Browsing daily archive

March 19, 2024

କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ

ଭୁବନେଶ୍ୱର,୧୯ା୩(ଏସଏସନିଉଜ)କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀାସେ କଂଗ୍ରେସ ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଆସନ୍ତାକାଲି ବିଜେଡିରେ ସାମିଲ ହେବା ସମ୍ଭାବନା ରହିଥିବାର ଜଣାପଡିଛି ।ଅନ୍ୟପଟେ କଂଗ୍ରେସ ଛାଡ଼ିବା ପରେ ଅଧିରାଜ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ଯେ,ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି ।କେଉଁ ଦଳକୁ ଯିବି କାଲି କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି ।୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି ।ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଛି ଓ କଂଗ୍ରେସରେ […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୦ତାରିଖ ବୁଧବାର। ରାମାନୁଜଭିନ୍ନ ଶ୍ରୀମନ୍ଦିରେ ଓ ସର୍ବତ୍ର ପାପନାଶିନୀ (ଆମର୍ଦ୍ଦକୀ)ଏକାଦଶୀ,ପାପନାଶିନୀସ୍ନାନ,ଶ୍ରୀମନ୍ଦିରେ ଓ ଷୋଳଶାସନରେ ଚାଚେରୀବେଶ,ସମଦିବସ (ସମଦିବାରାତ୍ରି)।ଋତୁ- ବସନ୍ତ(ପ୍ରଥମମାସ) ସୂର୍ଯ୍ୟ-ଉତ୍ତରାୟଣ,ସୁର୍ଯ୍ୟୋଦୟ- ଘ୫/୫୪/୩୦, ସୂର୍ଯ୍ୟାସ୍ତ- ଘ୫/୫୪/୨୦,ଫାଲ୍ଗୁନମାସ,ଶୁକ୍ଳପକ୍ଷ, ପଣ୍ଡିତବାସ,ତିଥି- ଏକାଦଶୀ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୧/୨୭ମିପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାନକ୍ଷତ୍ର।ଯୋଗ- ଅତିଗଣ୍ଡଯୋଗ ସନ୍ଧ୍ୟା ଘ୬/୨୪ମି ପର୍ଯ୍ୟନ୍ତ ତଦନ୍ତେ ସୁକର୍ମାଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୧/୨୮ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୨/୩୦ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୨/୩୦ମି ପରେ ନୈର୍ଋତକୋଣରେ ।ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ […]

ମାଦୁର୍ଗାଣୀଦେବୀଙ୍କ ଜନ୍ମୋସ୍‌ବ ପାଳିତ

ମେଣ୍ଢାଶାଳ,୧୯ା୩(ଏସଏସନିଉଜ) ମଙ୍ଗଳବାରଦିନ ପବିତ୍ର ଫଗୁଦଶମୀଅବସରରେ ମେଣ୍ଢାଶାଳସ୍ଥିତ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ୧୩ବର୍ଷପୁର୍ବେ ପ୍ରତିଷ୍ଠିତ ମା ଦୁର୍ଗାଣୀଦେବୀଙ୍କ ମନ୍ଦିରଠାରେ ତ୍ରୟୋଦଶବାର୍ଷିକ ଜନ୍ମାସ୍‌ବ ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ପୈାରହତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତ୍ୟୁଷରୁ ମାଙ୍କ ସ୍ନାନାଦୀ ସମାପନପରେ ନବବସ୍ତ୍ର ପରିଧାନ,ପୁଜାର୍ଜନାକରାଯାଇଥିଲା । କରାଯାଇଥିବା ହୋମରେ କର୍ତିୀଭାବେ ନିଳାନ୍ଦ୍ରୀ ବଳିୟାରସିଂହ ବସିଥିଲେ । ସୁରେନ୍ଦ୍ରବାହିନିପତିଙ୍କଦ୍ୱାରା ହୋମପୁଜା କରାଯାଇଥିଲା ।ଅପରାହ୍ନରେ ଖିରୋଦମହାପାତ୍ରଙ୍କ ପରିଚାଳନାରେ ପ୍ରସାଦସେବନର କାର୍ଯ୍ୟକ୍ରମ କରାଯାଇଥିଲା ।ଗ୍ରାମପଂଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା,ବିଶିଷ୍ଟବ୍ୟକ୍ତି , ଗ୍ରାମମୁରବୀ ଓ ଶତାଧିକ ମହିଳାମାନେ ଏଥିରେ ଯୋଗଦେଇ ପ୍ରସାଦସେବନ କରିଥିଲେ […]

ବନକର୍ମଚାରୀଙ୍କୁ ଶିକାରୀର ଗୁଳି

ନୀଳଗିରି,୧୯।୩(ଏସଏସନିଉଜ)ଶିକାରୀ ଗୁଳିରେ ୨ ବନକର୍ମଚାରୀ ଗୁରୁତର ଆହତ ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି।ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଞ୍ଚଳରେ ବନକର୍ମଚାରୀ-ଶିକାରୀ ମୁହାଁମୁହିଁ ହୋଇଥିଲେ।ବିଳମ୍ବିତରାତିରେ ପାଟ୍ରୋଲିଂ ବେଳେ ଗୁଳିମାଡ଼ କରିଥିଲେ ଶିକାରୀ।ଘଟଣାରେ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନବିଭାଗ।