Browsing daily archive

March 23, 2024

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୪ ତାରିଖ ରବିବାର।ଅଦ୍ୟ ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରରେ ରାଜାଗ୍ନ୍ୟୁତ୍ସବ ବା ମେଣ୍ଢାପୋଡ଼ି, ସର୍ବତ୍ର ରାଜାଗ୍ନ୍ୟୁତ୍ସବ, ଓଳକଣା ମେଳନ, ହୋଲିକା ଦହନ।ସୁର୍ଯ୍ୟୋଦୟ- ଘ୫/୫୧/୦,ସୂର୍ଯ୍ୟାସ୍ତ- ଘ୫/୫୫/୨୬, ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୪ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୮/୨୪ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ଦିବା ଘ୧୦/୪ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନି ମଙ୍ଗଳସପ୍ତ ପରେ ରବିସପ୍ତ ଦୋଷ ହେତୁ ଯାତ୍ରାଦି […]