Browsing yearly archive

2024

ମେଲାଣି ନେବେ କାର୍ତ୍ତିକେୟ

ବାରଙ୍ଗ,୨୧/୧୧(ଏସଏସନିଉଜ) ମେଲାଣି ନେବେ କାର୍ତ୍ତିକେୟ ।ଏଥିପାଇଁ ସବୁ ପୂଜା କମିଟି ପକ୍ଷରୁ ୨୫ରେ ହେବାକୁ ଥିବା ଭସାଣି ଉତ୍ସବକୁ ମନଲୋଭା କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।ଏହାସହ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଭସାଣିକୁ ଶାରିବା ପାଇ ଗୁରୁବାର ଆୟୋଜିତ ପ୍ରସ୍ତୁତ ବୈଠକରେ ଆଲୋଚନା ହୋଇଛି।ବାରଙ୍ଗଥାନା ପରିସରରେ ଆୟୋଜିତ ବୈଠକରେ ଭସାଣିରେ ସାମିଲ ହେବାକୁ ଥିବା ସମୁଦାୟ ୨୬ଟି ମେଢ଼ କ୍ରମାନ୍ୱୟରେ କେଉଁ ସମୟରେ କେଉଁଠାରୁ ଛାଡ଼ିବେ ସମୟ ପ୍ରସ୍ତୁତ ହୋଇଯାଇଛି।ତ୍ରିଶୁଳିଆ ଜଙ୍କସନରୁପ୍ରଥମ ଗୋଠପୁର ମେଢ଼ ଅପରାହ୍ନ ୪ […]

ବିଲ୍ଡରକୁ ବ୍ଲାକମେଲିଂ

ଚନ୍ଦକା,୨୧ା୧୧(ଏସଏସନିଉଜ)ଜଣେ ବିଲ୍ଡରକୁ ଜମିଦେଇ ପରବର୍ତିସମୟରେ ଜମିର ଉପଯୁକ୍ତ ଟଙ୍କା ନେଇସାରିବାପରେ ଅଧିକ ଟଙ୍କା ଦାବୀକରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଚନ୍ଦକାଗ୍ରାମର ତାପସ ନରେନ୍ଦ୍ରନାମକ ବ୍ୟକ୍ତିକୁ ଗୁରୁବାରଦିନ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସଯେ,ଚନ୍ଦକା ଅଂଚଳରେ ଇଭସ ବିଲ୍ଡର ତାର ପ୍ରକଳ୍ପ ଆରମ୍ଭ କରିଛି ।ଏହି ପ୍ରକଳ୍ପ ନିମନ୍ତେ ବିଲ୍ଡରର ଚନ୍ଦକାଗ୍ରାମର ମିନାକ୍ଷୀନରେନ୍ଦ୍ରନାମକ ମହିଳାଙ୍କ ଜମିକିଣିବାପାଇଁ ଉଭୟଙ୍କ ସହମତିରେ ଜମିମୁଲ୍ୟାୟନ କରାଯାଇଥିଲା ।ବିଲ୍ଡର ଜମିମାଲିକ ମିନାକ୍ଷୀନରେନ୍ଦ୍ର ଓ ତାଙ୍କର ୮ଜଣ ଲିଗାଲହିଅରଙ୍କୁ ୧କୋଟି୧୮ଲକ୍ଷଟଙ୍କା ପ୍ରଦାନ କରିଥିଲେ ।ମିନାକ୍ଷୀଙ୍କ ପୁଅ ତାପସ […]

ଆଜିର ରାଶିଫଳ

ନଭେମ୍ବରମାସ ୨୨ତାରିଖ ୨୦୨୪ମସିହା(ଶୁକ୍ରବାର) ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ସନ୍ଧ୍ୟା ଘ ୦୬/୦୬ ଗତେ ଅଷ୍ଟମୀ,ନକ୍ଷତ୍ର- ଅଶ୍ଳେଷା ସନ୍ଧ୍ୟା ଘ ୦୫/୫୮ଗତେ ମଘା,ଚନ୍ଦ୍ର -କର୍କଟ ସନ୍ଧ୍ୟା ଘ ୦୫/୫୮ଗତେ ସିଂହ,ସୁର୍ୟୋଦୟ-ପ୍ରାତଃ ଘ୦୬/୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦, ଯୋଗିନୀ ବାୟବ୍ୟେ ସନ୍ଧ୍ୟା ଘ ୦୬/୦୬ ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶି ର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୪୮ ଗତେ ଘ୦୧/୩୩ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୫୧ […]

ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର,୨୧/୧୧(ଏସଏସନିଉଜ)ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ।ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ଆଶ୍ରମ।ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି।ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସକୁ ନେଇ ଭଙ୍ଗାଯିବ ଆଶ୍ରମ।୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ।

ଆରମ୍ଭ ହେଲା ପ୍ରାଣୀଧନ ଗଣନା

  କଟକ,୨୧/୧୧(ଏସଏସନିଉଜ)ରାଜ୍ୟରେ ୨୧ତମ ପ୍ରାଣୀଧନ ଗଣନା -୨୦୨୪ କାର୍ଯ୍ୟକ୍ରମ କଟକ ଜିଲ୍ଲାର ଖପୁରିଆସ୍ଥିତ ୱାର୍ଡନଂ ୫୦ ଏବଂ ୫୨ରୁ ଶୁଭାରମ୍ଭ କରାଯାଇଅଛି। ରାଜ୍ୟର ସମସ୍ତ ଗ୍ରାମ ତଥା ସହରାଞ୍ଚଳରେ ଥିବା ସମସ୍ତ ୱାର୍ଡରେ ଏହି ପ୍ରାଣୀ ଧନ ଗଣନା କରାଯିବ୨୦୧୯-୨୦ ମସିହାଠାରୁ ପ୍ରତି ୫ବର୍ଷରେ ଏହି ଗଣନା କରାଯାଇ ଆସୁଛି।ପ୍ରାଣୀ ସମ୍ପଦର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରାଣୀଧନ ଗଣନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ […]

ଆଜିର ରାଶିଫଳ

ନଭେମ୍ବରମାସ ୨୧ତାରିଖ ୨୦୨୪ମସିହା(ଗୁରୁବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ସନ୍ଧ୍ୟାଘ୦୫/୦୪ଗତେ ସପ୍ତମୀ ,ନକ୍ଷତ୍ର- ପୂଷ୍ୟା ଦିବାଘ୦୪/୧୯ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୩/୩୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୦୩/୫୦ ,ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୫/୦୪ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା -ଦିବା ଘ୦୨/୧୬ଗତେ ଘ୦୫/୦୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୧ ମଧ୍ୟେ ଓ ଘ୦୨/୦୩ ଗତେ ଘ୦୨/୧୫ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ୦୯/୦୦ ମଧ୍ୟେ ,ବିଶୁଦ୍ଧ […]

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୦ା୧୧(ଏସଏସନିଉଜ)ଯାଜପୁରରେ ଧର୍ମଶାଳାବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିବାନେଇ ଅଭିଯୋଗ ହୋଇଛି । ଯାଜପୁର ବୁଢ଼ାପୋଲ ନିକଟରେ ବବିଙ୍କ ସମର୍ଥକମାନେ ଆକ୍ରମଣ କରିଥିବାନେଇ ଧର୍ମଶାଳା ବିଧାୟକ ହିମାଂଶୁ ଅଭିଯୋଗ ଆଣିଛନ୍ତି। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ ହୋଇଥିବାନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ମିଟିଂ ପାଇଁ ଯିବାବେଳେ କିଛି ଲୋକ ରାସ୍ତାରୋକ କରିଥିଲେ ।ବିଧାୟକଙ୍କ ଗାଡି ରହିବାକ୍ଷଣି କିଛିଲୋକ ମାଡିଆସି ବବିଭାଇ ଜିନ୍ଦାବାଦ୍ କହି ଗାଡ଼ିକୁ ରଡ୍‌, ଠେଙ୍ଗାରେ ପିଟିଥିଲେ ।ଏହାପରେ ଚେନ୍ […]

ବାରଙ୍ଗରେ ଲଜ୍ଜ୍ୟା

କଟକ,୨୦/୧୧(ଏସଏସନିଉଜ)କଟକଜିଲ୍ଲା ବାରଙ୍ଗ ଅଞ୍ଚଳର ତ୍ରିଶୂଳଆ ପାଖରେ ଥିବା ଏକ ଇଟାଭାଟି ପାଖରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପିଶାଚ ମାମୁଁ୬ବର୍ଷର ଭାଣେଜିକୁ ବି ଛାଡିନାହିଁ। ଏହି ଘଟଣା ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରିଛି।ଝାଡ଼ଖଣ୍ଡ ଅଞ୍ଚଳର ମାମୁଁ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ ପରିବାର ସହ ରହୁଥିବା ଜଣେ ୬ ବର୍ଷର ସମ୍ପର୍କୀୟ ଭାଣେଜିକୁ କୁରକୁରେ ଖାଇବାକୁ ଦେବାକୁ ଫସାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ […]

ଚୋରୀକରି ଧରାପଡିଲେ ଚୋର ଓ କବାଡ଼ିଆ

ବାରଙ୍ଗ, ୧୯/୧୧(ଏସଏସନିଉଜ)ଏକ ମାର୍ବଲ ଦୋକାନରୁ ବିଭିନ୍ନ ଉପକରଣ ଚୋରି କରିବା ଅଭିଯୋଗରେ ବାରଙ୍ଗଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲଣ କରିଛି। ସେମାନେ ହେଲେ ବ୍ରାହ୍ମଣୀଗାଁର ସିନୁ ଭୋଇ ଓ ବିହାରର ରବି ଗୁପ୍ତା। ପ୍ରକାଶ ଯେ, ପଦ୍ମନାଭନଗର ବଜାର ଛକରେ ବାଲଗୋପାଳ ଇନଫା ନାମକ ଥିବା ମାର୍ବଲ ଦୋକାନର ବିଭିନ୍ନ ଘରୋଇ ଉପକରଣ ଗତ ୯ତାରିଖ ରାତିରେ ଚୋରୀ ହୋଇଥିଲା।ଏନେଇ ଦୋକାନ ମାଲିକ ବିଜୟ କୁମାର ଶର୍ମା ପରଦିନ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ […]

ଜମୁଛି ବାରଙ୍ଗର ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା

ବାରଙ୍ଗ, ୧୯/୧୧(ଏସଏସନିଉଜ) ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ବାରଙ୍ଗ ଅଂଚଳରେ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ ପ୍ରଭୁକାର୍ତ୍ତିକେୟ ଙ୍କର ପୂଜାଅର୍ଚ୍ଚନା ଚାଲିଛି। ଏହି ପୂଜା ୧୦ଦିନ ଧରି ଚାଲିବାକୁ ଥିବାବେଳେ ସନ୍ଧ୍ୟା ହେବାମାତ୍ରେ ପୁଜମଣ୍ଡପରେ ଲାଗୁଛି ଗହଳି । କିଣାବିକାର ପସରା ସାଙ୍ଗକୁ ଚଟାପଟ ଖାଦ୍ୟ ଓ ତାସାଙ୍ଗକୁ ମିନାବଜାରର ମଜା ଉଠାଉଛନ୍ତି ଦର୍ଶକ। ୧୦ଦିନ ଧରି ଚାଲିବାକୁ ଥିବା ଏହି ପୁଜାବଜାରରେ ବିଭିନ୍ନ ପୂଜାମଣ୍ଡପ ପାଖରେ ଆୟୋଜିତ […]