Browsing monthly archive

November 2023

ପୂର୍ବତନବାଚସ୍ପତି ମହେଶ୍ବରମହାନ୍ତିଙ୍କ ପରଲୋକ

  ପୁରୀ,୭।୧୧(ଏସଏସନିଉଜ) ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭୋର ୩.୨୫ରେ ବିୟୋଗ ହୋଇଛି।୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୭ତାରିଖ ମଙ୍ଗଳବାର। ସୁର୍ଯ୍ୟୋଦୟ- ଘ୫/୫୪/୧୬ ,ସୂର୍ଯ୍ୟାସ୍ତ- ଘ୫/୬/୩୦ ,କାର୍ତ୍ତିକମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଦଶମୀ (ଅହୋରାତ୍ର)ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ। ମଙ୍ଗଳବାର, ଶନିସପ୍ତ, ବିଷ୍ଟିକରଣଦୋଷ,ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୨୦ମି ରୁ ଘ୮/୪୪ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୧୨/୫୪ମି ରୁ ଘ୨/୧୭ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୬/୪୦ମି ରୁ ଘ୮/୧୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୪୪ମି […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୫ତାରିଖ ରବିବାର। ଅଷ୍ଟକାଶ୍ରାଦ୍ଧ, ରବି ପୁଷ୍ୟାଯୋଗ।ସୁର୍ଯ୍ୟୋଦୟ- ଘ୫/୫୩/୧୨ ,ସୂର୍ଯ୍ୟାସ୍ତ- ଘ୫/୭/୨୨ ,କାର୍ତ୍ତିକ ମାସ ,କୃଷ୍ଣ ପକ୍ଷ ,ଆଦିତ୍ୟବାସ ,ତିଥି- ଅଷ୍ଟମୀ ରାତ୍ରି ଘ୩/୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୩/୩ମି ପରେ ପୂର୍ବଦିଗରେ। ଅଗନ୍ତବ୍ୟପରେ ରିକ୍ତାତିଥି ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ଅଦ୍ୟ ଅଷ୍ଟକାଶ୍ରାଦ୍ଧ, ପିତୃ ସାମ୍ବତ୍ସରିକଶ୍ରାଦ୍ଧ ଓ ଅଷ୍ଟକାତନ୍ତ୍ରରେ କରଣୀୟ।ନିଷିଦ୍ଧଖାଦ୍ୟ- ନଡ଼ିଆ ଭକ୍ଷଣ ନିଷେଧ। ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ […]

ମାତିଛି କଲରାପତରିଆ ବାଘ

ନୂଆପଡ଼ା,୪।୧୧(ଏସଏସନିଉଜ) ୫ଦିନ ବ୍ୟବଧାନରେ ପୁଣି ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏଭଳି ଆତଙ୍କ ଖେଳାଇଛି ବାଘ।ଯାହାକୁନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।ଗତକାଲି ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ ।ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ ।ଗତ ୩୦ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ […]

୨୮ରେ ରତ୍ନଭଣ୍ଡାର ସ୍କାନିଂ

ପୁରୀ,୪।୧୧(ଏସଏସ ନିଉଜ)କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ ୨୮ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।ଏଏସଆଇକୁ ମିଳିଲା ଅନୁମତି । ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।ପର୍ଯ୍ୟାୟକ୍ରମେସ୍କାନିଂ କରାଯାଇ କେଉଁଠି ରହିଛି ଫାଟ ତାହା ଜଣାପଡ଼ିବ।ଟେକ୍ନିକାଲ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।

ନଭେମ୍ବର୬ରୁ ଜୟପୁରକୁ ଉଡ଼ିବ ଦ୍ବିତୀୟବିମାନ

ଭୁବନେଶ୍ୱର,୪ା୧୧(ଏସଏସନିଉଜ)ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ବିମାନ ।ସେବା ଯୋଗାଇବ ଇଣ୍ଡିଆ ୱାନଏୟାର କମ୍ପାନି ।ସୋମବାର ଓ ଶୁକ୍ରବାର ଦିନକୁ ୨ଥର ଉଡ଼ାଣ ଭରିବ ।ଆର୍ଥିକସହାୟତା ଯୋଗାଇବେ ରାଜ୍ୟ ସରକାର ।ଗତବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ବିମାନସେବା ଆରମ୍ଭ କରିଥିଲୋଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟସହରକୁ ଉଡ଼ିବ ବିମାନ ।ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ଉଡ଼ିପାରେ ବିମାନ ।ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ ।ସୁରତ ପାଇଁ ସ୍ଲଟ୍ ଦେବାକୁ […]

ଛତୁଚାଷ ତାଲିମନେଲେ ମହିଳା ଓ ଚାଷୀ

ମେଣ୍ଢାଶାଳ,୪ା୧୧(ଏସଏସନିଉଜ)ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ଭୁବନେଶ୍ୱରବ୍ଲକସ୍ତରୀୟ ଉଦ୍ୟାନକୃଷିବିଭାଗ ତରଫରୁ ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ଦିନିକିଆ ଛତୁଚାଷ ତାଲିମ ଶିବିର ଶନିବାରଦିନ ଅନୁଷ୍ଠିତହୋଇଯାଇଛି ।ଭୁବନେଶ୍ୱରବ୍ଲକକୃଷିବିଭାଗ ପକ୍ଷରୁ ଆୟୋଜିତ ଏହିତାଲିମଶିବିରରେ ସହକାରୀଉଦ୍ୟାନକୃଷିଅଧିକାରୀ ୟୁକେଚନ୍ଦ୍ରିକା ପୈାରହିତ୍ୟ କରିଥିଲେ ।ଏହିଶିବିରରେ ମେଣ୍ଢାଶାଳ ସରପଂଚ କୈାଶଲ୍ୟା ବଳିୟାରସିଂହ ଅତିଥିଭାବେ ଯୋଗଦେଇରୋଜଗାରକ୍ଷମ ସହ ପରିବାର ଚଳାଇବାପାଇଁ ଏହାଏକ ପକୃଷ୍ଠ ମାଧ୍ୟମ ବୋଲି କହିଥିଲେ ।ଉଦ୍ୟାନବିଭାଗ କର୍ମଚାରମାନଙ୍କ ମଧ୍ୟରେ ରାକେଶରୋଶନଶତପଥି,ଡ,ଭୁବନାନନ୍ଦ ଅଧିକାରୀ, ମିତାଲିମିଶ୍ର. ସ୍ମିତାମହାପାତ୍ର ପ୍ରମୁଖ ଶିବିରରେ ଛତୁଚାଷ, ରୋଗପୋକ ନିଦାନ,ଫୁଲଚାଷ,୍‌ଯାନ୍ତ୍ରିକକରଣ ଓ ଏହାର ଆମଦାନୀକୁନେଇ […]

ପ୍ରଯୋଜକ ଟୁଟୁନାୟକ ଗିରଫ

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଓଡ଼ିଆ ସିନେଜଗତର ଜଣାଶୁଣାପ୍ରଯୋଜକ ଟୁଟୁନାୟକ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଫିଲ୍ମହଲରେ ପ୍ରିମିୟର ସମୟରେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର କରିଥିବା ନେଇ ଖାରବେଳଥାନାରେ ଅଭିଯୋଗ ହୋଇଥିଲା । ଆଜି ଟୁଟୁନାୟକ ଥାନାରେ ହାଜତହୋଇଥିବା ବେଳେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ ହୋଇଥିବା ଜଣାପଡିଛି ।  

ରେଞ୍ଜରୋଭର ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ

କଟକ,୩।୧୧(ଏସଏସନିଉଜ) ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାଜଧାନୀର ପାୱାର ହାଉସ ଛକରେ ଗତ ୩୧ ତାରିଖରେଦୁର୍ଘଟଣାରେ ଲୋପାମୁଦ୍ରାସାହୁ ନାମକ ଯୁବତୀ ଗୁରୁତରହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ରହି ଯୁବତୀଙ୍କୁ ଚିକିତ୍ସା କରାଯାଉ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାନେଇ ଘୋଷଣା କରିଛନ୍ତି ଡାକ୍ତର।ଗତ ୩୧ତାରିଖରେ ପାୱାର ହାଉସଛକରେ ଏକ ରେଞ୍ଜରୋଭର ଧକ୍କାରେ ବାଇକରେ […]

ନାବାଳକର ହତ୍ୟାକାରୀ ଆଉ ଜଣେ ନାବାଳକ

ଜଟଣୀ୩ା୧୧(ଏସଏସନିଉଜ) ଜଟଣୀଥାନା ବେଣାପଞ୍ଜରୀ ଗଡ଼ସାହି ଗାଁରେ ଘଟିଥିବା ନାବାଳକଛାତ୍ର ହତ୍ୟାକାଣ୍ଡର ରହସ୍ୟ ପୁଲିସ ଉନ୍ମୋଚନ କରିଛି । ପୁଲିସତଦନ୍ତପରେ ମୃତ ଶୁଭମ ସ୍ୱରୂପ ପାଲଟାସିଂହଙ୍କୁ ଅନ୍ୟଜଣେ ଜଣେ ନାବାଳକ ହତ୍ୟା କରିଥିବା ଜାଣିବାକୁପାଇଛିାଅଭିଯୁକ୍ତ ପୂର୍ବରୁ ଶୁଭମଙ୍କବାପା ତଥା ଶିକ୍ଷକ ମନୋଜସାର୍‌ଙ୍କ ପାଖରେ ଟ୍ୟୁସନ୍ ହେଉଥିଲା। ପୁଲିସ ଘଟଣାସ୍ଥଳରୁ ହତ୍ୟାରେବ୍ୟବହୃତ ରକ୍ତଭିଜାଛୁରି, କଲେଜବ୍ୟାଗ୍ ଓ ଚପଲ, ପୋଷାକ ଓ ନୋଟ୍ ବୁକ୍ ଜବତ କରିଛି।ଏହିଆଧାରରେ ନାବାଳକପାଖରେ ପୋଲିସ ପହଁଚି ତାକୁଥାନାକୁଆଣି ପଚରାଉଚରା ପରେ ହତ୍ୟା ଘଟଣା ପୁରା ସାମ୍‌ନାକୁ […]