Browsing yearly archive

2024

ବାରବାଟୀ ଟିକେଟ ଦର କମିଲା

କଟକ,୧୯/୧୧(ଏସଏସନିଉଜ)ବାରବାଟୀ ଦିନିକିଆ ପାଇଁ ଟିକେଟ ଦର କମିଛି।ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ଟିକେଟଦର ହ୍ରାସ ପାଇଛି।ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓସିଏ।ଗ୍ୟାଲେରୀ ୧ ଓ ୩- ଥିଲା ୧୨୦୦ଟଙ୍କାରୁ ହ୍ରାସ ପାଇ ୧୧୦୦ ଟଙ୍କା ରଖାଯାଇଛି।ଗ୍ୟାଲେରୀ ୫- ଥିଲା ୧୫୦୦, ହେଲା ୧୨୦୦।ଗ୍ୟାଲେରୀ ୨ ଓ ୪- ଥିଲା ୧୦୦୦, ହେଲା ୯୦୦ ଟଙ୍କା।ଗ୍ୟାଲେରୀ ୭- ଥିଲା ୮୦୦, ହେଲା ୭୦୦ ଟଙ୍କା।ସ୍ପେଶାଲ ଏନ୍‌କ୍ଲୋଜର- ଥିଲା ୭ […]

ବଢୁଛି ଶୀତ

ଭୁବନେଶ୍ଵର, ୧୯/୧୧(ଏସଏସନିଉଜ) ପାରଦ ଖସିବା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହିତ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ ରହିବ ଓ ଘନକୁହୁଡି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି। ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି। ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ […]

୨୩ରେ ସରିବ ବାଲିଯାତ୍ରା

କଟକ, ୧୯/୧୧(ଏସଏସନିଉଜ) ଐତିହାସିକ ବାଲିଯାତ୍ରାର ସମୟସିମା ବୃଦ୍ଧିହୋଇଛି । ନଭେମ୍ବର୧୫ କାର୍ତ୍ତିକପୂର୍ଣ୍ଣିମାରେ ଆରମ୍ଭ ହୋଇଥିବା ଏହି ୮ଦିନିଆ ମହୋତ୍ସବ ୯ଦିନରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରାର ଉଦଘାଟନ କରିଥିବାବେଳେ ନଭେମ୍ବର ୨୨ରେ ଏହା ଶେଷହେବାର ଥିଲା। ଏବେ କିନ୍ତୁ ଏହା ୨୩ରେ ଶେଷ ହେବାଅର୍ଥାତ ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

ଆଜିର ରାଶିଫଳ

ନଭେମ୍ବରମାସ ୨୦ତାରିଖ ୨୦୨୪ମସିହା(ବୁଧବାର)ମାର୍ଗଶୀର ମାସ- କୃଷ୍ଣପକ୍ଷ ,ତିଥି- ପଞ୍ଚମୀ ଦିବା ଘ ୦୪/୫୧ ଗତେ ଷଷ୍ଠୀ ,ନକ୍ଷତ୍ର- ପୁନର୍ବସୁ ଦିବା ଘ ୦୩/୩୨ ଗତେ ପୂଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୩/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୦୦ ,ଯୋଗିନୀ ଦକ୍ଷିଣେ ଦିବା ଘ ୦୪/୫୦ ଗତେ ପଶ୍ଚିମେ , ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟରାଶିର ଘାତବାର ,କାଳବେଳା -ଦିବା ଘ୦୮/୪୬ ଗତେ ଘ୧୦/୧୦ ମଧ୍ୟେ ,ବାରବେଳା – ଦିବା ଘ୧୧/୩୦ ଗତେ ଘ୧୨/୫୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ […]

ଆଜିର ରାଶିଫଳ

ନଭେମ୍ବରମାସ ୧୯ତାରିଖ ୨୦୨୪ ମସିହା (ମଙ୍ଗଳବାର)ମାର୍ଗଶୀର ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ସନ୍ଧ୍ୟା ଘ ୦୫/୨୭ ଗତେ ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୧୦,ଯୋଗିନୀ ନୈରୁତେ ସନ୍ଧ୍ୟା ଘ ୦୫/୨୭ ଗତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୩ ଗତେ ଘ୦୨/୧୭ ମଧ୍ୟେ,ବାରବେଳା – ଦିବା ଘ୦୭/୨୬ ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୫୦ ମଧ୍ୟେ ଓ ଘ୦୮/୫୧ଗତେ ଘ୧୧/୩୭ ମଧ୍ୟେ ଓ ରାତ୍ରି ଘ୦୭/୨୬ ଗତେ ଘ୦୮/୧୦ ମଧ୍ୟେ,ବିଶୁଦ୍ଧ […]

ସମୀରଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

  ଭୁବନେଶ୍ୱର,୧୮/୧୧(ଏସଏସନିଉଜ)ପୂର୍ବତନମନ୍ତ୍ରୀ ସମୀରଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସ୍ବର୍ଗତଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ସଂଗଠକ ଥିଲେ। ଉଚ୍ଚଶିକ୍ଷା ଓ ନଗରଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା […]

ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବର ତୃତୀୟ ସନ୍ଧ୍ୟା

ବାରଙ୍ଗ,୧୭।୧୧(ଏସଏସନିଉଜ)ବାରଙ୍ଗର ପ୍ରସିଦ୍ଧପର୍ବ କାର୍ତିକେଶ୍ୱର୍ ପୂଜା ଆରମ୍ଭ ହୋଇଯାଇଛି।ସନ୍ଧ୍ୟା ହେବା ମାତ୍ରେ ଦେଖଣାହାରିଙ୍କ ଭିଡ ଲାଗିରହିଛି।ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳା ଆଉ ତାସାଙ୍ଗକୁ ସଉଚ୍ଚ ତୋରଣ ବେଶ୍ ମନଲୋଭା କରିଛି।ଏହାରି ଭିତରେ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପର୍ବର ଆକର୍ଷିଣକୁ ଦ୍ୱିଗୁଣିତ କରିଛି।ଆଜି ଥିଲା ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ତୃତୀୟ ସଂଧ୍ୟା।ଏହାକୁଆଇନ,ପୂର୍ତ ଓ ଅବକାରୀମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଶାର ଐତିହ୍ୟ,ସଂସ୍କୃତି,ସାମାଜିକ ବ୍ୟବସ୍ଥାକୁ ବଞ୍ଚେଇ ରଖିବାପାଇଁ ସାଂସ୍କୃତିକ ମାଧ୍ୟମରେ ଅନନ୍ୟ […]

ଆଜିର ରାଶିଫଳ

ନଭେମ୍ବରମାସ ୧୮ତାରିଖ ୨୦୨୪ ମସିହା(ସୋମବାର)ମାର୍ଗଶୀର ମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ରାତ୍ରି ଘ ୦୬/୫୧ ଗତେ ଚତୁର୍ଥୀ,ନକ୍ଷତ୍ର- ମୃଗଶିରା ଦିବା ଘ ୦୪/୨୧ ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୧/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୦,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ ୦୬/୫୧ ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୨୫ ଗତେ ଘ୦୮/୪୮ ମଧ୍ୟେ,ବାରବେଳା – ଦିବା ଘ୦୨/୧୬ ଗତେ ଘ୦୩/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୨୪ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୧/୩୭ ମଧ୍ୟେ […]

ଆଜିର ରାଶିଫଳ

ନଭେମ୍ବରମାସ ୧୭ତାରିଖ ୨୦୨୪ମସିହା(ରବିବାର)ମାର୍ଗଶିରମାସ- କୃଷ୍ଣପକ୍ଷ ,ତିଥି- ଦ୍ଵିତୀୟା ରାତ୍ରି ଘ ୦୮/୫୭ ଗତେ ତୃତୀୟା ,ନକ୍ଷତ୍ର- ରୋହିଣୀ ସନ୍ଧ୍ୟା ଘ ୦୫/୫୨ ଗତେ ମୃଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧/୨୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୦ ,ଯୋଗିନୀ ଉତ୍ତରେ ରାତ୍ରି ଘ ୦୮/୫୮ଗତେ ଅଗ୍ନିକୋଣେ ,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମେଷ ରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୧୦ ଗତେ ଘ୧୨/୫୭ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୫୦ […]

ନଭେମ୍ବରମାସ ୧୬ତାରିଖ ୨୦୨୪ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ ୧୧/୩୯ ଗତେ ଦ୍ଵିତୀୟା,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ ୦୭/୫୪ ଗତେ ରୋହିଣୀ,ଅଦ୍ୟ ବିଛା ସଂକ୍ରାନ୍ତି ଓ କାର୍ତ୍ତିକେୟ ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୬/୦/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୪୦,ଯୋଗିନୀ ପୂର୍ବେ ରାତ୍ରି ଘ ୧୧/୩୯ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୬/୨୩ ମଧ୍ୟେ*ଦିବା ଘ୦୩/୪୦ ଗତେ ଘ୦୫/୦୩ ମଧ୍ୟେ,ବାରବେଳା – ଦିବା ଘ୧୨/୫୩ ଗତେ ଘ୦୨/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ […]