ଭତ୍ତାପାଇଁ ଅଧିଆପଡ଼ିଲେ ସରପଞ୍ଚଙ୍କସ୍ବାମୀ
ଭଦ୍ରକ, ୨୩ା୯(ଏସଏସନିଉଜ) ଘରପାଖରେ ଆଉ ଭତା ମିଳିବନାହିଁ ।ଏଥିପାଇଁ ପଞ୍ଚାୟତ ଅଫିସକୁ ଆସିବାକୁ ପଡିବ ବୋଲି ଭଦ୍ରକ ବିଡିଓ ଚିଠିକରିବାପରେ ଭତାନେଉଥିବା ବୃଦ୍ଧବୃଦ୍ଧା ଓ ଅସହାୟ ଲୋକମାନେ ଅସନ୍ତୋଷବ୍ୟକ୍ତକରିବା ସହ ବିଡିଓଙ୍କକାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ବିଡିଓବାବୁ ଆମ ଗାଁଲୋକଙ୍କ ଗୁହାରି ଶୁଣ। ବିଡିଓ କାର୍ଯ୍ୟାଳୟରୁ ନଆସିବାରୁ କୋରାକୋରାପଞ୍ଚାୟତ ସରପଞ୍ଚ ମୋନାଲିସାପଣ୍ଡାଙ୍କ ସ୍ବାମୀ ଧବଳେଶ୍ବରପଣ୍ଡା ଦଣ୍ଡବତ ଅବସ୍ଥାରେ ଅଧିଆ ପଡ଼ିଯାଇଥିଲେ ।ଯାହାକୁନେଇ ଏବେ ଯୋରଦାର ଚର୍ଚ୍ଚା ଧରିଛି । କୋରକୋରା ପଞ୍ଚାୟତର ତିହିଡି, ରାଜପୁର, ବରଡାଡିହ ଆଦି […]