Browsing daily archive

February 11, 2024

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୨ତାରିଖ ସୋମବାର।ଶରଣଶେଷ, ମାସାନ୍ତ।ଗଣପତି ରାତ୍ରି ଗଣେଶଆବିର୍ଭାବ,ରାତ୍ରି ଘ୧୨/୦ମି ସମୟେ ମାସାନ୍ତ ପ୍ରବେଶ।ସୁର୍ଯ୍ୟୋଦୟ- ଘ୬/୨୧/୩୨ ,ସୂର୍ଯ୍ୟାସ୍ତ- ଘ୫/୪୦/୩୨ ,ମାଘମାସ ,ଶୁକ୍ଳପକ୍ଷ ,ତିଥି- ତୃତୀୟା ସନ୍ଧ୍ୟା ଘ୬/୧୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ସନ୍ଧ୍ୟା ଘ୬/୧୧ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି ,ବିଷ୍ଟିକରଣ,ଶନିଯୁକ୍ତ, ମାସାନ୍ତ ଦୋଷ ହେତୁ ଦିବା ଘ୧୦/୩୬ମି ପରେ ସନ୍ଧ୍ୟା ଘ୬/୧୧ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ମିଥୁନ […]

ଦୁର୍ଘଟଣାରେ ଜଣେ ମୃତ, ୧୦ ଆହତ

ଭଦ୍ରକ,୧୧।୨(ଏସଏସନିଉଜ)ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ଭଦ୍ରକ ଏନ୍ଏଚ୍ ୧୬ ଆରଡ଼ି ଛକ ନିକଟରେ ଦୁର୍ଘଟଣା ଘଟିଛି।ପୁରୀରୁ ବାଲେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।୬ଜଣଙ୍କୁ କଟକ ଓ ୪ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆହତଙ୍କ ମଧ୍ୟରେ ୨ ମହିଳା ଓ ୨ ଶିଶୁ ଥିବା ସୂଚନା ମିଳିଛି।