ୍ୟ ରାସ୍ତା କଡରେ ହୋଇଥିବାରୁ ସେହିବାଟେ ଯାଉଥିବା ଜଣେ ମହିଳା ଭିଡ଼ିଓ କରି ଆନ୍ତର୍ଜାତୀୟ ମାନବାଧିକାର କମିଶନରଙ୍କ ପାଖକୁ ପଠାଇ ଦେଇଥିଲେ।ଏହାପରେ ଓଡ଼ିଶାସଖାର ସଦସ୍ୟମାନେ ଆସି ବାରଙ୍ଗ ଥାନାରେ ଅଭିଯୋଗ କରିବାସହ ନୃଶଂସି ମା କବଳରୁ ପିଲାଟିକୁ ଉଧାରକରିବାକୁ ନିବେଦନ କରିଥିଲେ। ପ୍ରକାଶ ଯେ,ରବିବାର ଦିନ ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ […]

ରେଳଦୁର୍ଘଟଣା ଆହତଙ୍କପାଇଁ ରକ୍ତଦାନଶିବିର

ବାରଙ୍ଗ, ୧୧ା୬ (ଏସଏସନିଉଜ) ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ପାଇଁ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବାରଙ୍ଗବ୍ଳକ ଅଧିନସ୍ଥମଧୁପୁର ପଂଚାୟତର ମଧୁବନ ଗାଁମୁଣ୍ଡରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ରବିବାରଦିନ ଆୟୋଜନ କରାଯାଇଥିଲା। ଏହାକୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ ।ଏଥିରେ ବାରଙ୍ଗ ବ୍ଳକର ୮ ଗୋଟି ପଂଚାୟତର ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀଙ୍କ ସହଯୋଗ କରିବା ସହ ବହୁ କର୍ମୀମାନେ ରକ୍ତଦାନ […]