ଆଜିର ରାଶିଫଳ
୨୦୨୪ମସିହା ମଇମାସ ୨ତାରିଖ ଗୁରୁବାର।ବୃହସ୍ପତି କୃତ୍ତିକାବୃଷକୁ ଚଳନ(ସଞ୍ଚାର)।ସୁର୍ଯ୍ୟୋଦୟ- ଘ୫/ ୨୦/୫୨,ସୂର୍ଯ୍ୟାସ୍ତ- ଘ୬/୬/୨୮, ବୈଶାଖମାସ, କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ନବମୀ ରାତ୍ରି ଘ୨/ ୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୨/୧୧ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଓ ଶନିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ସିଂହ ରାଶିର ଏବଂ ଦିବା ଘ୩/୨୧ମି ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ […]