ଆଜିର ରାଶିଫଳ
୨୦୨୪ମସିହା ଫେବୃଆରୀମାସ ୧୩ ତାରିଖ ମଙ୍ଗଳବାର।କୁମ୍ଭସଂକ୍ରାନ୍ତି,ବରଦାଚତୁର୍ଥୀ, ଅଦ୍ୟ ମଧ୍ୟାହ୍ନେ ବରଦା ଗଣେଶ ପୂଜା, ଯୁବ ଦିବସ। ସୁର୍ଯ୍ୟୋଦୟ- ଘ୬/୨୧/୦,ସୂର୍ଯ୍ୟାସ୍ତ- ଘ୫/୪୧/ ୨,ମାଘମାସ,ଶୁକ୍ଳପକ୍ଷ,ଭୌମବାସ,ତିଥି- ଚତୁର୍ଥୀ ଦିବା ଘ୩/୬ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୩/୬ମି ପରେ ଦକ୍ଷିଣ ଦିଗରେ।ରିକ୍ତାତିଥି ,ମଙ୍ଗଳ ବାର,ବିଷ୍ଟିକରଣ ଓ ସଂକ୍ରମଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ପଞ୍ଚମୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବା ଘ୩/୬ମିପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୪୩ମି […]