Browsing daily archive

April 13, 2024

ଆଜିରରାଶିଫଳ

୨୦୨୪ ମସିହା ଅପ୍ରେଲ ମାସ ୧୪ ତାରିଖ ରବିବାର।ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ବାସନ୍ତିକ ମୃଣ୍ମୟୀ ଦେବୀଙ୍କର ବିଲ୍ବବରଣ ଓ ପୀଠ ଦେବୀଙ୍କର ବାସନ୍ତିକ ସପ୍ତମୀ ପୂଜା, ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ଶ୍ରୀରାଧାରମଣ ଦେବଙ୍କ ଜନ୍ମୋତ୍ସବ, ଆମ୍ବେଦକର ଜୟନ୍ତୀ।ଅଦ୍ୟ ସୂର୍ଯ୍ୟୋଦୟ ରୁ ଦିବା ଘ୯/୪୧ମି ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୂଣ୍ୟକାଳଃ ଏବଂ ଦିବା ଘ୯/୪୧ମି ଠାରୁ ଦିବା ଘ୧୧/୪୭ମି ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ।ସୁର୍ଯ୍ୟୋଦୟ- ଘ୫/୩୩/୧୯ ,ସୂର୍ଯ୍ୟାସ୍ତ- ଘ୬/୦/୫୫ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଷଷ୍ଠୀ […]

ମେଣ୍ଢାଶାଳରେ ଅଘୋରତପ

ମେଣ୍ଢାଶାଳ,୧୩ା୪(ଏସଏସନିଉଜ)ପବିତ୍ର ମହାବିଷୁବସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିର୍ଣପ୍ରାନ୍ତରରେ ଦଣ୍ଡଯାତ୍ରାପାଳନ ହେଉଥବାବେଳେ ରାଜଧାନୀଉପକଣ୍ଠ ମେଣ୍ଢାଶାଳଗ୍ରାମ ରେ ଶହଶହ ବର୍ଷରୁ ପାଳିତହୋଇଆସୁଥିବା ଏହିଯାତ୍ରା ଦୁଇଦିନଧରି ଅନୁଷ୍ଠିତହୋଇଥାଏ ।ପଣାସଂକ୍ରାନ୍ତିରପୁର୍ବଦିନ ମେରୁଉସ୍‌ବରେ ପ୍ରଥମେ ଦଣ୍ଡଗଡା ଶନିବାରଦିନ ଅନୁଷ୍ଠିତହୋଇଥିଲା ।ଶତାଧିକ ପାଟଦାଣ୍ଡୁଆ ଦୁଲାଦେବୀଙ୍କ ମନ୍ଦିରରୁ ବାହାରି ବିଂଚାଯାଇଥିବା ଉତପ୍ତବାଲିରେ ଗଡିଗଡି ଅଧକିମିଦୁରରେ ଥିବା ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିରପର୍ଯ୍ୟନ୍ତ ପହଂଚିଥିଲେ ।ମନ୍ଦିରରେ କିଛିସମୟ ବିଶ୍ରାମପରେ ପଦ୍ମପୋଖରୀର ସ୍ନାନାଦିକର୍ମ ସରିବାପରେ ଗାଁଭିତରେ ପଣାଖିଆ ଆରମ୍ଭ କରିଥିଲେ ।ପାଟୁଆମାନେ ଗୈାରିବେତଦଣ୍ଡଧରି ଯାଚଣାଥିବା ୮ଶହ ପରିବାରଙ୍କ ଘରକୁଯାଇ ପଣାଖାଇଥିଲେ […]