ବିଦ୍ୟୁତ ତାର ନେଲା ଜୀବନ

କୋଣାର୍କ,୨।୪(ଏସଏସନିଉଜ)ରାସ୍ତାରେ ଝୁଲିଥିବା ବିଦ୍ୟୁତତାର ନେଲା ଜୀବନ।ବିଦ୍ୟୁତତାର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀସଂଘ ସଭାପତିଙ୍କ ମୃତ୍ୟୁ ହୋଇଛି ।କୋଣାର୍କ- ଚନ୍ଦ୍ରଭାଗାରାସ୍ତାର ହେଲିପ୍ୟାଡ୍‌ ନିକଟରେ ଏହିଅଘଟଣ ଘଟିଛି।ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବସହ ଉତ୍ତ୍ୟକ୍ତଲୋକମାନେ ରାସ୍ତାରୋକ କରିଛନ୍ତି।ଅଜଣାଗାଡ଼ି ଧକ୍କାରେ ଖୁଣ୍ଟଭାଙ୍ଗି ରାସ୍ତାରେ ତାର ଝୁଲି ରହିଥିଲା।

Comments (0)
Add Comment