ଆଜିର ରାଶିଫଳ
୨୦୨୩ମସିହା ଅଗଷ୍ଟମାସ ୨୪ତାରିଖ ଗୁରୁବାର। ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୨/୪୨ ,ସୂର୍ଯ୍ୟାସ୍ତ-ଘ୬/୫/୩୮ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଅଷ୍ଟମୀ ରାତ୍ରି ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ନବମୀ। ନକ୍ଷତ୍ର- ବିଶାଖା ନକ୍ଷତ୍ର ଦିବା ଘ୯/୩୫ମି ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାନକ୍ଷତ୍ର।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀରଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବାଘ୨/୪୬ମି ରୁ ସୂର୍ଯ୍ୟାସ୍ତଘ୬/୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୧୧/୪୭ମି ରୁ ଘ୧/୧୪ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରିଘ୧/୧୪ମି ରୁ ଘ୩/୩୮ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ସୂର୍ଯ୍ୟୋଦୟରୁ ଦିବାଘ୭/୧୨ମି ମଧ୍ୟେ, ଘ୧୦/୧୪ମି ରୁ ଘ୧୨/୩୮ମି ପର୍ଯ୍ୟନ୍ତ। ପୁଷ୍କରଦୋଷ – ମୃତବ୍ୟକ୍ତିର ଦିବାଘ୯/୩୫ମି ମଧ୍ୟେ […]