Browsing monthly archive

November 2023

ଜେଲରେ ଗାୟକ ଦେବେଶ ପତି

ଭୁବନେଶ୍ୱର,୩ା୧୧(ଏସଏସନିଉଜ) ଲଚକ ମଣି ବେବିଲୋ’ ଗୀତଗାଇ ଚହଳ ପକାଇଥିବା ଓ ଚର୍ଚ୍ଚାରେ ରହିଥିବା କଣ୍ଠଶିଳ୍ପୀ ଦେବେଶ ପତିଙ୍କ ବିରୁଦ୍ଧରେ ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀଥାନା ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ଏବେସେ ଜେଲରେ ଥିବା ସୂଚନା ମିଳିଛି।ଯୁବତୀଙ୍କ ଅଭିଯୋଗ ମୁତାବକ ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିବାସହ ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲୋ […]

ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କଟକ,୩ା୧୧(ଏସଏସନିଉଜ) ଆୟବହିର୍ଭୂତସଂପତ୍ତି ଠୁଳଅଭିଯୋଗରେ ସାଲେପୁର ଗ୍ରାମ୍ୟଉନ୍ନୟନବିଭାଗର ସହକାରୀଯନ୍ତ୍ରୀ ଅର୍ଜୁନକୁମାରସାହୁଙ୍କ ଘର ସମେତ ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର , କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଚଢ଼ଉ କରୁଛନ୍ତି । ଭୁବନେଶ୍ୱରର ଖଣ୍ଡଗିରି ବିହାରରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ […]

୭ରେ ହାଜରହେବେ ସୋମାଲିକା

କଟକ,୩ା୧୧(ଏସଏସନିଉଜ) ଆସନ୍ତା ୭ ତାରିଖ ଦିନ ସାଢ଼େ ୩ଟାରେ କଟକଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜଅଫିସରଙ୍କ କାର‌୍ୟ୍ୟାଳୟରେ ହାଜର ହେବା ପାଇଁ ବିଧାୟକ ବିଜୟଶଙ୍କରଙ୍କ ପୂର୍ବତନବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ ଜାରି କରାଯାଇଛି। ଏହାସହ ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଙ୍ଗରେ ନେଇ ଆସିବା ପାଇଁ ମଧ୍ୟ କୁହାଯାଇଛି। ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି। ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର […]

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ପୁରୀ,୩ା୧୧(ଏସଏସନିଉଜ)ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୫ ଦିନ ଚାଲିବ ।ଏହାପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର‌୍ୟ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ନାତି ନେଲା ଜେଜେବାପାଙ୍କ ଜୀବନ!

ରାୟଗଡ଼ା,୩ା୧୧(ଏସଏସନିଉଜ) ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଥିବାଭଳି ଅଭାବନୀୟ ଘଟଣା କାଶୀପୁରଥାନା ପରଜାସିଲା ଗାଁରେ ଘଟିଥିବାର ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଗୋବର୍ଦ୍ଧନ ନାୟକ।ପୋଲିସ ନାତି ମୋହନକୁ ଅଟକ ରଖି ପଚରାଉଚରା ଜାରି ରଖିଛି।୬୫ ବର୍ଷବୟସ୍କ ଗୋବର୍ଦ୍ଧନ ନାୟକ ପିଣ୍ଢାରେ ବସିଥିବାବେଳେ ନାତି ମୋହନ ଆସି ଟଙ୍କା ମାଗିଥିଲା।ଟଙ୍କାନାହିଁବୋଲି ଗୋବର୍ଦ୍ଧନ କହିବାପରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଏହାଫଳରେ ତାଙ୍କର ପ୍ରାଣବାୟୁ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୩ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ଘ୫/୫୨/୧୪,ସୂର୍ଯ୍ୟାସ୍ତ- ଘ୫/୮/୧୮, କାର୍ତ୍ତିକମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି- ଷଷ୍ଠୀ ରାତ୍ରି ଘ୧୦/୪୭ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୧୦/୪୭ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟ ତିଥି , ବିଷ୍ଟିକରଣ, ଗ୍ରହଣ ସପ୍ତାହ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୧/୫୦ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ ରାତ୍ରି ଘ୧୦/୪୭ମିପରେ ତାଳଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨ତାରିଖ ଗୁରୁବାର। ସୁର୍ଯ୍ୟୋଦୟ- ଘ୫/୫୧/୪୬ ,ସୂର୍ଯ୍ୟାସ୍ତ- ଘ୫/୮/୪୮ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ପଞ୍ଚମୀ ରାତ୍ରି ଘ୯/୩୦ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଆର୍ଦ୍ରା (ଅହୋରାତ୍ର) ।ଚ଼ନ୍ଦ୍ର- ମିଥୁନଚନ୍ଦ୍ର (ଅହୋରାତ୍ର)।ସୌରଚଳନେ ତୁଳା ଦି୧୬ନ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ରାତ୍ରି ଘ୯/୩୦ମି ପରେ ନିମ୍ବଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳାଦିବା ଘ୨/୨୦ମି ରୁ ସୂର୍ଯ୍ୟାସ୍ତ ଘ୫/୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୩୦ମି ରୁ ଘ୧/୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା […]