ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ!
ବାରଙ୍ଗ, ୨୦।୬(ଏସଏସନିଉଜ) ଚନ୍ଦକାଥାନା ନିକଟସ୍ଥ ଗୋଠପାଟଣା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିରେ ରହୁଥିବା ରାଜଶ୍ରୀମହାପାତ୍ର (ଛଦ୍ମନାମ)ନାମ୍ନୀ ବିବାହିତ ମହିଳାଙ୍କୁ ଦୁର୍ବୃତ୍ତମାନେ ବୁଧବାରଦିନ ଅପହରଣ କରି ନେଇଯାଇଛନ୍ତି ।ମହିଳାଙ୍କୁ ଅପହରଣ କରିବାପରେ ଦୁର୍ବୃତ୍ତମାନେ ମହିଳାଙ୍କ ଭାଇଙ୍କୁ ଫୋନ୍ କରି ୧କୋଟିଟଙ୍କା ଦେବାକୁ ଦାବି କରିଛନ୍ତି ।ନଚେତ ତୁମ ଭଉଣୀର ମୁଣ୍ଡଗଣ୍ଡିକୁ ଅଲଗା କରି ଦେବୁ ଧମକ ଦେଇଛନ୍ତି ।ଏହି ଘଟଣା ଶୁଣିବା ପରେ ପରିବାରଲୋକେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି ।ପରିବାରଲୋକେ ବହୁ ଖୋଜାଖୋଜି କରି ନପାଇବା ସହିତ ଏହି […]