ଜେଲରୁ ବିଦାହେବେ ଚକରା ଓ ଶମ୍ଭୁ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ।ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର ଅନୁମତି ମଗାଯାଇଥିବା ସୂଚନା ମିଳିଛି।କୋର୍ଟକୁ ଅନୁମତି ମଗାଯାଇଥିବା ସୂଚନା ଦେଲେ ଜେଲ୍‌ ଡିଜି।ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି।ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି।ଜେଲ୍‌ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା କହିଲେ ଜେଲ୍‌ ଡିଜି।

Comments (0)
Add Comment