ହାତୀ ପାଇଁ ଚାଷୀଙ୍କ ଗଲାପ୍ରାଣ !
ଗଞ୍ଜାମ,୧୨ା୧୦(ଏସଏସନିଉଜ) ବୁଧବାରରାତିରେ ତାରସିଂହଥାନା ଅର୍ନ୍ତଗତ ଗେରେଡ଼ା-କ୍ଷେତମୁଣ୍ଡଳୀ ଗ୍ରାମରାସ୍ତାରେ ଗେରେଡ଼ାଗ୍ରାମର କୃଷ୍ଣଗୌଡ଼ ନାମକ ଚାଷୀ ହାତୀ ଘଉଡ଼ାଇବାକୁ ଯାଇ ପ୍ରାଣ ହରାଇଛନ୍ତି। କିଛିଦିନ ହେଲା ଦେଖାଦେଇଥିବା ହାତୀପଲ ଉପଦ୍ରବରୁ ଫସଲକୁ ସୁରକ୍ଷା ପାଇଁ ଜମିରେ ମଞ୍ଚା କରି ରାତିଉଜାଗର ହୋଇ ଜଗିବାସହ ହାତୀଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ଚାଷୀ ।କିନ୍ତୁ କୃଷ୍ନ ଗୁରୁବାର ସକାଳେ ଘରକୁ ନଆସିଥିବାରୁ ପରିବାରବର୍ଗ ଖୋଜାଖୋଜି କରି ମଞ୍ଚା ତଳେ ଥିବା ଏକ ଜଳାଶୟରେ କୃଷ୍ଣଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ।ଖବରପାଇ ତାରସିଂହ […]