ଭୁବନେଶ୍ୱର,୨୭/୯(ଏସଏସନିଉଜ)ଷ୍ଟାଣ୍ଡିଂ କମିଟିର ୩୧ ଜଣିଆ ତାଲିକା ପ୍ରକାଶ ପାଇଛି।
ଭୁବନେଶ୍ବର ସାଂସଦ ଅପରାଜିତାଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି।ସେହିଭଳି ଭାବେ ଶିକ୍ଷା,ମହିଳା, ଶିଶୁ,ଯୁବ ବ୍ୟାପlର କମିଟିରେ ସମ୍ବିତ ପାତ୍ର,ସଂସଦୀୟ ଷ୍ଟାଣ୍ଡିଂ କମିଟି (ଶିଳ୍ପ)ରେ ବିଭୁ ପ୍ରସାଦ ତରାଇ,ସଂସଦୀୟ କମିଟି (ବାଣିଜ୍ୟ)ରେ ବୈଜୟନ୍ତ ପଣ୍ଡା ଓ ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂକମିଟି (ଅର୍ଥ)ର ଅଧ୍ୟକ୍ଷ ହୋଇଛନ୍ତି ଭର୍ତ୍ତୃହରି ମହତାବ ।