ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୩ ତାରିଖ ମଙ୍ଗଳବାର।କୁମ୍ଭସଂକ୍ରାନ୍ତି,ବରଦାଚତୁର୍ଥୀ, ଅଦ୍ୟ ମଧ୍ୟାହ୍ନେ ବରଦା ଗଣେଶ ପୂଜା, ଯୁବ ଦିବସ।
ସୁର୍ଯ୍ୟୋଦୟ- ଘ୬/୨୧/୦,ସୂର୍ଯ୍ୟାସ୍ତ- ଘ୫/୪୧/ ୨,ମାଘମାସ,ଶୁକ୍ଳପକ୍ଷ,ଭୌମବାସ,ତିଥି- ଚତୁର୍ଥୀ ଦିବା ଘ୩/୬ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୩/୬ମି ପରେ ଦକ୍ଷିଣ ଦିଗରେ।ରିକ୍ତାତିଥି ,ମଙ୍ଗଳ ବାର,ବିଷ୍ଟିକରଣ ଓ ସଂକ୍ରମଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ପଞ୍ଚମୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବା ଘ୩/୬ମିପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୪୩ମି ରୁ ଘ୯/୯ମି ପର୍ଯ୍ୟନ୍ତ।କାଳବେଳାଦିବା ଘ୧/୨୬ମି ରୁ ଘ୨/୫୨ମି ପର୍ଯ୍ୟନ୍ତ।
କାଳରାତ୍ରି ଘ୭/୧୭ମି ରୁ ଘ୮/୫୨ମି ପର୍ଯ୍ୟନ୍ତ।
ଶୁଭବେଳା–ଅମୃତ ଦିବାଘ୮/ ୪୪ମି ରୁ ଘ୧୧/୮ମି ମଧ୍ୟେ,ଘ୧/୩୨ମି ରୁ ଘ୩/୮ମି ମଧ୍ୟେ,ଘ୩/୫୬ମି ରୁ ଘ୫/୩୨ମି ମଧ୍ୟେ,ସୂର୍ଯ୍ୟାସ୍ତ ରୁ ସନ୍ଧ୍ୟାଘ୬/୩୦ମି ମଧ୍ୟେ,ରାତ୍ରି ଘ୮/୫୪ମି ରୁ ଘ୧୧//୧୮ମି ମଧ୍ୟେ, ଘ୧/୪୨ମି ରୁ ଘ୩/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ ।ପୁଷ୍କରଦୋଷ- ମୃତବ୍ୟକ୍ତିର ୧ ପାଦବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା।କନ୍ୟାର ଦିବା ଘ୧/୩୧ମି ପରେ ବେଶ୍ୟା।ଦିବା ଘ୩/୬ମିପର୍ଯ୍ୟନ୍ତ ବାର ଓ ତିଥି ଦୋଷହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ ତାପରେ ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ନାହିଁ ।
🐏ମେଷ👉ଆଜି ଆପଣଙ୍କ ଦିନ ଉତ୍ତମ ଓ ସଂମ୍ପତ୍ତି ଦେବାର ଅଛି । ଆପଣଙ୍କୁ ଆଯି କେଉଁ ନୁଆ ସଂମ୍ପତ୍ତି ପ୍ରାପ୍ତି ହେବାର ସଂମ୍ଭାବନା ଅଛି, ବେପାରର କାମରେ କରାଯାଇଥିବା ଯାତ୍ରା ସୁଫଳ ଦେବ । ଘର ପରିବାର ରେ କିଛି ଯଦି ସମସ୍ୟା ଚାଲୁଛି ତେବେ ତାହାର ସମାଧାନ ହୋଇପାରେ, ପରିବାରରେ ଖୁସିର ମାହୋଲ୍ ହେବ,ଯେଉଁ ବ୍ୟକ୍ତି ନୁଆଚାକିରି ଖୋଜୁଛନ୍ତି ତାଙ୍କୁ ଭଲକମ୍ପାନୀରେ ଇଣ୍ଟର ଭ୍ୟୁ ପାଇଁ ଡକାରା ଆସିପାରେ, ବାହାନ ସୁଖପ୍ରାପ୍ତି ହେବ,ଆପଣ ନିଜକାମକୁ ମନମୁତାବିକ ପୁରା କରିବେ ।
🐮ବୃଷ👉ଆଜି ଚାକିରି କରୁଥିବା ଲୋକଙ୍କୁ କିଛି କଠିନତାର ସାମ୍ନା କରିବାକୁ ପଡିପାରେ, ଆପଣ କାର୍ଯ୍ୟାଲୟ ରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇ ରଖନ୍ତୁ, ନହେଲେ ସେମାନେ ନାରାଜ୍ ହୋଇପାରନ୍ତି । ଘରର ଦରକାରି ତା ପଛରେ ଅଧିକା ପଇସା ଖର୍ଚ୍ଚ ହେବ, ଆମଦାନୀ ଅନୁସାରେ ଖର୍ଚ୍ଚକୁ କଣ୍ଟ୍ରୋଲ୍ କରନ୍ତୁ ନହେ ଲେ ଭବିଷ୍ୟତରେ ଆର୍ଥିକ ଅସୁବିଧା ଦେଖାଦେଇପାରେ ।
👩‍❤️‍👨ମିଥୁନ👉ଆଜି ଆପଣ କିଛି ନୁଆ କାମ ଆରମ୍ଭ କରିବେ, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ଅଧୁରାକାମ ବନ୍ଧୁଙ୍କ ସହାୟତା ରେ ପୁରା କରିବେ, ଜୀବନ ସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ଘରୋଇ ସୁଖ ସୁବିଧାରେ ବୃଦ୍ଧିହେବ, କମାଇର ଜରିଆ ବଢିବ, ଆପଣଙ୍କ କିଛି ବି ଇଚ୍ଛା ପୁରା ହୋଇପାରେ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଧନଲାଭ ହେବ, ଛୋଟ ମୋଟ ବେପାରୀଙ୍କୁ ଗ୍ରାହକଙ୍କ ବୃଦ୍ଧି ହେବ ।
🦀କର୍କଟ👉ଆଜି ଆପଣଙ୍କ ଦିନ ବହୁତ ଶୁଭ ରହିବ, ଯଦି ହାତକୁ ବହୁତ ସାରା କାମ ଆସିଯାଏ ,ତେବେ ଏଥିରୁ ଯାହା ଜରୁରୀ ଅଟେ ତାହା ପ୍ରଥମେ କରିବା ଠିକ୍ ହେବ, ଯଦି କୋର୍ଟ କଚେରୀରେ କିଛି ମାମଲା ଚାଳୁଛି, ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ । ସନ୍ତାନଙ୍କ ବିବାହରେ ଆସୁଥିବା ସମସ୍ୟା ନେଇକରି ଆପଣ କେଉଁ ପରିଜନଙ୍କଘରକୁ ଯାଇପାରନ୍ତି, ସେଥିପାଇଁ ଆପଣ ଜୀବନସାଥୀ ଓ ମା ବାପାଙ୍କୁ ନେଇଯିବାରେ ଭଲ ହେବ । କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ମିଳିପାରିବ, ରୋଜ ଗାରର ଦିଗରେ କରା ଯାଇଥିବା ପ୍ରୟାସ ସଫଳ ହେବ, ଅନୁଭବି ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନା ହୋଇପାରେ । ଯାହା ଆଗକୁ ଯାଇକରି ଫାଇଦା ଦାୟକ ହେବ ।
🦁ସିଂହ👉ଆଜି ଆପଣଙ୍କ ଦିନ ବହୁତ୍ ଭଲ ରହିବ, ପରିବାରରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର୍ଯ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
🙎‍♀️କନ୍ୟା👉 ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର୍ ଆସୁଛି, ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର୍ଯ୍ୟରେ ଅଧିକା ପରିଶ୍ରମ କରିବାକୁ ପଡିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ, କେଉଁ ବିଷମ ପରିସ୍ଥିତିର ସାମ୍ନା କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଦୁର ସଂଚାର ମାଧ୍ୟମରେ ଭଲ ଖବର୍ ଶୁଣିବାକୁ ପାଇବେ ।ସାଙ୍ଗଙ୍କଦ୍ୱାରା ଅଧୁରାକାମ ପୁରା କରିପାରିବେ।
⚖️ତୁଳା👉ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଆଜି ଆପଣଙ୍କ କେଉଁ ସଂମ୍ପତ୍ତି ପ୍ରାପ୍ତିର ଅଭିଳାଷା ପୁରା ହେବ, ଯେଉଁ ଥିରେ ମନ ହର୍ଷିତ ରହିବ, ଯଦି ପୁର୍ବରୁ କେଉଁଠୁ ପଇସା ଉଧାର ନେଇଛନ୍ତି ତେବେ ସେ ପଇସା ଫେରିପାରିବେ,ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିପାରିବ, ଜୀବନସାଥିଙ୍କ ସହ କେଉଁ ବାହାରଯାଗା ବୁଲିବାକୁ ଯାଈ ପାରନ୍ତି,ବେପାର ଲାଭ ଦାୟକ ବୁଝାମଣା ହୋଇପାରେ ।
🦂ବିଛା👉ଆଜି ଆପଣଙ୍କ ଜୀବନରେ ଚାଲୁଥିବା ଅସୁବିଧା ଗୁଡିକରୁ ମୁକ୍ତି ମିଳିବ, ଘର ପରିବାରର ମଧ୍ୟରେ ଖୁସିର ବାତାବରଣ ରହିବ, ପରିବାରର ସବୁ ସଦସ୍ୟଙ୍କ ସପୋର୍ଟ ମିଳିବ,ବିଦ୍ୟାର୍ଥିଙ୍କମନ ପାଠ ପଢାରେ ମିଳିବ,ବିଦେଶରେ କାମକରୁଥିବା ବ୍ୟକ୍ତିଙ୍କ ଦିନ ସାମାନ୍ୟରୁପରେ ବ୍ୟତିତହେବାର ଅଛି, ଯଦି ଆପଣ ବୁଝାମଣାରେ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରନ୍ତୁ, ଅଜଣା ଲୋକଙ୍କୁ ଆଖି ବନ୍ଦକରି ବିଶ୍ୱାସ କରନ୍ତୁନାହିଁ ।
🏹ଧନୁ👉 ଆଜି ଆପଣଙ୍କୁ ନିଜ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହୁଛି, ବେପାରରେ ଧନ ଲାଭ ମିଳିବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, କମାଇର ଜରିଆ ବଢିବ, ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦରହିବ, ରୋଜଗାର ର ଦିଗରେ କରାଯାଈଥିବା ପ୍ରୟାସ ସଫଳ ରହିବ ,ଆପଣଙ୍କ ପରିଶ୍ରମରଫଳ ମିଳିବ, ଅଟକିଥିବା କାମ ପୁରା ହୋଇଯିବ ।
🐊ମକର👉ଆଜି ବିଜନେସ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଭଲ ରହିବ, ଆପଣ ନିଜ କାରୋବାରରେ ମନ ମୁତାବିକ ସଫଳତା ଦେଖିପାରନ୍ତି, ଆଜି ଆପଣ ନିଜ ମା ବାପାଙ୍କ ଆଶିର୍ବାଦ ନେଇକରି ଯେଉଁ ନୁଆ କାମ ଆରମ୍ଭ କରିବେ, ସେଥିରେ ନିଶ୍ଚିତ ସଫଳତା ହାସିଲ୍ ହୋଇପାରିବ, ଶଶୁରଘର ପକ୍ଷରୁ ଧନଲାଭ ମିଳିବ, ପାରିବାରିକ ସଂମ୍ପର୍କରେ ମଜବୁତି ଆସିବ, ବାହାନ ସୁଖ ପ୍ରାପ୍ତି ହେବ, ପରିବାର ସଦସ୍ୟଙ୍କ ସହ ସାମାଜିକ ସମାରୋହରେ ସମ୍ମିଳିତ ହେବାର ସଂମ୍ଭାବନା ଅଛି।
🏺କୁମ୍ଭ👉 ଆଜି ଆପଣଙ୍କୁ ଜରୁରୀ କାମରେ ସାବଧାନ ରହିବାକୁ ହେବ । ଆଜି ଆପଣ ନିଜ ମଧ୍ୟରେ ଏକ ନୁତନ ଉର୍ଜାର ଅନୁଭବ କରିବେ, ଆପଣ ନିଜ ସବୁ କାର୍ଯ୍ୟକୁ ଜୋସ୍ ସହ ପୁରା କରିବାକୁ ଯାଉଛନ୍ତି, ଅଧୁରା କାମ ନିଜ ପରିଶ୍ରମଦ୍ୱାରା ପୁରା କରିବେ, ବେପାର ଭଲ ଚାଲିବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିବ, ଯାହା ଆଗକୁ ଯାଈକରି ଫାଇଦା ଯୋଗାଇବ୍ବ, ସରକାରି କାର୍ଯ୍ୟରେ ସଫଳତା ମିଳିବାର ଆଶା ଅଛି,କେଉଁ ପୁରୁଣା ବିବାଦ ଶେଷହୋଇପାରେ, କୋର୍ଟ୍ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ, ଆପଣ ନିଜ ଭବିଷ୍ୟ ପାଇଁ ନୁଆଯୋଜନା ବନାଇବେ ।
🐟ମୀନ👉ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ଆପଣଙ୍କ କାମର ପ୍ରଶଂସା କରାଯିବ, ଆପଣଙ୍କ ମନର ଇଚ୍ଛା ପୁରା ହେବ, ଯାହାପରେ ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରେ, ପରିବାରର ସଦସ୍ୟଙ୍କ ପୁରା ସହ ମିଳି ପାରିବ, ଯାହାର କାରଣରୁ ଯଦି କିଛି ସମସ୍ୟା ଥିବ ତେବେ ତାହା ସମାଧାନ ହୋଇଯିବ, ଘରେ ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆଜି ପଇସା ଉଧାର ଲେଣ ଦେଣରୁ ନିବୃତ ରହିବାକୁ ହେବ, ଯେଉଁ ବ୍ୟକ୍ତି ରାଜନୀତି କ୍ଷେତ୍ରରେ ଯିବାକୁ ଚାହୁଁଛନି ତାଙ୍କ ମନର ଇଛ୍ଚା ପୁରା ହେବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ, ଯାହା ଦ୍ୱାରା ଆପଣଙ୍କ ମନକୁ ଖୁସି ମିଳିବ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment