ବୋମାମାଡ ଘଟଣାରେ ୭ ଗିରଫ

ବ୍ରହ୍ମପୁର, ,୨୧ା୭(ଏସଏସନିଉଜ) ବୁଗୁଡ଼ା ଡ଼ାକ୍ତରଖାନା ଛକରେ ରେଡିମେଡ୍ ଲୁଗା ଦୋକାନ ରେ ରାତିରେ ବୋମାଡ ହୋଇଥିଲା ।ଦୋକାନମାଲିକଙ୍କୁ ଅଜଣା ନମ୍ବରରୁ ଫୋନକରି ଦାଦାବଟି ମଗାଯାଉଥିଲା ଦୋକାନମାଲିକ ଦିଲେଶ୍ଵର ପାତ୍ର ଦାଦାବଟି ଦେବାକୁ ମନାକରିବାପରେ ଦୋକାନଉପରକୁ ବୋମାମାଡ ହୋଇଥିଲା ।ପୋଲିସ ଘଟଣାସ୍ଥଳରେପହଞ୍ଚି ତଦନ୍ତ କରିଥିଲା ।ପୋଲିସ ଏହି ଘଟଣାରେ ଅପରାଧୀଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ସେମାନଙ୍କଠାରୁ ଏକ ଦେଶୀବନ୍ଧୁକ, ୩ଟି ଜୀବନ୍ତଗୁଳି, ଦୁଇଟିବୋମା, ଗୋଟିଏ ମୋବାଇଲଫୋନ ଓ ସିମ୍ ଜବତ୍ କରି କେଶ୍ ନଂ ୫୧୫/୩୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Comments (0)
Add Comment