Browsing daily archive

July 22, 2023

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୩ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୩୬ ,ସୂର୍ଯ୍ୟାସ୍ତ- ଘ୬/୨୩/୨୨ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ପଞ୍ଚମୀ ଦିବା ଘ୧୧/୫୫ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୮/୩୭ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର।ଚ଼ନ୍ଦ୍ର- କନ୍ୟା ଚନ୍ଦ୍ର (ଅହୋରାତ୍ର)।ସୌର ଚଳନେ କର୍କଟ ଦି୭ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବାଘ୧୧/୫୫ମି ପରେ ପଶ୍ଚିମଦିଗରେ।ଅଗନ୍ତବ୍ୟତିଥି ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୧/୫୫ମି ମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର […]

ବିବାହର ପ୍ରତିଶୃତିଦେଇ ଶାରରୀକ ସର୍ମ୍ପକ

ସାକ୍ଷୀଗୋପାଳ,୨୨ା୭(ଏସଏସନିଉଜ) ସତ୍ୟବାଦୀଥାନା ଅଧିନସ୍ଥ ଅଠାଇଶଗ୍ରାମର ଭଗବାନମହାପତ୍ରଙ୍କ ଝିଅ ଲିପ୍ସା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବଳଙ୍ଗାଥାନା ଅଧରନସ୍ଥ ଉଛୁପୁରଗ୍ରାମର ରୁପକଗୁରୁନାମକ ଯୁବକ ବିବାହର ପ୍ରତିଶୃତିଦେଇ ଶାରରୀକ ସର୍ମ୍ପକ ରଖିଥିଲେ । ବିବାହ କଥା କହିବାରୁ ହତ୍ୟାକରିବାପାଇଁ ଯୋଜନା କରୁଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ୨୧୮ା୨୩ କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିଛି ।ବିବାହର ପ୍ରତିଶୃତିଦେଇ ଗୁରୁୁ ଲିପ୍ସାକୁ ଭୁବନେଶ୍ୱରକୁ ଆଣି ତାର ସାଙ୍ଗଘରେ ରଖି କିଛିଦିନପରେ ନିଜଘର ଉଛୁପୁରକୁ ଆସିଥିଲେ ।ବିବାହ କଥାକହିବାପରେ ଗୁରୁ […]

ଜଳିଗଲା ଏକ ବଖରାଘର

ମେଣ୍ଢାଶାଳ,୨୨ା୭(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପ୍ରଧାନସାହିରେ ଶୁକ୍ରବାର ବିଳମ୍ଭିତ ରାତିରେ ବିଦ୍ୟୁତସର୍ଟସର୍କିଟ ହୋଇ ଏକ ବଖରାଘର ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଘରୋଇ ଜିନିଷପୋଡି ନଷ୍ଟ ହୋଇଯାଇଛି ।ରବୀନ୍ଦ୍ରଜେନାଙ୍କ ଘରେ ବିଦ୍ୟୁତ ସଟସର୍କିଟ ହୋଇ ତାଙ୍କ ରେଫ୍ରିଜେଟର ପ୍ରଥମେ ନିଆଁ ଓ ଧୂଆଁ ବାହାରିଥିଲା । ପରେଘରେଥିବା ଆସବାସପତ୍ର. ୨୦ହଜାରେଟଙ୍କାମୁଲ୍ୟର ସାହିକୋଠଘର ମାଇକି ଓ ମେସିନ , ତିରିଶହଜାର ଟଙ୍କାର ନୂଆଘର କାମହେବା ପାଇଁ ରଖାଯାଇଥିବା ଚାରିପେଟି ୱାରିଙ୍ଗ କପରତାର. ପନ୍ଦରହଜାର ଟଙ୍କାର ପ୍ଲମର ପାଇପି ପୋଡି […]

ନନ୍ଦନକାନନ ପୁଲିସର ସଚେତନତା ବୈଠକ

ବାରଙ୍ଗ,୨୨ା୭(ଏସଏସନିଉଜ) ଶନିବାର ସନ୍ଧ୍ୟାରେ ନନ୍ଦନକାନନଥାନା ପକ୍ଷରୁ ପୁଲିସ ସଚେତନତା ବୈଠକ ଦାଢାପଞ୍ଚାୟତର ଡ୍ରିମଭିଲାଠାରେ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଦାଢାପଂଚାୟତର ପଦାସାହି,ବାଲିପଡା,କେନ୍ଦୁପାଟଣା ଓ ଡ୍ରିମଭିଲାର ବହୁ ସଚେତନ ନାଗରିକ , ବୃଦ୍ଧିଜୀବୀ ,ଲୋକପ୍ରତିନିଧିମାନେ ଯୋଗଦେଇଅଞ୍ଚଳର ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଦାଢା ପଞ୍ଚାୟତ ଅଞ୍ଚଳରେ ପୁଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ବିଭିନ୍ନ ଅସାମାଜିକ କାର‌୍ୟ୍ୟକଳାପ ରୋକିବା,ଦେଶିମଦବେପାରକୁ ବନ୍ଦ କରିବା ଓ ନନ୍ଦନକାନନ ପଦାସାହି ରାସ୍ତାରେ ଆଲୋକୀକରଣ ସହ ପଦାସାହି କେନ୍ଦୁପାଟଣା ଗ୍ରା୍ମ୍ୟ ରାସ୍ତାର […]

ବେଟ୍ୟାରୀଚୋରକୁ ଧରିଲା ପୋଲିସ

ଜଟଣୀ,୨୨ା୭(ଏସଏସନିଉଜ) ଥୁଆହୋଇଥିବା ଟ୍ରକରୁ ବ୍ୟାଟାରୀ ଚୋରୀକରିବା ଅଭିଯୋଗରେ ଜଟଣୀପୋଲିସ ଶନିବାରଦିନ ଖୋଲାଦ୍ୱାର ମଠସାହିର ଲିପୁ ଓରଫ ବିଶ୍ୱଜିତ ସେଠୀନାମକ ଯୁବକକୁ ବେଲପଡାଛକରୁ ଗିରଫ କରି ୨୬୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛନ୍ତି । ପ୍ରକାସ ଯେ, ଶଙ୍କର୍ଷଣ ମହାପାତ୍ର ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କର ଟ୍ରକ ଗୁଡିକୁ ବେଲପଡାସ୍ଥିତ ବାଟମହାବୀରମନ୍ଦିର ନିକଟରେ ପାର୍କ କରିରଖନ୍ତି । ଗତ ୧୪ତାରିଖ ସନ୍ଧ୍ୟାରେ ସେ ଟ୍ରକଗୁଡିକୁଦେଖିବାପାଇଁ ଯାଇଥିବାବେଳେ ବିଶ୍ୱଜିତ ସହ ଅନ୍ୟ୨ଜଣ ଟ୍ରକରୁ ବ୍ୟାଟେରୀ ଚୋରୀ କରୁଥିବାର […]

ବୋମାମାଡ ଘଟଣାରେ ୭ ଗିରଫ

ବ୍ରହ୍ମପୁର, ,୨୧ା୭(ଏସଏସନିଉଜ) ବୁଗୁଡ଼ା ଡ଼ାକ୍ତରଖାନା ଛକରେ ରେଡିମେଡ୍ ଲୁଗା ଦୋକାନ ରେ ରାତିରେ ବୋମାଡ ହୋଇଥିଲା ।ଦୋକାନମାଲିକଙ୍କୁ ଅଜଣା ନମ୍ବରରୁ ଫୋନକରି ଦାଦାବଟି ମଗାଯାଉଥିଲା ଦୋକାନମାଲିକ ଦିଲେଶ୍ଵର ପାତ୍ର ଦାଦାବଟି ଦେବାକୁ ମନାକରିବାପରେ ଦୋକାନଉପରକୁ ବୋମାମାଡ ହୋଇଥିଲା ।ପୋଲିସ ଘଟଣାସ୍ଥଳରେପହଞ୍ଚି ତଦନ୍ତ କରିଥିଲା ।ପୋଲିସ ଏହି ଘଟଣାରେ ଅପରାଧୀଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ସେମାନଙ୍କଠାରୁ ଏକ ଦେଶୀବନ୍ଧୁକ, ୩ଟି ଜୀବନ୍ତଗୁଳି, ଦୁଇଟିବୋମା, ଗୋଟିଏ ମୋବାଇଲଫୋନ ଓ ସିମ୍ ଜବତ୍ କରି କେଶ୍ ନଂ […]

ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ,୨୨ା୭(ଏସଏସନିଉଜ)କଟକ ଗୋପାଳପୁର କାଜିପାଟଣା ହନୁମାନମନ୍ଦିର ନିକଟରେଥିବା ଏକ ଗ୍ରୋସରିଦୋକାନରେ ଏକ ପିଲାର ଆତ୍ମହତ୍ୟା ଦେଖିବାକୁ ମିଳିଛି । ରାତି ହେଲେ ସେହି ପିଲା ଜଣକ ଦୋକାନରେ ସବୁଦିନପରି ଜଗାରଖା କରିବାପାଇଁ ଶୋଇବାକୁ ଯାଇଥାଏ । ଆଜିସକାଳୁ ଝୁଲନ୍ତା ଅବସ୍ଥାରେ ତାକୁ ଦେଖିବାକୁ ମିଳିଥିଲା । ତାକୁକେହି ଦୁବୃତମାରି ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଉଥିବାର ଆଲୋଚନା ହେଉଛି ।    

କାଲି ଥାନାରୁ ଫେରାରହେଲା, ଆଜି ମହାନଦୀରୁ ମିଳିଲା

କଟକ, ୨୨ା୭(ଏସଏସନିଉଜ) ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲର ମୃତଦେହକୁ ଯୋବ୍ରା ନିକଟରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୁଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇନେଇ ତାନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତକରି ତାକୁ ଅଟକ ରଖିଥିଲା । ଭୋରସମୟରେ ସେ ପୁଲିସକର୍ମଚାରୀଙ୍କୁ ଧକ୍କାଦେଇ ଫେରାର ହୋଇଆସି ମହାନଦୀକୁ ଡେଇଁପଡ଼ିଥିଲାା ଅଗ୍ନିଶମ ବିଭାଗର […]

ମାଲକାନଗିରିରେ ବନ୍ୟା

ମାଲକାନଗିରି ,୨୨ା୭(ଏସଏସନିଉଜ) ଲଗାଣ ବର୍ଷା ଯୋଗୁଁ ମାଲକାନଗିରିଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୋଇଗୁରୁଗାଁ ନିକଟରେ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଓଡିଶାରୁ ମୋଟୁଦେଇ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଯାହାଫଳରେ ବହୁଯାତ୍ରୀବାହୀ ଓ ମାଲଗାଡିଗୁଡିକ ଅଟକି ରହିଛି। କୋଇଗୁରୁଗାଁ ନିକଟ ନଦୀରଜଳସ୍ତର ବଢି ରାସ୍ତାଉପରେ ୨ ଫୁଟ ଉପରେ ପାଣି ଚାଲୁଛି ।ସବୁଆଡେ ଜଳମଗ୍ନ ହୋଇ ରାସ୍ତାଘାଟ ଠିକଭାବେ ଦେଖାଯାଉନାହିଁ। ତିନିଦିନଧରି ଲଗାତାର ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତହୋଇପଡିଛି। ଲଗାଣବର୍ଷା ଯୋଗୁଁ […]

ଗଞ୍ଜାମରୁ ଅପହୃତ , ବିଶାଖାପାଟଣାରୁ ଉଦ୍ଧାର

ବ୍ରହ୍ମପୁର,୨୨ା୭(ଏସଏସନିଉଜ) ବନ୍ଧୁକମୁନରେ ୨ବ୍ୟବସାୟୀଭାଇଙ୍କୁ ଗତକାଲି ରାତିରେ ଅପହରଣ କରାଯାଇଥିବାବେଳେ ବିଶାଖାପାଟଣାର ଏକ ହୋଟେଲରୁ ପୁଲିସ ତାଙ୍କୁ ଆଜି ଉଦ୍ଧାର କରିଛିାତେବେ ଅପହରଣର ପକୃତକାରଣ ଅଦ୍ୟାବଧି ଜଣାପଡିନଥିବାବେଳେ କର୍ଣ୍ଣାଟକ ବେଙ୍ଗାଲୁରୁର ଅପହରଣ କାରୀମାନେ ହୋଇଥିବାର ସୂଚନା ମିଳିଛି । ଗଞ୍ଜାମଥାନାଅଧୀନ ପୁଇଁତୋଳଛକରେ କୃଷ୍ଣଚନ୍ଦ୍ର ସାହୁ ଓ ପଞ୍ଚାନନ ସାହୁଙ୍କର ଏକ ଭେରାଇଟ୍ ଷ୍ଟୋର ଅଛି ।ଗତକାଲିରାତିରେ ଉଭୟ ଭାଇ ଦୋକାନରେ ଥିବାବେଳେ କାରରେ କିଛି ଦୁର୍ବୁତଆସି ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିନେଇଥିଲେ ।