Browsing yearly archive

2024

ଅମାନିଆ ମୋ ବସ

ଚନ୍ଦ୍ରଶେଖରପୁର,୨/୧୧(ଏସଏସନିଉଜ) ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ମୋବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏଥିସହ ଚନ୍ଦ୍ରଶେଖରପୁରରେ ଅଞ୍ଚଳରେ ଗଡ଼ୁଥିବା ପ୍ରାୟ ୧୪ଟି ମୋବସକୁ ସ୍ଥାନୀୟଲୋକ ରୋକିଛନ୍ତି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଛି। […]

ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶକୁ ନେଇ ଆଲୋଚନା ଚକ୍ର

ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଇଣ୍ଡକସନ କାର୍ଯ୍ୟକ୍ରମ

ବାରଙ୍ଗ,୧।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ରେ ୨୦୨୪-୨୫ ବର୍ଷରେ ନୂତନ ଭାବେ ଆଡ଼ମିଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଇଣ୍ଡକସନ କାର୍ଯ୍ୟକ୍ରମକୁ ଶୁକ୍ରବାରଦିନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ୍ ପ୍ରସାଦ ପ୍ରଦୀପପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କୁ ତଥା ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଆୟୁର୍ବେଦର ଭବିଷ୍ୟତ ସଂପର୍କରେ ସୂଚନା ଦେଇଥିଲେ । ଡାଇରେକ୍ଟର […]

୨୫ରେ ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ଭସାଣି

ବାରଙ୍ଗ,୧/୧୦(ଏସଏସନିଉଜ) ଆଉ ଦିନ କେଇଟା ପରେ ବାରଙ୍ଗର ପ୍ରସିଦ୍ଧ ଗଣପର୍ବ କର୍ତିକେଶ୍ୱର ପୂଜା ହେବ।ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ କାର୍ତ୍ତିକେୟ ଓ ନିଲେନ୍ଦ୍ରିୟଙ୍କ ପୂଜା ହେବ। ବାରଙ୍ଗ ଅଂଚଳର ପ୍ରସିଦ୍ଧ କାର୍ତ୍ତିକପୂଜା ଓ ଭସାଣିପାଇ ଏବେଠାରୁ ପ୍ରସ୍ତୁତପର୍ବ ଆରମ୍ଭ ହୋଇଯାଇଛି।ବାରଙ୍ଗଅଞ୍ଚଳର ବଡ଼ପର୍ବ ତଥା ଭାଇଚାରାର ପର୍ବ ହୋଇଥିବାରୁଏହାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହି ପୂଜାର ଅନ୍ୟତମ ଆକର୍ଷକ ଭସାଣି ହୋଇଥିବାରୁ […]

15 New Guest will arrive NandanKanan

Barang,1/11(ssnews)Zoo exchange programme between Nandankanan & Pilikula Zoo,Mangalore.As approved by Central Zoo Authority, a nine member team of Nandankanan zoo lead by Dr Sudipta Kumar Panda, ACF, SBG moved to Pilikula Zoological Park, Mangaluru , Karnataka for acquisition and transfer of approved zoo animals as detailed below. Nandankanan Zoological Park will hand over Golden pheasant […]

ଆଜିର ରାଶିଫଳ

ନଭେମ୍ବରମାସ ୦୨ତାରିଖ୨୦୨୪ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ ୦୮/୦୪ ଗତେ ଦ୍ଵିତୀୟାନକ୍ଷତ୍ର- ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୦୯/୨୬ ,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୦୪ ଗତେ ଉତ୍ତରେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୭ ମଧ୍ୟେ ଓ ଦିବା ଘ୦୩/୪୨ଗତେ ଘ୦୫/୦୭ ମଧ୍ୟେ ,ବାରବେଳା – ଦିବା ଘ୧୨/୫୪ଗତେ ଘ୦୨/୧୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୦ ଗତେ ଘ ୦୯/୫୨ ମଧ୍ୟେ ଓ ଘ୦୨/୨୦ […]

ଆଜିର ରାଶିଫଳ

ନଭେମ୍ବରମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ସନ୍ଧ୍ୟା ଘ ୦୫/୫୬ ଗତେ ପ୍ରତିପଦ,ନକ୍ଷତ୍ର- ସ୍ୱାତି ରାତ୍ରି ଘ୦୩/୫୯ ଗତେ ବିଶାଖା,ଅଦ୍ୟ ଦୀପାବଳୀ ଓ ପୟାଶ୍ରାଦ୍ଧ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୪୬,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୫୬ଗତେ ପୂର୍ବେ,ଅମାବାସ୍ୟାର ସାମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୪୩ଗତେ ଘ୧୧/୩୪ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୪୨ମଧ୍ୟେ ଓ ଘ୦୭/୩୦ ଗତେ ଘ ୦୮/୪୨ ମଧ୍ୟେ ଓ ଘ୦୩/୨୯ […]

ଫାୟାର ପାଇଲା ନାହିଁ,ପାଇଲେ ମାସ୍ୟଜିବି

ବାରଙ୍ଗ,୩୦/୧୦((ଏସଏସନିଉଜ) ମୁଣ୍ଡଳୀବ୍ରିଜ ଉପରେ ଗାଡ଼ି ରଖି ନିଖୋଜ ଥିବା ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧର ହୋଇଛି।ମଙ୍ଗଳବାର ଦିନ ତମାମ ଅଗ୍ନିଶ୍ରମ ବାହିନୀ ଖୋଜାଖୋଜି କରି ବିଫଳ ହେବାପରେ ଆଜି ସକାଳୁ ମସ୍ୟଜିବିଙ୍କ ଦ୍ଵାରା ମୃତଦେହ ଉଦ୍ଧାର ପରେ ତାରିଣୀମହାନଦୀକୁ ଡେଇଁ ଆତ୍ମହତ୍ୟା କରାଯାଉଥିବା ସନ୍ଦେହ ସତ ହୋଇଛି। https://youtu.be/pXavNJEqBaE?si=VpM-8wDDikTiFckb ପ୍ରକାଶଯେ,ବ୍ୟାଙ୍କ କର୍ମଚାରୀ ତାରିଣୀ ସୋମବାରଦିନ ୧୨ଟାରେ ବ୍ୟାଙ୍କରୁ ଏକ ପଲସରଯୋଗେ ବାହାରି ଥିଲେ।ବିଳମ୍ଭିତ ରାତିରେମୁଣ୍ଡଳୀ ବ୍ରିଜ ଉପରେ ବାଇକ […]

ସାବାସ୍ ଟୁଲୁ

ବାରଙ୍ଗ, ୩୦/୧୦(ଏସଏସନିଉଜ)ତ୍ରିଶୂଳିଆବଜାର ନିକଟସ୍ଥ ସୁବାଷବୋଷ ସେତୁ ନିକଟରୁ ମଙ୍ଗଳବାର ରାତିରେ ଜଣେ ନାବାଳକକୁ ଉଦ୍ଧାର କରି ବୁଧବାର ଜଣେ ସହୃଦୟ ବ୍ୟକ୍ତି ପୁଲିସକୁ ହସ୍ତାନ୍ତର କରିଛି। ପ୍ରକାଶଯେ, ଚନ୍ଦକାଥାନା ଅଂଚଳର ଜି.ଲୋକନାଥଙ୍କ ନାବାଳକପୁଅ ଗତ ସୋମବାରଠାରୁ ଘରୁ ରାଗି ପଳାଇ ଆସିଥିଲେ। ମଙ୍ଗଳବାର ରାତିରେ କାଠଯୋଡିନଦୀ ସୁବାଷ ସେତୁ ନିକଟରେ ବୁଲୁଥିବା ବେଳେ ସଦର ଥାନା ଅଂଚଳ କାଜିପାଟଣା ଗ୍ରାମର ଅଜିତ କୁମାର ସ୍ଵାଇଁ ନାମକ ବ୍ୟକ୍ତି ନାବାଳକକୁ ଅଟକାଇ ପାଖରେ ରଖି ଖାଇବାପାଇଁ ବ୍ୟବସ୍ଥା କରିଥିଲେ।ନାବାଳକ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଧନ୍ଵନ୍ତରୀ ପୂଜା

ବାରଙ୍ଗ, ୩୦/୧୦(ଏସଏସନିଉଜ) ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ ଭଗବାନ ଧନ୍ବନ୍ତରୀ ଦେବଙ୍କ ଆବିର୍ଭାବ ଦିବସକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇଛି ।ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର,ଔଷଧିୟ ବୃକ୍ଷରୋପଣ ନିମନ୍ତେ ଚାରାବଣ୍ଟନ, ଜନ ସଚେତନତା ଉଦ୍ଦେଶ୍ୟରେ ପଦଯାତ୍ରା , ସେମିନାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ କରାଯାଇଥିଲା । ଆୟୁର୍ବେଦୀୟ ଆହାର ମେଳାକୁ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର […]