Browsing monthly archive

September 2024

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୫ତାରିଖ ୨୦୨୪ ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୧୨/୧୮ ଗତେ ନବମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୧୧/୧୫ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୬, ଯୋଗିନୀ ଐଶାନ୍ୟେ ଦିବା ଘ୧୨/୧୮ ଗତେ ପୂର୍ବେ, ଅଷ୍ଟମୀର ଏକୋଡ଼ିଷ୍ଟ ଓ ନବମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କନ୍ୟା ରାଶିର ଘାତଚନ୍ଦ୍ର, କର୍କଟ ରାଶିର ଘାତବାର,କାଳବେଳା -ଦିବା ଘ୦୮ /୪୦ଗତେ ଘ୧୦/୧୧ ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୧୧ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୨୮ […]

୩୦ରେ ରାଜ୍ୟର ସବୁ ସ୍କୁଲରେ ବସିବ ବୈଠକ

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଆସନ୍ତା ୩୦ତାରିଖରେ ରାଜ୍ୟର ସମସ୍ତବିଦ୍ୟାଳୟରେ ଏକ ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବମରୁ ଦ୍ବାଦଶ ପିଲାଙ୍କ ଅଭିଭାବକ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ପାଠପଢା ସହ ବିଭିନ୍ନ ପ୍ରସଙ୍ଗନେଇ ଆଲୋଚନା ହେବା ସହ (ଇଚଇଇଜ)ଓଊନେଇ ଆଲୋଚନ ହେବ। ରାଜ୍ୟ ସରକାର ଅଭିଭାବକମାନଙ୍କଠାରୁ ସମ୍ମତି ପାଇବାପରେ ଅଟୋମେଟେଡ୍ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (ଇଚଇଇଜ) ଓଊ ପ୍ରସ୍ତୁତ କରିବେ।ଏନେଇ ସର୍ବସମ୍ମତି ମିଳିବାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପିତାମାତାଙ୍କ ସମ୍ମତିପତ୍ର ସଂଗ୍ରହ କରି ଏହାକୁ ସରକାରଙ୍କ ନିକଟକୁ ପଠାଇବେ। ନୂତନ ଜାତୀୟ ଶିକ୍ଷା […]

ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ?

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ JSW ଓହରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ଯୋରଧରିଛି ।ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଛି ।୭ମାସ ତଳେ ବିଜେଡି ସରକାର ଥିବା ବେଳେ ଚୁକ୍ତି କରିଥିଲା JSW୪୦ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲାତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଯାଞ୍ଚ ହେବ ଘିଅ

ପୁରୀ,୨୪ା୯(ଏସଏସନିଉଜ)ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ ।ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଯୋରଦାର ପ୍ରଚାର ହେବାପରେ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପରୀକ୍ଷାକରାଯିବାଏନେଇ ପୁରୀ ଜିଲ୍ଲାପାଳଙ୍କ ବୟାନ ଅନୁ୍ୟାୟୀ ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ।ତେଣୁ ଘିଅର ମାନ ପରୀକ୍ଷା କରାଯିବାନେଇ ସୁଚନା ଦେଇଛନ୍ତି ।  

ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକାନବୀନ କର୍ମୀ ଓ ନେତାଙ୍କୁ ଭେଟି ଦଳକୁ ଦୃଢ କରିବାକୁ କରିବେ ଆଲୋଚନା ।ଏବେ ନବୀନ ନିବାସରେ ସମୀକ୍ଷା ପରେ ଆଗକୁ ଗ୍ରାଉଣ୍ଡରେ ଆକ୍ସନ ନେବାକୁ ଯାଉଛି ବିଜେଡି। ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ନଭେମ୍ବରରେ ମଇଦାନକୁ ଓହ୍ଲାଇବେ ନବୀନ। ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୪ତାରିଖ ୨୦୨୪ମସିହା (ମଙ୍ଗଳବାର) ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବା ଘ୧୨/୪୫ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୪୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୬ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୪୫ ଗତେ ଐଶାନ୍ୟେ , ସପ୍ତମୀର ଏକୋଡ଼ିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ  ,କନ୍ୟା ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର ,କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ ,ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- […]

ପୁରୀରେ ହଣାକଟା, ୩ ଆହତ

ପୁରୀ,୨୩/୯(ଏସଏସନିଉଜ) ସାମାନ୍ୟ ବଚସାକୁ ନେଇ ପୁରୀରେଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛନ୍ତି।ହଣାକଟାରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଟାଉନଥାନା ଗାଣ୍ଡୁଆଚଉରା ଛକରେ ଗଣ୍ଡଗୋଳ ଘଟିବା ସହ ଏହାକୁ ନେଇ ହଣାକଟା ହୋଇଥିବାର ଅଭିଯୋଗ ହୋଇଛି।

ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ଭୁବନେଶ୍ବର,୨୩/୯(ଏସଏସନିଉଜ) ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଛନ୍ତିଏଣିକି ‘ନମସ୍ତେ’ ବି ଲୋକାଲରୁ ଗ୍ଲୋବାଲ ହୋଇଗଲାଣି।ଆପଣଙ୍କ ଭଲପାଇବା ମୋପାଇଁ ସବୁଠୁ ବଡ଼ ସୌଭାଗ୍ୟ ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି।ଆଜି ଭାରତ 6G ଉପରେ କାମକରୁଛି।ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି।ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ବ ଦେଲୁ।ହଜାରହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି ବୋଲି କହିଛନ୍ତି ମୋଦି।ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ […]

ଥାନାରେ ବନ୍ଧାହେଲା ଲଙ୍କାଲେମ୍ବୁ

  ଭୁବନେଶ୍ବର,୨୩/୯(ଏସଏସନିଉଜ)ଭରତପୁର ଥାନାରେ ଲଙ୍କାଲେମ୍ବୁ ବନ୍ଧାଯାଇଛି। ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସି କାର୍ଯ୍ୟରେ ଯୋଗଦେବା ପରେ ପୂଜାପାଠ କରିଛନ୍ତି।ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଲେ ଆଇଆଇସି।ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି ଆଇଆଇସି। ଅନ୍ୟପଟେ ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ବିଜେଡି ପକ୍ଷରୁ ଦିଆଯାଇଥିବା ହରତାଳ ଡାକରା ପ୍ରତ୍ୟାହୃତ ହୋଇଥିବା ନେଇ ଦଳପକ୍ଷରୁ ସୂଚନା ଦିଆଯାଇଛି। ଭରତପୁର ଘଟଣାକୁ ନେଇ ହରତାଳ ଡାକରା ଦେଇଥିଲା ବିଜେଡି […]

ଉତ୍ତର ଗ୍ରାମୀଣଅଞ୍ଚଳରେ ସେବାସପ୍ତାହ ପାଳନ

ବାରଙ୍ଗ,୨୨/୯ (ଏସଏସନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ସାରା ଭାରତରେ ସେବା ସପ୍ତାହ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଉତ୍ତର ଗ୍ରାମୀଣ ମଣ୍ଡଳ ତରଫରୁ ଭୁବନେଶ୍ୱର ଉପକଣ୍ଠ ଦାଢ଼ା ପଞ୍ଚାୟତର ମରିଚିଆ ଗ୍ରାମରେ ରବିବାର ପୂର୍ବାହ୍ନ ସମୟରେ ସେବା ସପ୍ତାହ ଉପଲକ୍ଷେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସଂଯୁକ୍ତା ପଢ଼ିହାରିଙ୍କ ନେତୃତ୍ୱରେ ଭାଜାପା ନେତା ଜିତେନ୍ଦ୍ର ସାସ୍ମଲ, ସାଗର […]