Browsing monthly archive

June 2024

ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ନେଇ ପୃଥ୍ୱୀରାଜଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର।ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନେତାମାନେ ମଧ୍ୟ ଶପଥ ନେଇସାରିଛନ୍ତି।କାହାକୁ କେଉଁ ଦାୟିତ୍ୱ ମିଳିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।କାହାକୁ କେଉଁ ବିଭାଗ ମିଳିବ ନିଷ୍ପତି ସରିଛି ବୋଲି କହିଛନ୍ତି ପୃଥ୍ୱୀରାଜ।କୌଣସି ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଅଫିସରୁ ଲିଷ୍ଟ ଆସିପାରେ ବୋଲି କହିଛନ୍ତି।

ସୁରନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ବରିଷ୍ଠ ରାଜନେତା ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଭୁବନେଶ୍ବର ବାସଭବନରେ ଭେଟିବା ସହ ସୁରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ବିଶ୍ବଭୂଷଣ ।

ଜବତବୋମା ନିଷ୍କ୍ରିୟ ବେଳେ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) ରଜରେ ବଡ଼ ଅଘଟଣ ଘଟିଛି। ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଛି । ବୋମା ନିଷ୍କ୍ରିୟକାରୀ ଟିମରେ ଥିବା ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁଘଟିଛି ।ପ୍ରଦୀପଙ୍କ ଘର କଟକ ପୀରବଜାର। ରିଜର୍ଭ ଅଫିସରେ ହାବିଲଦାର ଭାବେ ଡ୍ୟୁଟି କରୁଥିଲେ ।ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ନିଷ୍କ୍ରିୟ […]

କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁଘଟିଥିବାର ସୂଚନା ମିଳିଛି ।ଏହି ଅଗ୍ନିକାଣ୍ଡରେ ୪୫ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର ଥିବାର ଜଣାପଡିଛି ।ଦୁଇ ମୃତକ ହେଲେ ମହମ୍ମଦ ଜହୁର, ସନ୍ତୋଷ ଗୌଡ଼ାମୃତ ମହମ୍ମଦ ଜହୁର ଆଠଗଡ଼ ତିଗିରିଆ ଥାନା କରଡ଼ାପଲିର ବୋଲି ଜଣାପଡିଛି ।

ଆଜିର ରାଶିଫଳ

ଜୁନ୍ ମାସ ୧୪ତାରିଖ ୨୦୨୪ମସିହା(ଶୁକ୍ରବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୦୦ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୯ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୦୦ ଗତେ ପୂର୍ବେ , ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,ଅଦ୍ୟ ମୃତେ ପ୍ରାତଃ ଘ ୦୫/୪୮ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୮/୨୮ ଗତେ ଘ୧୧/୪୮ […]

ସଡ଼କ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର

ବାରଙ୍ଗ,୧୨ା୬(ଏସଏସନିଉଜ) ବୁଧବାର ସଂଧ୍ୟାରେ ଗୋଡିସାହି ଫାଣ୍ଡି ଅଧିନସ୍ତ ଗୋବିନ୍ଦପୁର ପାଖରେ ବାଙ୍କୀ-ତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କିଶନ ନଗରଥାନା ଅଧିନସ୍ସ୍ଥ ଆନିପୁର ଗ୍ରାମର ପବିତ୍ର କୁମାର ଜେନା (୩୨)ା ତେବେ ଗୁରୁତର ଆହତଙ୍କ ପରିଚୟ ମିଳିପାରିନାହିଁ ।ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପ୍ରକାଶ ଯେ,ବୁଧବାର ସଂଧ୍ୟାରେ ଓଡି ୦୧ […]

ବୁଦାମୁଳରୁ ମିଳିଲା ଯୁବକର ମୃତଦେହ

ବାରଙ୍ଗ,୧୨ା୬(ଏସଏସନିଉଜ) ତିନିଦିନତଳୁ ନିଖୋଜଥିବା ବାରଙ୍ଗକନକଦୁର୍ଗାଆଦିବାସୀସାହିର ସୁଶାନ୍ତଟୁଡୁ ନାମକ ଯୁବକ ର ମୃତଦେହ ଏକ ବୁଦାମୁଳରେ ପଡିଥିବାରବୁଧବାରଅପରାହ୍ନରେ ସ୍ଥାନିୟଲୋକମାନେ ଦେଖିବାକୁ ପାଇଛନ୍ତି ।ସ୍ଥାନୀୟଲୋକ ମୃତଦେହକୁ ଚିହ୍ନଟକରି ମୃତକଙ୍କ ପରିବାରକୁ ଜଣାଇବାସହ ପୋଲିସକୁ ମଧ୍ୟ ଖବର ଦେଇଛନ୍ତି ।ତେବେ ସିମା ବିବାଦ ଯୋଗୁ ମୃତଦେହଟି ଅଦ୍ୟାବଧି ସେହିଜାଗାରେ ପଡି ରହିଥିବାର ଜଣାପଡିଛି । ପ୍ରକାସଯେ,ବାରଙ୍ଗଥାନା ଅଧିନସ୍ଥ କନକ ଦୁର୍ଗା ଆଦିବାସି ସାହିର ରାମଚନ୍ଦ୍ର ଟୁଡୁଙ୍କର ଏକମାତ୍ର ପୁଅ ସୁଶାନ୍ତ ମଙ୍ଗଳବାରଠାରୁ ନିଖୋଜ ଥିବାର ତାଙ୍କ ବାପା ରାମଚନ୍ଦ୍ର ବୁଧବାରସକାଳେ ବାରଙ୍ଗଥାନା […]

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଭୁବନେଶ୍ୱର,୧୨ା୬(ଏସଏସନିଉଜ) ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି ।ତାଙ୍କସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଓ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର ନାଜିଛି । ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ମଙ୍ଗଳ ଆଳତି ପରେ ଖୋଲାଯିବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ୪ ଦ୍ୱାର ଖୋଲାଯିବ ବୋଲି କ୍ୟାବିନେଟ୍ ବୈଠକ […]

ଆଜିର ରାଶିଫଳ

୨୦୨୪ମସିହା ଜୁନ୍ ମାସ ୧୩ତାରିଖ ଗୁରୁବାର।ସୁର୍ୟ୍ୟୋଦୟ-ଘ୫/୧୦/୫୮ ,ସୂର୍ୟ୍ୟାସ୍ତ-ଘ୬/୨୨/୦,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ ,ତିଥି-ସପ୍ତମୀ ରାତ୍ରିଘ୯/୩୦ମିପର୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ, ରାତ୍ରିଘ୯/୩୦ମିପରେ ଐଶାନ୍ୟକୋଣର।ଅଗନ୍ତବ୍ୟ ତିଥି,ଶନିସପ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଏବଂ ରାତ୍ରି ଘ୯/୩୦ମିପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୩/୭ମିରୁ ସୂର୍ୟ୍ୟାସ୍ତଘ୬/୨୨ମିପର୍ୟ୍ୟନ୍ତ।(କାଳରାତ୍ରି) ରାତ୍ରିଘ୧୧/୪୯ମି ରୁ ଘ୧/୧୧ମିପର୍ୟ୍ୟନ୍ତ।ଶୁଭବେଳା–(ଅମୃତ) […]

ଆଜିରରାଶିଫଳ

ଜୁନ୍ ମାସ ୧୨ତାରିଖ ୨୦୨୪ ମସିହା(ବୁଧବାର) ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି-ଷଷ୍ଠୀ ସନ୍ଧ୍ୟା ଘ୦୭/୧୨ ଗତେ ସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୯, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୨/୧୯,ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୭/୧୨ଗତେ ବାୟବ୍ୟେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଦ୍ୟ ମୃତେ ସନ୍ଧ୍ୟା ଘ୦୭/୧୨ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୩୦ଗତେ ଘ୧୦/୦୯ ମଧ୍ୟେ,ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୦୭/୩୪ଗତେ ଘ୦୮/୨୯ ମଧ୍ୟେ ଓ ଘ୦୧/୨୮ଗତେ ଘ୦୨/୨୩ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ଅଦ୍ୟ ନିମ୍ବ […]