Browsing daily archive

May 2, 2024

ଅବସର ନେଲେ ରବିନାରାୟଣ

ମେଣ୍ଢାଶାଳ,୨|୫(ଏସଏସନିଉଜ)ମେଣ୍ଢାଶାଳଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଲାବ୍ରୋଟରି ଟେକ୍ନିସିଆନ ରବି ନାରାୟଣ ମହାନ୍ତି ୩୦ଏପ୍ରିଲ ରେ ତାଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ଜଣେ କର୍ତଵ୍ୟ ନିଷ୍ଠ,ସଚୋଟ, ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ମେଣ୍ଢାଶାଳ ମେଡିକାଲର ବହୁତ ଉନ୍ନତି ମୂଳକକାର୍ଯ୍ୟରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ମଙ୍ଗଳବାର ଆୟୋଜିତ ତାଙ୍କର ଅବସରକାଳୀନ ସଭାରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ସଂମ୍ମାନୀତି କରିବା ସହ ମେଡିକାଲ ଅଧ୍ୟକ୍ଷ ଡ଼. ମୋହନ ହେମ୍ରମ,ଇଟିପୁର,ଚନ୍ଦକା ନୂଆବନ୍ତ,ପାତ୍ରପଡା ସେକ୍ଟରର ସମସ୍ତ […]

ଆଜିର ରାଶିଫଳ

ମଇମାସ ୦୩ତାରିଖ ୨୦୨୪ ମସିହା(ଶୁକ୍ରବାର) ବୈଶାଖମାସ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ୧୨/୫୭ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୩୭, ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୩୯ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଧନୁ ଓ ମୀନରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଦ୍ୟ ମୃତେ ରାତ୍ରି ୧୨/୫୭ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୮/୨୭ ଗତେ ଘ୧୧/୪୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ମଧ୍ୟେ ଓ ଘ୦୭/୪୨ ଗତେ ଘ୦୮/୨୬ ମଧ୍ୟେ ଓ […]