Browsing daily archive

March 24, 2024

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୫ ତାରିଖ ସୋମ ବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଦୋଳ ପୂର୍ଣ୍ଣମା, ଶ୍ରୀଜୀଉଙ୍କ ରାଜାଧିରାଜ ବେଶ, ଶ୍ରୀଚୈତନ୍ୟ ଜନ୍ମ ୫୩୮ ବର୍ଷ।ବିବିଧ- ସ୍ତ୍ରୀ ତୈଳ ବର୍ଜନ, ହଳ ନିଷେଧ।ସୁର୍ଯ୍ୟୋଦୟ- ଘ୫/୫୦/୯,ସୂର୍ଯ୍ୟାସ୍ତ- ଘ୫/୫୫/ ୪୧,ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ପୂର୍ଣ୍ଣିମା ଦିବା ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗ- ବୃଦ୍ଧିଯୋଗ ରାତ୍ରି ଘ୧୦/୫୪ମି ପର୍ଯ୍ୟନ୍ତ ତଦନ୍ତେ ଧ୍ରୁବଯୋଗ। କରଣ- ବବକରଣ ଦିବା ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୧/୪୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ଦିବା ଘ୧୨/୩୭ମି ପରେ ପୂର୍ବ […]

ବାପାମାଆକୁ ହାଣିଲା ପୁଅ

କେନ୍ଦୁଝର୨୪।୩(ଏସଏସନିଉଜ) ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ,ମାଆ ଗୁରୁତର ଆହତ ହୋଇଛନ୍ତି।ଚମ୍ପୁଆଥାନା କାଳିକାପ୍ରସାଦ ପଞ୍ଚାୟତ ବସିରାଗାଁରେ ବୀଭତ୍ସକାଣ୍ଡ ଘଟିଛି।ସାମାନ୍ୟ ବଚସାରୁ ବାପା, ମାଆଙ୍କୁ ହାଣି ପକାଇଲା ପୁଅ।ଗୁରୁତର ମାଆ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଛି ।

ନବୀନନିବାସରେ ଢେଙ୍କାନାଳ ସମୀକ୍ଷା

  ଭୁବନେଶ୍ବର,୨୪।୩(ଏସଏସନିଉଜ) ଶଙ୍ଖଭବନରେ ସ୍ବାଧୀନ ବିଧାୟକ ମକରନ୍ଦମୁଦୁଲି।ରାୟଗଡ଼ାର ସ୍ବାଧୀନବିଧାୟକ ମକରନ୍ଦ ମୁଦୁଲି।ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିବାରୁ ବଢ଼ିଲାଚର୍ଚ୍ଚା।ନବୀନ ନିବାସରେ ଢେଙ୍କାନାଳ ସଂସଦୀୟକ୍ଷେତ୍ର ପାଇଁ ସମୀକ୍ଷା ଆରମ୍ଭ ହୋଇଛି।ଜିଲ୍ଲା ପର୍ଯ୍ୟବେକ୍ଷକ,ଦଳର ବରିଷ୍ଠନେତା ଓ ବିଧାୟକ ଉପସ୍ଥିତ ଅଛନ୍ତି।ସମ୍ବଲପୁର, ସୁନ୍ଦରଗଡ଼ପରେ ଢେଙ୍କାନାଳ ପାଇଁ ବିଜେଡିର ସମୀକ୍ଷା ଆରମ୍ଭ ହୋଇଛି।

ଆଜି ଆସିପାରେ

ଭୁବନେଶ୍ୱର,୨୪।୩(ଏସଏସନିଉଜ)ବିଜେପିର ସିଇସି ବୈଠକରେ ଓଡ଼ିଶାପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଜଣାପଡିଛି।ବିଜେପି ମୁଖ୍ୟାଳୟରେ ବିଳମ୍ବିତରାତି ଯାଏଁ ଚାଲିଥିଲା ବୈଠକ।ବୈଠକପରେ ରାଜ୍ୟସଭାପତି ମନମୋହନ ସାମଲ ତାଙ୍କପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶାର ୨୧ଲୋକସଭା ଆସନ ଉପରେ ଆଲୋଚନା ହୋଇଛି।ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ୍ ଓ ଷ୍ଟାଟେଜିନେଇ ଆଲୋଚନା ହୋଇଛି।ଜାତୀୟ ଗଣମାଧ୍ୟମସଂସ୍ଥା ANIସୂତ୍ରରୁ ସୂଚନା ମୁତାବକ ସମ୍ବଲପୁରରୁ ଧର୍ମେନ୍ଦ୍ରପ୍ରଧାନ,ପୁରୀରୁ ସମ୍ବିତପାତ୍ର, ଭୁବନେଶ୍ବରରୁ ଅପରାଜିତାଷଡ଼ଙ୍ଗୀ ପ୍ରାର୍ଥୀ ହୋଇପାରନ୍ତି।ଓଡ଼ିଶା ସମେତ ୟୁପି, ଆନ୍ଧ୍ର, ପଶ୍ଚିମବଂଗ, ରାଜସ୍ଥାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି।ଅନ୍ୟପଟେ ଆଜି ଆସିପାରେ ବିଜେପିର ଚତୁର୍ଥପର୍ଯ୍ୟାୟ […]

ସେନା କର୍ମଚାରୀ ଗିରଫ

ବାଙ୍କୀ,୨୪।୩(ଏସଏସନିଉଜ) ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ଗିରଫ ହୋଇଛନ୍ତି।ତାଳବସ୍ତ ଫାଣ୍ଡି ନିକଟ ପଦନପୁର ଗାଁ ବାଲିତଇଲା ଶବରସାହିରୁ ଗିରଫ କଲା ପୋଲିସ।