Browsing daily archive

March 21, 2024

ଆଜିରରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୨ ତାରିଖ ଶୁକ୍ରବାର।ରାଷ୍ଟ୍ରୀୟ ଶକାବ୍ଦଃ ୧୯୪୬ ଆରମ୍ଭ।ଋତୁ- ବସନ୍ତ (ପ୍ରଥମମାସ)ସୂର୍ଯ୍ୟ-ଉତ୍ତରାୟଣ,ସୁର୍ଯ୍ୟୋଦୟ- ଘ୫/୫୨/୪୫,ସୂର୍ଯ୍ୟାସ୍ତ- ଘ୫/୫୪/୫୫,ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ତ୍ରୟୋଦଶୀ (ଅହୋରାତ୍ର)।ନକ୍ଷତ୍ର- ମଘାନକ୍ଷତ୍ର ନିଶାନ୍ତଘ୫/୧୯ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗ- ଧୃତିଯୋଗ ରାତ୍ରି ଘ୮/୧ମି ପର୍ଯ୍ୟନ୍ତ ତଦନ୍ତେ ଶୂଳଯୋଗ।କରଣ- କୌଳବକରଣ ସନ୍ଧ୍ୟାଘ୬/୯ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ନିଶାନ୍ତ ଘ୫/୫୩ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ।ଶନି ମଙ୍ଗଳସପ୍ତଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-ବାର […]

ମଝି ଦରିଆରୁ ସମୁଦ୍ରକୁ ଡେଇଁଲେ ରାମଚନ୍ଦ୍ର

ଭଦ୍ରକ,୨୧ା୩(ଏସଏସନିଉଜ) ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ ମୟୂରଭଂଜ ଜିଲ୍ଲା ଉଦଳା କପ୍ତିପଦାର ରାମଚନ୍ଦ୍ର ମୁର୍ମୁ । ରାମଚନ୍ଦ୍ର ଚଳନ୍ତା ବୋଟରୁ ମଝି ଦରିଆକୁ ଡେଇ ପଡ଼ି ଜୀବନ ହାରିବାକୁ ବସିଥିଲେ। ଡଙ୍ଗା ମଧ୍ୟରେ ଥିବା ଅନ୍ୟମାନେ ସାମୁଦ୍ରିକ ଥାନାକୁ ଖବରଦେବାରୁ ପୋଲିସଅତ୍ୟାଧୁନିକ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରରେ ଭାସିଯାଉଥିବା ରାମଚନ୍ଦ୍ରକୁ ଉଦ୍ଧାର କରିବାସହ ଚିକିସ୍‌ାପାଇଁ ଧାମରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ତେବେ ସେ କାହିଁକି ଏତେବଡ ପଦକ୍ଷପ ନେଲେ ତାହା ଜାନୀବାପାଇଁ ପୋଲିସ ପକ୍ଷରୁ […]

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ ଓ ଭେଟେନାରୀ ଅଫିସର

ଧର୍ମଗଡ଼,୨୧ା୩(ଏସଏସନିଉଜ) ୪୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ପ୍ରଧାନଶିକ୍ଷକାସେହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଲେଟେର ତ୍ରିଶକ୍ତି ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକା  ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଲା ଭିଜିଲାନ୍ସ ।୫ଟି କାମର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ସେହିଭଳିଭାବେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଦେବଗଡ଼ର ରିଆମାଳ ବ୍ଲକ ଭେଟେନାରୀ ଅଫିସରା୫ହଜାର ଲାଞ୍ଚ ନେବାବେଳେ ଫସିଲେ ଭେଟେନାରୀ ଅଫିସର ସସ୍ମିତା ସେଠୀାକୁକୁଡ଼ାଚାଷୀଙ୍କ ଫାର୍ମରେ ବିଦ୍ୟୁତ୍ ସଂଯୋଗ ଓ ସବ୍‌ସିଡି ଅର୍ଥ ରିଲିଜ୍ ପାଇଁ […]

ଧରପଡ଼ିଲା ନକଲି ଆର୍‌ଟିଓ ଅଫିସ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଜଳେଶ୍ବରରେ ନକଲି ଆରଟିଓ ଅଫିସ ଠାବ ହେବା ସହ ୨ଜଣ ଗିରଫ ହୋଇଛନ୍ତି ।ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଖୋଲିଥିଲେ ନକଲିଅଫିସ । ଟୋଲଗେଟରେ ଗାଡ଼ି ଅଟକିବାବେଳେ ଚାଲାଣ କାଟୁଥିବା ଅଭିଯୋଗ ହୋଇଛି ।ନକଲି କାଗଜପତ୍ର ସହ ନକଲି ଷ୍ଟାମ୍ପ,ପ୍ରିଣ୍ଟର ଜବତକରିଛି ପୋଲିସ।

ଅଧିନାୟକ ପଦ ଛାଡ଼ିଲେ ଧୋନି

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି।ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ।ଧୋନିଙ୍କ ସ୍ଥାନରେ ଅଧିନାୟକ ହେବେ ରୁତୁରାଜ ଗାଏକ୍ବାଡ୍। ଧୋନିଙ୍କ ନେତୃତ୍ବରେ ୫ଥର ଟାଇଟଲ ଜିତିଛି ଚେନ୍ନାଇ।

ମୋଟର ସାଇକେଲ ମୁହାଁମୁହିଁ ଧକ୍କା

ଭଦ୍ରକ,୨୧।୩(ଏସଏସନିଉଜ)ସଡ଼କ ଦୁର୍ଘଟଣାରେ ଦୁଇମୃତଭଦ୍ରକ-ଚାନ୍ଦବାଲି ପୀରହାଟରେ ଦୁର୍ଘଟଣା ଘଟିଛି।ହାଇୱା ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି।ଯାହାଫଳରେ ଦୁଇ ବାଇକ ଆରୋହିଙ୍କର ଘଟଣାସ୍ଥଳରେ ମୃତୁ ଘଟିଛି।ଯାହାକୁ ନେଇ ଉତେଜନା ଦେଖାଦେଇଛି।

ଜେଲରୁ ବିଦାହେବେ ଚକରା ଓ ଶମ୍ଭୁ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ।ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର ଅନୁମତି ମଗାଯାଇଥିବା ସୂଚନା ମିଳିଛି।କୋର୍ଟକୁ ଅନୁମତି ମଗାଯାଇଥିବା ସୂଚନା ଦେଲେ ଜେଲ୍‌ ଡିଜି।ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି।ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି।ଜେଲ୍‌ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା କହିଲେ ଜେଲ୍‌ ଡିଜି।

ଦାମୋଦର ରାଉତ ଗୁରୁତର

ଭୁବନେଶ୍ୱର,୨୧।୩(ଏସଏସନିଉଜ)ବରିଷ୍ଠ ବିଜେଡି ନେତା ଦାମୋଦରରାଉତ ଗୁରୁତର ଥିବାନେଇ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଦେଇଛନ୍ତି।ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା କହିଛନ୍ତି।ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ପୁଅ ସମ୍ବିତଙ୍କ ଗୁରୁତର ଅଭିଯୋଗ ଆଣିଛନ୍ତି।କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ଦାମଙ୍କପୁଅ ବିଧାୟକ ସମ୍ବିତ ରାଉତରାୟଙ୍କ। ୧୮ତାରିଖ ରାତିରେ ହାର୍ଟଆଟାକ୍‌ ହେଲା,ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ।ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି। ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ […]