Browsing monthly archive

March 2024

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୧ତାରିଖ ସୋମବାର। ଉତ୍କଳଦିବସ,ସୁର୍ଯ୍ୟୋଦୟ- ଘ୫/୪୪/୫ ,ସୂର୍ଯ୍ୟାସ୍ତ- ଘ୫/୫୭/୨୯, ଚୈତ୍ରମାସ, କୃଷ୍ଣପକ୍ଷ, ଚ଼ନ୍ଦ୍ରବାସ,ତିଥି- ସପ୍ତମୀ ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର-ମୂଳାନକ୍ଷତ୍ର ରାତ୍ରି ଘ୧୧/୫୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଯୋଗ- ବରୀୟାନଯୋଗ ରାତ୍ରି ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ପରୀଘଯୋଗ।କରଣ- ବିଷ୍ଟିକରଣ ଦିବା ଘ୯/୨୦ମି ପର୍ଯ୍ୟନ୍ତ ତଦନ୍ତେ ବବକରଣ ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ।ରାତ୍ରି ଘ୯/୧୦ମି ପରେ ଐଶାନ୍ୟ କୋଣରେ।ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଦିବା ଘ୯/୨୦ମି ପରେ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୩୧ତାରିଖ ୨୦୨୪ ମସିହା(ରବିବାର) ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୧୧/ ୩୧ଗତେସପ୍ତମୀ,ସୁର୍ୟୋଦୟ-ପ୍ରାତଃଘ୦୫ /୪୫/୦୦,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୫/୫୭/୫୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୨୮ଗତେ ବାୟବ୍ୟେ, ଷଷ୍ଠୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତ ଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୬ ଗତେ ଘ୦୧/୧୯ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୨୦ ମଧ୍ୟେ ଓ ରାତ୍ରି ଘ୦୬/୪୮ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୨୦ଗତେ ଘ୦୪/୫୭ ମଧ୍ୟେ,ନିମ୍ବ ଭକ୍ଷଣ ନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ […]

ଆଜିର ରାଶିଫଳ

୨୦୨୪ ମସିହା ମାର୍ଚ୍ଚମାସ ୩୦ତାରିଖ ଶନିବାର।ପଞ୍ଚଦୋଳମେଳନ ,ସୁର୍ଯ୍ୟୋଦୟ- ଘ୫/୪୫/୪୦ ,ସୂର୍ଯ୍ୟାସ୍ତ-ଘ୫/୫୬/୫୮ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି-ପଞ୍ଚମୀ ରାତ୍ରି ଘ୯/୧୨ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ଯୋଗ- ଅସୃକଯୋଗ ରାତ୍ରି ଘ୧୧/୫୭ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟତିପାତଯୋଗ। କରଣ- କୌଳବକରଣ ଦିବା ଘ୮/୪୫ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୯/୧୨ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ରାତ୍ରି ଘ୯/୧୨ମି ପରେ ପଶ୍ଚିମଦିଗରେ। ଶନିବାର,ଅଗନ୍ତବ୍ୟତିଥି,ବ୍ୟତିପାତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ରାତ୍ରିଘ୯/୧୨ମିପରେ […]

ଦେଶୀମଦ ବିକ୍ରିବେଳେ ଧରିଲା ପୋଲିସ

ମେଣ୍ଢାଶାଳ,୨୮।୩(ଏସଏସନିଉଜ)ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫକରି ଗୁରୁବାର ଦିନ ୧୦୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି କୋର୍ଟଚାଲାଣ କରିଛି। ପ୍ରକାଶଯେ, ଚନ୍ଦକାଥାନା ତରଫରୁ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ କାଟେଣିଛକଠାରେ ଥିବା ଏକ ଗଛ ପାଖରେ ବେଆଇନ ଦେଶୀମଦ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।ପେଟ୍ରୋଲିଙ୍ଗ ଟିମ୍ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ପ୍ରକାଶ […]

ଗୋଶାଳକୁ ଗାଈ ସ୍ଥାନାନ୍ତରବେଳେ ପୋଲିସକୁ ଆକ୍ରମଣ

ବାରଙ୍ଗ,୨୮।୩(ଏସଏସନିଉଜ)ବୁଧବାର ବିଳମ୍ବିତ ରାତିରେ ଅନୁଗୋଳ ଅଂଚଳରୁ ଜବତ ହୋଇଥିବା ଗୋରୁ ଗାଡ଼ିଟି ପୋଲିସ ଭୁବନେଶ୍ୱର ଗୋଶାଳା ଅଭିମୁଖେ ନେଉଥିବା ବେଳେ ଗୋଡିସାହି ବଜାର ଉପରେ ପୁଲିସ ଓ ଗାଡି ଚାଳକ ଉପରକୁ ଆକ୍ରମଣ କରାଯାଇଛି ।ପୋଲିସ ଓ ଗାଡି ଚାଳକକୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରି ଗାଡ଼ିରେ ଥିବା ଗାଈକୁ ଖୋଲି ଦିଆଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ପୋଲିସ ୧୪୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ୫ଜଣଙ୍କୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲଣ […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୯ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ଘ୫/୪୬/୪୨ ,ସୂର୍ଯ୍ୟାସ୍ତ- ଘ୫/୫୬/୪୨ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଥୀ ରାତ୍ରି ଘ୮/୨୦ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ବିଶାଖାନକ୍ଷତ୍ର ରାତ୍ରି ଘ୯/୧୫ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧାନକ୍ଷତ୍ର।ଚ଼ନ୍ଦ୍ର- ତୁଳାଚନ୍ଦ୍ର ଦିବା ଘ୨/୪୬ମି ପର୍ଯ୍ୟନ୍ତ ତଦନ୍ତେ ବିଛାଚନ୍ଦ୍ର।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବାଘ୮/୨୦ମି ପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୫ମି ରୁ ଘ୧୧/୪୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୮/୫୩ମି ରୁ ଘ୧୦/୨୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୧୯ମି ମଧ୍ୟେ, […]

କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ବର,୨୮ା୩(ଏସଏସନିଉଜ)ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଛନ୍ତି।ଏହାସହ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଛନ୍ତି।ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଭୋଇ କଂଗ୍ରେସ ସହିତ ୩୮ ବର୍ଷ କାମ କରିଛନ୍ତି। ୧୯୯୫ରୁ ୨୦୦୪ ପର‌୍ୟ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ […]

ଭିଜିଲାନ୍ସ ଜାଲରେ …

ଭୁବନେଶ୍ବର,୨୮ା୩(ଏସଏସନିଉଜ) ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୁରୀଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ।ଏହାପରେ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ସେହିପରି ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର‌୍ୟ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ନରେନ୍ଦ୍ର ଚନ୍ଦ୍ରକାର ଗୁରୁବାର ସଂଧ୍ୟାରେ ୩୦ ହଜାର ଟଙ୍କା ଲାଞ୍ଚ […]

ପୋଲିସପଞ୍ଝାରେ ବଡ଼ ଡକାୟତିଗ୍ୟାଙ୍ଗ୍

ଜଟଣି ,୨୮ା୩(ଏସଏସନିଉଜ)ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ବେଣାପଞରୀ ପଂଚାୟତହାଇସ୍କୁଲ ନିକଟ ପାଣିଟାଙ୍କି ପଡିଆରୁ ବୋମା ପକାଇ ଲୁଟ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ୫ଜଣଙ୍କୁ ଗିରଫ କରିଛି ସେମାନଙ୍କଠାରୁ ୫ଟି ଅଫୁଟାବୋମା , ସ୍କରପିଓକାର, ୩ଟି ବାଇକ ସହିତ ଖଣ୍ଡାଭୁଜାଲି ଲୁହାରଡ଼ ଜବତ କରିଛି ।ଡକାୟତି କରିବାର ଖବରପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା […]

ପଦ୍ମ ଧରିଲେ

ଭୁବନେଶ୍ୱର,୨୮ା୩(ଏସଏସନିଉଜ)ବିଜେପିରେ ମିଶିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।ଏମାନେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।