ନିର୍ବାଚନରେ ଲଢ଼ିପାରିବେ ଦିଲୀପ ରାୟ

ଭୁବନେଶ୍ୱର,୮ା୪(ଏସଏସନିଉଜ)ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଥିବାନେଇ ଖବର ସରବରାହ ସଂସ୍ଥା ଚଞଓ ସୂତ୍ରରୁ ସୂଚନା ମିଳିଛି ।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲୋ୩ ବର୍ଷ ଜେଲ୍ ଏବଂ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟାଦଣ୍ଡାଦେଶକୁ ଚାଲେଂଜକରି ହାଇକୋର୍ଟ ଯାଇଥିଲେ ଦିଲୀପ ।କୋର୍ଟଙ୍କ ରହିତାଦେଶପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଲାାଅନ୍ୟପଟେ ରାଉରକେଲାରୁ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଦେଇ ସାରିଥିବାବେଳେ ବିଜେପି କେବଳ ବାକି ରହିଛି ।ଦିଲୀପ ରାଉରକେଲାରୁ ପ୍ରାର୍ଥୀ ହୋଇପାରନ୍ତି ଚର୍ଚ୍ଚା ହେଉଛି ।

Comments (0)
Add Comment