Browsing daily archive

April 8, 2024

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୯ତାରିଖ ମଙ୍ଗଳବାର ।ବାସନ୍ତିକ ନବଦିନପୂଜା ଆରମ୍ଭ, ତାରାତାରିଣୀଙ୍କ ତୃତୀୟପାଳି ଯାତ୍ରା, ହିନ୍ଦୁନବବର୍ଷ ଆରମ୍ଭ,ସୃଷ୍ଟ୍ୟାରମ୍ଭ ଦିବସ,ତେଲୁଗୁନବବର୍ଷ ଆରମ୍ଭ, ବିକ୍ରମ ସମ୍ବତ୍ ୨୦୮୧ପ୍ରବେଶ, ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ପିତୃ ପ୍ରତିପଦ୍ ପିତୃମାତୃଙ୍କୁ ବସ୍ତ୍ର ଆଭୁଷଣ ଓ ସୁଭୋଜନ ଦେଇ ଆଶୀର୍ବାଦ ଗ୍ରହଣ।ସୁର୍ଯ୍ୟୋଦୟ- ଘ୫/୩୭/୧୧ ,ସୂର୍ଯ୍ୟାସ୍ତ- ଘ୫/୫୯/୪୫ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୮/୨୭ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୮/୨୭ମି ପରେ ଉତ୍ତରଦିଗରେ।ତିଥିଦୋଷ, ମଙ୍ଗଳବାର,ବୈଧୃତି ଯୋଗ ଓ […]

ନିର୍ବାଚନରେ ଲଢ଼ିପାରିବେ ଦିଲୀପ ରାୟ

ଭୁବନେଶ୍ୱର,୮ା୪(ଏସଏସନିଉଜ)ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଥିବାନେଇ ଖବର ସରବରାହ ସଂସ୍ଥା ଚଞଓ ସୂତ୍ରରୁ ସୂଚନା ମିଳିଛି ।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲୋ୩ ବର୍ଷ ଜେଲ୍ ଏବଂ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟାଦଣ୍ଡାଦେଶକୁ ଚାଲେଂଜକରି ହାଇକୋର୍ଟ ଯାଇଥିଲେ ଦିଲୀପ ।କୋର୍ଟଙ୍କ ରହିତାଦେଶପରେ ଦିଲୀପଙ୍କ ନିର୍ବାଚନ […]