Browsing daily archive

April 2, 2024

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୩ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୨/୨୩ ,ସୂର୍ଯ୍ୟାସ୍ତ- ଘ୫/୫୮/୧ ,ଚୈତ୍ର ମାସ ,କୃଷ୍ଣ ପକ୍ଷ ,ପଣ୍ଡିତ ବାସତିଥି- ନବମୀ ସନ୍ଧ୍ୟା ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଉତ୍ତରାଷାଢା ନକ୍ଷତ୍ର ରାତ୍ରି ଘ୧୦/୩୨ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ସନ୍ଧ୍ୟା ଘ୬/୩୮ମି ପରେ ଉତ୍ତର ଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷ ହେତୁ ସନ୍ଧ୍ୟା ଘ୬/୩୮ମି ପରେ ନିଶାନ୍ତ ଘ୫/୩୩ମିମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହ ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ […]

ପ୍ରାର୍ଥୀ ଘୋଷଣାକଲା କଂଗ୍ରେସ

ଭୁବନେଶ୍ୱର,୨।୪(ଏସଏସନିଉଜ) ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଛି କଂଗ୍ରେସ ।୮ଲୋକସଭା ଓ ୪୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକରିଛି କଂଗ୍ରେସ ଆସନ୍ତୁ ଜାଣିବା…. ଲୋକସଭା ପ୍ରାର୍ଥୀ- ୧) ବରଗଡ଼-ସଞ୍ଜୟ ଭୋଇ ୨) ସୁନ୍ଦରଗଡ଼-ଜନାର୍ଦ୍ଧନ ଦେହୁରୀ ୩) ବଲାଙ୍ଗିର- ମନୋଜ ମିଶ୍ର ୪) କଳାହାଣ୍ଡି-ଦ୍ରୌପଦୀ ମାଝୀ ୫) ନବରଙ୍ଗପୁର-ଭୁଜବଳ ମାଝୀ ୬) କନ୍ଧମାଳ-ଅମିର ଚାନ୍ଦ ନାୟକ ୭) ବ୍ରହ୍ମପୁର-ରଶ୍ମିରଞ୍ଜନ ପଟ୍ଟନାୟକ ୮) କୋରାପୁଟ-ସପ୍ତଗିରି ଉଲ୍ଲାକା ବିଧାନସଭା ପ୍ରାର୍ଥୀ- ୧) ନୂଆପଡ଼ା-ଶରତ ପଟ୍ଟନାୟକ ୨) ପଦ୍ମପୁର-ଟଙ୍କଧର ସାହୁ ୩) […]

ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । 1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ 2. ବିଜେପୁର-ସନତ କୁମାର ଗର୍ତିଆ 3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ 4. ଅତାବିରା-ନିହାର ରଞ୍ଜନ ମହାନନ୍ଦା 5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ 6. ବ୍ରଜରାଜନଗର-ସୁରେଶ ପୂଜାରୀ 7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ 8. ତଲସରା-ଭବାନୀ ଶଙ୍କର ଭୋଇ 9. ସୁନ୍ଦରଗଡ-କୁସୁମ ଟେଟେ 10.ବୀରମିତ୍ରପୁର-ଶଙ୍କର […]

ବିଦ୍ୟୁତ ତାର ନେଲା ଜୀବନ

କୋଣାର୍କ,୨।୪(ଏସଏସନିଉଜ)ରାସ୍ତାରେ ଝୁଲିଥିବା ବିଦ୍ୟୁତତାର ନେଲା ଜୀବନ।ବିଦ୍ୟୁତତାର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀସଂଘ ସଭାପତିଙ୍କ ମୃତ୍ୟୁ ହୋଇଛି ।କୋଣାର୍କ- ଚନ୍ଦ୍ରଭାଗାରାସ୍ତାର ହେଲିପ୍ୟାଡ୍‌ ନିକଟରେ ଏହିଅଘଟଣ ଘଟିଛି।ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବସହ ଉତ୍ତ୍ୟକ୍ତଲୋକମାନେ ରାସ୍ତାରୋକ କରିଛନ୍ତି।ଅଜଣାଗାଡ଼ି ଧକ୍କାରେ ଖୁଣ୍ଟଭାଙ୍ଗି ରାସ୍ତାରେ ତାର ଝୁଲି ରହିଥିଲା।

ଟ୍ରକ୍‌କୁ ପିଟିଲା ସ୍କର୍ପିଓ-୨ ମୃତ

ଭଦ୍ରକ,୨।୩(ଏସଏସନିଉଜ) ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଦେଲା ସ୍କର୍ପିଓ।ଯାହାଫଳରେ ୨ଜଣଙ୍କର ମୃତୁ ହୋଇଛି ।ସ୍କର୍ପିଓ ଡ୍ରାଇଭର ସହ ଜଣେ ମହିଳାଙ୍କ ମୃତୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।ଏନଏଚ୍‌ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସେହିପରି ଅଟୋ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୫ଜଣଙ୍କର ଜୀବନ ଯାଇଛି। ମଧ୍ୟପ୍ରଦେଶର ଚିତ୍ରକୋଟ ଅଞ୍ଚଳରେ ଏହିଭଳିମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା […]