Browsing monthly archive

June 2024

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।କିଛିଦିନ ତଳେ ଓଡ଼ିଶା ଆସିଥିଲେ, ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲାା

କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଦାୟିତ୍ଵ ଗ୍ରହଣପରେ ଆଜି ପ୍ରଥମଥରପାଇଁ କଟକ ଗସ୍ତକରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି।କଟକର ଓଡ଼ିଆ ବଜାରଠାରେ ନେତାଜୀ ଜନ୍ମପୀଠ ପରିଦର୍ଶନକରି ସେ ନେତାଜୀ ସୁବାସଚନ୍ଦ୍ରବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ […]

ବଦଳିଲା ସ୍କୁଲ ଛୁଟି ନିଷ୍ପତି

ଭୁବନେଶ୍ୱର ,୧୭ା୬(ଏସଏସନିଉଜ) ପାଣିପାଗବିଭାଗ ସୂଚନାକୁ ଭିତ୍ତିକରି ସ୍କୁଲଖୋଲିବା ନିଷ୍ପତ୍ତି ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳମାନେ ନିଜନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ପ୍ରଥମ ରୁ ଦ୍ଵାଦଶଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତନ କରିବେ ।ଏହି ନିର୍ଦେଶ ଆଗାମୀ ୨୦.୬.୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।

ଆଜିର ରାଶିଫଳ

ଜୁନ୍ ମାସ ୧୮ତାରିଖ ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ ,ତିଥି-ଏକାଦଶୀ ପ୍ରାତଃ ଘ୦୬/୨୩ ଗତେ ଦ୍ଵାଦଶୀ,ନକ୍ଷତ୍ର- ସ୍ୱାତି ଦିବା ଘ ୦୪/୩୩ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯ ,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୨୩ଗତେ ନୈରୁତେ ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,କାଳବେଳା-ଦିବା ଘ ୦୧/୨୪ଗତେ ଘ୦୩/୦୪ମଧ୍ୟେ ,ବାରବେଳା -ଦିବା ଘ୦୬ /୫୦ ଗତେ ଘ୦୮/୩୦ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ଦୋଷ ପ୍ରାତଃଘ ୦୬/୨୩ଗତେ ଦ୍ଵିପାଦ ଓ ଦିବା ଘ ୦୪/୨୫ ଗତେ ତ୍ରୀପାଦ […]

ମାଟିରେ ମିଶିଲା ଜଗନଙ୍କ ବାସଭବନ!

ଭୁବନେଶ୍ୱର,୧୭।୬(ଏସଏସନିଉଜ)ମାଟିରେ ମିଶିଯାଇଛି ଜଗନଙ୍କ ବାସଭବନ।ବୁଲଡୋଜର ବୁଲିଛି ଓ ଘର ମଧ୍ୟ ଭାଙ୍ଗି ତାଡ଼ି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବାସଭବନରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ଘର ନିର୍ମାଣକୁ ନେଇ ଗ୍ରେଟର ହାଇଦ୍ରାବାଦ ମୁନସିପାଲ କର୍ପୋରେସନ ବା ଜିଏଚଏମସି ଜଗନଙ୍କ ଘରକୁ ଭାଙ୍ଗି ଧୂଳିସାତ କରିଛି। ଯାହାକୁ ନେଇ ଆନ୍ଧ୍ର ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬ (ଏସଏସନିଉଜ) ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ିଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମନ୍ତ୍ରୀଙ୍କୁ ଭେଟିଲେ ଅବକାରୀ ଅଧିକାରୀସଂଘ

ଭୁବନେଶ୍ୱର,୧୭।୬(ଏସଏସନିଉଜ)ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ମଧ୍ୟ […]

ଆଜିର ରାଶିଫଳ

ଜୁନ୍ ମାସ ୧୭ତାରିଖ ୨୦୨୪ମସିହା (ସୋମ ବାର) ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ,ତିଥି- ଏକାଦଶୀ, ସୌରମାସ- ମିଥୁନ୦୩ ଦିନ,ସୁର୍ୟୋଦୟ- ପ୍ରାତଃ ଘ୦୫/ ୧୨/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୯ ,ଯୋଗିନୀଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମିଥୁନରାଶିର ଘାତବାର, ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ ୦୬/୫୦ ଗତେ ଘ୦୮/୩୦ ମଧ୍ୟେ, ବାରବେଳା – ଦିବା ଘ୦୩/୦୫ ଗତେ ଘ୦୫/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୧ ଗତେ ଘ୧୦/ ୦୦ ମଧ୍ୟେ ଓ ରାତ୍ରି ଘ୦୯/୪୫ ଗତେ ଘ୧୨/ ୪୫ ମଧ୍ୟେ,ବିଶୁଦ୍ଧ […]

ଆଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୧୫ ତାରିଖ ଶନିବାର ।ଶ୍ରୀମନ୍ଦିରେ ଓ ସର୍ବତ୍ର ମିଥୁନ (ରଜ) ସଂକ୍ରାନ୍ତି।ବିବିଧ – ହଳ ନିଷେଧ, ସ୍ତ୍ରୀ ତୈଳ ବର୍ଜନ। ସୂର୍ଯ୍ୟୋଦୟ ରୁ ଦିବା ଘ୯/୩୧ମି ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ। ଦିବା ଘ୯/୩୧ମି ଠାରୁ ଦିବା ଘ୩/୫୫ମି ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୂଣ୍ୟକାଳଃ ।ସୁର୍ଯ୍ୟୋଦୟ- ଘ୫/୧୧/୬, ସୂର୍ଯ୍ୟାସ୍ତ- ଘ୬/୨୨/୩୨,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ନବମୀ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୮/୫୫ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଚ଼ନ୍ଦ୍ର- କନ୍ୟାଚନ୍ଦ୍ର (ଅହୋରାତ୍ର)।ସୌରଚଳନେ […]

ଗାଡ଼ିଅଟକାଇ କୁନିଝିଅ ହାତରୁ ଫୁଲତୋଡ଼ାନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାସ୍ତାରେ ଗାଡ଼ି ଅଟକାଇ କୁନି ଝିଅ ହାତରୁ ଫୁଲ ତୋଡ଼ା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ରାଜ୍ୟ ସଂଗ୍ରହାଳୟକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାକଡ଼ ରେ ଛିଡ଼ା ହୋଇଥିଲା କୁନି ଝିଅ।ଅନ୍ୟପଟେ ରଜ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା।ପହିଲି ରଜରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।Xରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ […]