Browsing yearly archive

2023

ଆଜିର ରାଶିଫଳ

ଜୁନ ମାସ ୦୩ ତାରିଖ ୨୦୨୩ ମସିହା(ଶନିବାର) ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/ ୦୭ ପର୍ୟ୍ୟନ୍ତ ତଦନ୍ତେ ପୁର୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/ ୦୧ବୃଷ ରାଶିର ଘାତବାରଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା -ଘ୦୬/୪୯ ମଧ୍ୟେ ଓ ଘ୦୪/୪୦ଗତେ ଘ ୦୬/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୩/୦୪ ଗତେ ଘ୦୪/୩୯ ମଧ୍ୟେ ଓ ରାତ୍ରି ଘ୦୭/୦୮ ଗତେ ଘ୦୭/୫୮ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୯/୧୦ ଗତେ ଘ୧୧ […]

ଅବସର ନେଲେ ପ୍ରମୋଦସାର

ବାଲିଅନ୍ତା,୧।୬(ଏସଏସ ନିଉଜ)ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଖୁଣ୍ଟିଆ ତାଙ୍କର ୪୨ବର୍ଷୀୟ ତ୍ୟାଗପୁତ କର୍ମମୟ ଜୀବନର ଅବସାନ ବୁଧବାର ଘଟିଛି।ତାଙ୍କ ସଂମାନରେ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଗଣେଶ କରଣ ଅଧକ୍ଷତା କରିଥିଲେ।ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ,ମୋ ସ୍କୁଲ ଅଧକ୍ଷ ମହେଶ ଚନ୍ଦ୍ର ରାୟ,ସମ୍ପାଦକ ନୃସିଂହ ଚରଣ ଜେନା,ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ଜେନା,ଏସଏମସି ଅଧକ୍ଷ ମାନସ ରଞ୍ଜନ ମହାପାତ୍ରଙ୍କ ସମେତ ଶିକ୍ଷକ […]

ଆଜିର ରାଶିଫଳ

୨-୬-୨୦୨୩(ଶୁକ୍ରବାର)ରାତ୍ରି ଘ୧୨।୫୯ ଗତେ ବିଛା ମକର କୁମ୍ଭ ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ଧନୁ ମୀନ ରାଶିର ଘାତବାର । ରାତ୍ରି ଘ୯।୨ ଗତେ ଘ୧୦।୨୪ ମଧ୍ୟେ କାଳରାତ୍ରି । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ଚତୁର୍ଦ୍ଦଶୀର ପାର୍ବଣଶ୍ରାଦ୍ଧ । ବାଇଗଣ ଦିବା ଘ୧୨।୪୧ ଗତେ ବିରି ଭକ୍ଷଣ ନିଷେଧ । ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ।ଅମୃତ -ଦିବା ଘ୧୧।୩୪ ଗତେ ଘ୧।୫୮ ମଧ୍ୟେ […]

ଖସିଗଲା ଗଞ୍ଜେଇ ବେପାରୀ

ସମ୍ବଲପୁର,୧।୬(ଏସଏସନିଉଜ)ଚାରମାଳଥାନା ତରଫରୁ ଭୋରରୁ ଏମ୍ ଭି ଆଇ ଚେକିଙ୍ଗ ଚାଲୁଥିବା ସମୟରେ ଏକ ସ୍କୁଟିରୁ ୧୫ କେଜି ଗଞ୍ଜେଇ ସହ ସ୍କୁଟିକୁ ଚାରମାଳ ପୋଲିସ୍ ଜବତ କରିଛି।ଚାରମାଳ ପୋଲିସ୍ ଚେକିଙ୍ଗ କରୁଥିବା ସମୟରେ ରେଢ଼ାଖୋଲ ପଟୁ ଏକ ସ୍କୁଟିରେ ଜନୈକ ବ୍ୟକ୍ତି ଏକ ବସ୍ତାରେ ଗଞେଇ ଧରି ଯାଉଥିବା ବେଳେ ପୋଲିସ୍ ହାବୁଡ଼ରେ ପଡ଼ିଯାଇଥିଲା।ପୋଲିସକୁ ଦେଖି ସ୍କୁଟି ଛାଡ଼ି ଅଭିଯୁକ୍ତ ଫେରାର୍ ହୋଇ ଯାଇଥିଲା। ଚାରମାଳ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ନ୍ୟାୟ ନମିଳିଲେ ରାସ୍ତାକୁ ଆସିବେ ଗ୍ରାମବାସୀ

ବାରଙ୍ଗ,୧ା୬(ଏସଏସନିଉଜ) ମୁଣ୍ଡଳିବ୍ୟାରେଜର ଶେଷରେ ଥିବା ଟୁଲଗେଟଗତ କିଛିଦିନ ତଳେ ଛତିଶଗଡ ଯାତ୍ରୀଙ୍କୁ ଟଙ୍କାଆଦାୟ କରିବାକୁନେଇ ଦେଖାଦେଇଥିଲା ବିବାଦ ।ଟୁଲଗେଟ କର୍ମଚାରୀମାନେ ଟଙ୍କଆଦାୟକରିବାକୁନେଇ ପର୍ଯ୍ୟଟକମାନଙ୍କୁ ମାରଧରକରିବାକୁ ପଛାଇନଥିଲେ ।ଶେଷରେ ପ୍ରଶାସନ ପକ୍ଷରୁ ଏହି ଟୁଲଗେଟକୁ ସାମୟିକଭାବେ ବନ୍ଦ କରାଯାଇଥିଲା ।ତେବେ ଏହି ଘଟଣାକୁ ମୁଣ୍ଡଳୀ ପଂଚାୟତବାସୀ ସହଜରେ ଗ୍ରହଣ କରିପାରୁନାହନ୍ତି ।ସେମାନଙ୍କ ଅଭିଯୋଗ ହେଲେକି ଏହି ଟୁଲଗେଟ ସହ ମୁଣ୍ଡଳୀ ପଂଚାୟତର କୈାଣସି ସର୍ମ୍ପକ ନାହିଁ ।ବାରଙ୍ଗବ୍ଲକ ,କମିିସିନେରେଟପୋଲିସ ଓ ମୁଣ୍ଡଳୀ ପଂଚାୟତ ସୀମାରେ ଏହି ଗେଟ ନାହିଁ […]

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧।୬(ଏସଏସନିଉଜ)ଚାରିଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନେପାଳୀ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜ ଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଗଲା ନିଆଁ

ଅନୁଗୋଳ,୧।୬(ଏସଏସନିଉଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବର ରୁମରେ ନିଆଁ ଲାଗିଛି। ରାତିପ୍ରାୟ ୪ ଟାବେଳେ ଏହି ଅଗ୍ନିକାଣ୍ଡ ହୋଇଥିଲା । ତେବେ ସୌଭାଗ୍ୟବଶତଃ ସେ ସମୟରେ ଲେବର ରୁମରେ କେହି ନଥିଲେ ।ଫଳରେ କୌଣସି ଧନଜୀବନ ହାନି ହୋଇନାହିଁ । ନିଆଁଲାଗି ଲେବର ରୁମର ଏସି, ବିଛଣା ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସରଞ୍ଜାମ ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

୧୫ବର୍ଷର ନାବାଳିକା ଉଦ୍ଧାର

ବାଲେଶ୍ବର,୧।୬(ଏସଏସନୀଉଜ)୧୫ବର୍ଷର ନାବାଳିକାଙ୍କୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ୍ । ନିର୍ଯାତନା ସହି ନପାରି ଘରୁ ପଳାଇ ଯାଇଥିଲେ ନାବାଳିକା ।ବାଲେଶ୍ବରଜିଲ୍ଲା ବସ୍ତାଥାନା ବଳବୋଧିଗ୍ରାମର ଜଣେ ୧୫ ବର୍ଷର ନାବାଳିକାଙ୍କୁ ତାଙ୍କ ବାପା, ଜେଜେବାପା ଓ ସାବତମା ଅତ୍ୟଧିକ ଶାରୀରିକ, ମାନସିକ ନିର୍ଯାତନା ଦେବାରୁ ସେ ଘରଛାଡି ଚାଲିଯାଇଥିଲେ । ସେହିଗ୍ରାମର ତାରମାଉସୀ ଘରକୁ ପଳାଇ ଆସିଥିଲା । ଏକଥା ଜାଣିବାପରେ ତାଙ୍କ ବାପା, ଜେଜେବାପା ଦୁଇଜଣ ଆସି ମାଉସୀଘରେ ପହଞ୍ଚି କାହିଁକି ଘରୁ ପଳେଇ ଆସିଲୁ […]

ଆମ୍ବୁଲାନକୁ ନେଇ ରାଜନିତୀ

ବାରଙ୍ଗ.୩୧ା୫(ଏସଏସନିଉଜ) ମଧୁପୁର ପଂଚାୟତ କାଯ୍ୟାଳୟ ପରିସରରେ ରହୁଥିବା ଦୁଇଟି ଆମ୍ବୁଲାନ୍ସକ ନେଇ ଏବେ ରାଜନିତୀ ଆରମ୍ଭ ହୋଇଯାଇଛି ।ସ୍ଥାନିୟ ସରପଂଚ ଆମ୍ବୁଲାନ୍ସ ନରହିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ଆଉଗୋଟିଏ ପକ୍ଷ ଆମ୍ବୁଲାନ୍ସ ରହିବାନେଇ ବୁଧବାରଦିନ ପଂଚାୟତ କାର୍ୟ୍ୟାଳୟ ଆଗରେ ହୋହାହ୍ଲା କରିଛନ୍ତି ।ଆଗକୁ ସାଧାରଣ ନିର୍ବାଚଣ ଆସୁଥିବାରୁ ଏହି ଘଟଣା ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି । ପ୍ରକାସ ଯେ, ଅଗଷ୍ଟ ୨୦୨୧ ମସିହାରୁ ସେ ସମୟର ସରପଂଚ ସୁମିନା ପ୍ରଧାନଙ୍କ ସିକୃତି ମୁତାବକ ଗୋଟିଏ ଜନନୀସୁରକ୍ଷାଗାଡି […]

ଆଜିର ରାଶିଫଳ

୧-୬-୨୦୨୩(ଗୁରୁବାର)ତୁଳା ଓ କୁମ୍ଭରାଶିର ଘାତବାର । ଦିବା ଘ୩।୨ ଗତେ ଘ୬।୧୮ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୬ ଗତେ ଘ୧।୧୮ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧।୪୨ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ ।ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ । ପୋଇ ଦିବା ଘ ୧।୪୨ ଗତେ ବାଇଗଣ ଭକ୍ଷଣ ନିଷେଧ । ଶ୍ରୀମନ୍ଦିରେ ଚମ୍ପକ ଦ୍ୱାଦଶୀ ଯାତ୍ରା ।ଅମୃତ– […]