Browsing monthly archive

September 2024

ସହିଦନଗରରେ ଏଥର ୧୫୦ଫୁଟର ତୋରଣ

ଭୁବନେଶ୍ୱର,୨୮/୯(ଏସଏସନିଉଜ)ଏଥର ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ୧୫୦ଫୁଟ ଉଚ୍ଚର ତୋରଣ କରାଯିବ ବୋଲିଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି ସମିତିର ସଭାପତି ହେମନ୍ତ କୁମାର ପରିଡା ।ଏହାସହ ପୂଜାରେ କଣ ସବୁ ପଦକ୍ଷେପ ସମିତି ପକ୍ଷରୁ ଆୟୋଜନ କରାଯାଉଛି ତାହା ବର୍ଣନା କରିଥିଲେ I ଚଳିତବର୍ଷ ପୂଜାଟି ୪୭ ବର୍ଷରେ ପଦାର୍ପଣ କରୁଛି I ପୂଜାକୁ ଗୁରୁତ୍ବ ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବାପାଇଁ ସବୁ ପ୍ରକାରର ଦୁର୍ଲଭପୂଜା ସାମଗ୍ରୀକୁ ସମିତି ପକ୍ଷରୁ ଯୋଗାଇ […]

ଗାଡ଼ିରେ ଲିପ୍ଲିଟ୍ ବାହାନାରେ ଲୁଟିଲେ ୩୫ ହଜାର

ବାରଙ୍ଗ, ୨୭/୯(ଏସଏସନିଉଜ)ବାରଙ୍ଗ- ରତାଗଡ଼ ମୁଖ୍ୟରାସ୍ତାର ଚଣ୍ଡୀପ୍ରସାଦ ଗ୍ରାମ ନିକଟରେ ଛୁରୀ ଦେଖାଇ ଜଣେ ସ୍କୁଟି ଚଳକଙ୍କଠାରୁ ୩୫ ହଜାର ଟଙ୍କା ଲୁଟି ନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି। ପ୍ରକାଶଯେ, ଗୁରୁବାରଦିନ ସାଢେ଼ ୧୨ ସମୟରେ ବାଙ୍କୀଥାନା ଅଂଚଳ କେଉଟପାଟଣା ଗ୍ରାମର ଭାସ୍କର ବେହେରା (୩୬) ନାମକ ବ୍ୟକ୍ତିଘରୁ ଓଡି ୦୫ୟାଇ ୩୦୧୮ନମ୍ୱର ସ୍କୁଟି ଯୋଗେ ସୀତାରାମ ବଜାରସ୍ଥିତ ଜୟଦେବ ବେହେରା ନାମକ ଭିଣେଇଙ୍କ ଘରକୁ ଭଣଜା ର ଦେହ ଖରାପ ଥିବାର ଶୁଣି ଆସୁଥିଲେ। ଆସୁଥିବା ବେଳେ […]

ବୋମା ମାଡ଼ ଗୁଜବ

ବାରଙ୍ଗ,୨୯/୭|୯ (ଏସଏସନିଉଜ)ଶୁକ୍ରବାର ରାତିରେ ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରେ ବୋମାମାଡ଼ ହୋଇଥିବା ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ଦଶଟା ସମୟରେ ଗ୍ରାମର ବିଦ୍ୟାଳୟ ନିକଟ ଜନୈକ ବ୍ୟକ୍ତିଙ୍କ ଘର ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଯାହାକୁ ନେଇ ଆଖପାଖ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବୋମା ଫୁଟିଥିବା ଭାବି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ […]

ଖାଲଖାମାରେ ପୂର୍ଣ୍ଣ ଭୁବନେଶ୍ୱର ନୀୟୁ ରେଲଷ୍ଟେଶନ ରାସ୍ତା

ବାରଙ୍ଗ,୨୮/୯(ଏସଏସନିଉଜ)ନିୟୁ ଭୁବନେଶ୍ୱର ରେଳଷ୍ଟେସନଠାରୁ ବାରଙ୍ଗ ରେଲଷ୍ଟେଶନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଛି।ଯାହାଫଳରେ ସାଧାରଣ ଲୋକ ଏହି ରାସ୍ତା ଦେଇ ଯାତାୟତ କରିବା ପାଇ ଇଚ୍ଛା ବି କରୁନାହାନ୍ତି।ଗତ୧୦/୧୨ବର୍ଷ ତଳୁ ଏହି ରାସ୍ତା କୋଠା ଓ ରାସ୍ତା ବିଭାଜନ ଭୁବନେଶ୍ୱର ଅଧିନରୁ ବାହାରି ରେଲୱେ ଅଧିନକୁ ଆସିଥିଲା।ନୂଆକରି ନିୟୁ ଭୁବନେଶ୍ୱର ରେଳଷ୍ଟେସନ ହେବାସମୟରେ ଏହି ରାସ୍ତାଟିକୁ ନୂଆକରି କାମ କରାଯାଇଥିଲା।ପରବର୍ତ୍ତୀ ସମୟରେ ରାସ୍ତାଟିର ମରାମତି ପ୍ରତି ଗୁରୁତ୍ଵ ଦିଆନଯିବାରୁ ରାସ୍ତା ଏବେ […]

ଘରେ କରୁଥିଲେ ଦେଶୀ ମଦ ପ୍ୟାକେଟ

  ବାରଙ୍ଗ,୨୭|୯ (ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରୁ ଶୁକ୍ରବାର ରାତିରେ ବିପୁଳ ଦେଶୀମଦ ଜବତ କରିଛି କଟକ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ଏହି ଘଟଣାରେ ଅବକାରୀ ବିଭାଗ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଇଞ୍ଜଣା ଗ୍ରାମର ବାବାଜୀଭୋଇ (୪୮) ଏବଂ ସୋମନାଥଭୋଇ(୧୯)। ପ୍ରକାଶ ଯେ, ଇଞ୍ଜଣା ଗ୍ରାମରେ ଦେଶୀମଦ କାରବାର ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଶୁକ୍ରବାର ରାତିରେ ଅତର୍କିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିଥିଲେ। […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୮ତାରିଖ ୨୦୨୪ ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ, ତିଥି-ଏକାଦଶୀ ଦିବା ଘ୦୨/୫୭ ଗତେ ଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୨୬,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୫୭ ଗତେ ନୈରୁତେ,ଏକାଦଶୀର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କର୍କଟ ଓ ମକରରାଶିର ଘାତ ଚନ୍ଦ୍ର,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଦିବା ଘ୦୪/୦୩ଗତେ ଘ୦୫/୩୩ମଧ୍ୟେ,ବାରବେଳା -ଦିବା ଘ୦୧/୦୪ ଗତେ ଘ୦୨/୩୮ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୧୮ ଗତେ ଘ୦୯/୪୩ […]

ଅକ୍ଟୋବରମାସରୁ ମିଳିବ ଗହମ

ଭୁବନେଶ୍ୱର,୨୭/୯(ଏସଏସନିଉଜ)ରାଜ୍ୟରେ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବ ସରକାର ଗହମ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ମନା କରିଥିଲେ। ବର୍ତ୍ତମାନ୍ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରଖି କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି। ଗୋଟିଏ ପରିବାରକୁ କୋଟାର ୨୦ ପ୍ରତିଶତ ଗହମ ଦିଆଯିବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ନିଜ ଇଚ୍ଛାରେ ଅଧିକ […]

ପ୍ରକାଶ ପାଇଲା ଷ୍ଟାଣ୍ଡିଂ କମିଟିର ୩୧ଜଣିଆ ତାଲିକା

ଭୁବନେଶ୍ୱର,୨୭/୯(ଏସଏସନିଉଜ)ଷ୍ଟାଣ୍ଡିଂ କମିଟିର ୩୧ ଜଣିଆ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ବର ସାଂସଦ ଅପରାଜିତାଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି।ସେହିଭଳି ଭାବେ ଶିକ୍ଷା,ମହିଳା, ଶିଶୁ,ଯୁବ ବ୍ୟାପlର କମିଟିରେ ସମ୍ବିତ ପାତ୍ର,ସଂସଦୀୟ ଷ୍ଟାଣ୍ଡିଂ କମିଟି (ଶିଳ୍ପ)ରେ ବିଭୁ ପ୍ରସାଦ ତରାଇ,ସଂସଦୀୟ କମିଟି (ବାଣିଜ୍ୟ)ରେ ବୈଜୟନ୍ତ ପଣ୍ଡା ଓ ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂକମିଟି (ଅର୍ଥ)ର ଅଧ୍ୟକ୍ଷ ହୋଇଛନ୍ତି ଭର୍ତ୍ତୃହରି ମହତାବ ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର),ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୦୧/୩୦ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/ ୨୬,ଯୋଗିନୀ ଉତ୍ତରେ ଦିବା ଘ୦୧/୩୦ ଗତେ ଅଗ୍ନିକୋଣେ, ଦଶମୀର ଏକୋଡ଼ିଷ୍ଟଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୦୮/୩୮ ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୩୦ ମଧ୍ୟେ ଓ ଘ୦୭/୧୨ ଗତେ ଘ୦୮/୩୭ ମଧ୍ୟେ ଓ ଘ୧୨/୦୫ଗତେ ଘ୦୩/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ କଳମଶାଗ ଦିବା ଘ୦୧/୩୦ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୬ତାରିଖ ୨୦୨୪ମସିହା(ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୫ ଗତେ ଦଶମୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୨୭ ଗତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୦୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୬ ,ଯୋଗିନୀ ପୂର୍ବେ ଦିବା ଘ୧୨/୩୫ ଗତେ ଉତ୍ତରେ ,ନବମୀର ଏକୋଡ଼ିଷ୍ଟ ଓ ଦଶମୀର ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା […]