Browsing yearly archive

2024

ଅଜଣା କାରନେଲା ବୃଦ୍ଧଙ୍କ ଜୀବନ

ବାରଙ୍ଗ ,୩୦/୧୦(ଏସଏସନିଉଜ) ବୁଧବାର ବଢ଼ିଭୋର ସମୟରେ ପାଟପୁରଛକ ନିକଟରେ ଏକ ଅଜଣା କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତୁ ଘଟିଛି। ପ୍ରକାଶଯେ,ବ୍ରାହ୍ମଣୀଗାଁର ହେମନ୍ତ କୁମାର ପାଳ(୬୫) ଓରଫ ହେମା ନାମକବ୍ୟକ୍ତି ପରିବାର ପ୍ରତିପୋଷଣ ପାଇଁ ସବୁଦିନେ ସାଇକେଲରେ ଛତ୍ରବଜାର ପରିବା ମାର୍କେଟରୁ ପରିବାଆଣି ଗାଁ ପାଖରେ ବ୍ୟବସାୟ କରିଥାନ୍ତି। ହେମା ଛାତ୍ରବଜାରରୁ ପରିବା ନେଇ ବୁଧବାର ବଢ଼ି ଭୋର ସମୟରେ ଘରକୁ ଫେରୁଥିଲେ।ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟ ଏକ ମାର୍ବଲ ଦୋକାନ ସମ୍ମୁଖରେ ପହଂଚିଥିବା ବେଳେ […]

ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ରିଲିଫପାଣ୍ଠିକୁ ସହାୟତା

ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରକାର୍ଯ୍ୟ ପାଇଁ ଆଜି ଲୋକସେବାଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟାବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।ଏହି ସଂସ୍ଥା ହେଉଛନ୍ତି କେଏମ୍‌ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ , ହାଇଇଲ୍‌ଡ ଇଷ୍ଟେଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ଲକ୍ଷ ,ସୂର୍ଯ୍ୟକ୍ଷେତ୍ର […]

ଆଜିର ରାଶିଫଳ

ଅକ୍ଟୋବରମାସ ୩୧ତାରିଖ ୨୦୨୪ ମସିହା(ଗୁରୁ ବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୩/୩୨ ଗତେ ଅମାବାସ୍ୟା,ନକ୍ଷତ୍ର- ଚିତ୍ରା ଦିବା ଘ୦୧/୧୦ ଗତେ ସ୍ୱାତି,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୬, ଯୋଗିନୀ ପଶ୍ଚିମେ ଦିବା ଘ୦୩/୩୨ ଗତେ ଐଶାନ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୧୬ ଗତେ ଘ୦୫/୦ ୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୩୦ମଧ୍ୟେ ଓ ଘ୦୧/୫୩ଗତେ ଘ ୦୨/୧୫ମଧ୍ୟେ ଓ ରାତ୍ରି ଘ୦୫/୫୬ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଆଜିର ରାଶିଫଳ

ଅକ୍ଟୋବରମାସ ୩୦ତାରିଖ ୨୦୨୪ ମସିହା (ବୁଧବାର)କାର୍ତ୍ତିକମାସ-କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ ୧୨/୫୮ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ହସ୍ତା ଦିବା ଘ୧୦/୧୧ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୦୬, ଯୋଗିନୀ ଦକ୍ଷିଣେ ଦିବା ଘ୧୨/୫୮ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୨ ଗତେ ଘ୧୦/୦୮ ମଧ୍ୟେ,ବାରବେଳା – ଦିବା ଘ୧୧/୩୨ ଗତେ ଘ୧୨/୫୮ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୪ ମଧ୍ୟେ ଓ ଘ୦୭/୨୮ ଗତେ ଘ ୦୮/୧୫ ମଧ୍ୟେ ଓ ଘ୧୦/୪୦ ଗତେ ଘ୧୧/୦୪ ମଧ୍ୟେ,ବିଶୁଦ୍ଧ […]

ମନୋରଂଜନ ସାହୁ ହେଲେ ଭୁବନେଶ୍ବର ଉପଜିଲ୍ଲାପାଳ

ଭୁବନେଶ୍ୱର,୨୮ା୧୦(ଏସଏସନିଉଜ)OASସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାରାଶୈଳେନ୍ଦ୍ର କୁମାର ଜେନା ମିଶନଶକ୍ତି ଯୁଗ୍ମସଚିବ ହୋଇଥିବାବେଳେ ମମତା ବାରିକ ଓଡ଼ିଶା ଜୀବିକାମିଶନ ଯୁଗ୍ମସଚିବ,ବିନୋଦ କୁମାର ଜେନା ପର‌୍ୟ୍ୟଟନ ବିଭାଗ ଯୁଗ୍ମ ସଚିବ,ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ .ମନୋରଂଜନ ସାହୁ ଭୁବନେଶ୍ବର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ତାରିଖ ୨୦୨୪ମସିହା (ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୧୦/୨୩ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/ ୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧ /୩୬,ଯୋଗିନୀ ନୈରୁତେ ଦିବାଘ୧୦/୨୨ଗତେ ଦକ୍ଷିଣେ,ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୦ ଗତେ ଘ୦୨/୩୦ମଧ୍ୟେ,ବାରବେଳା – ଦିବା ଘ୦୭/୧୫ଗତେ ଘ୦୮/୪୧ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୦ ମଧ୍ୟେ ଓ ଘ୦୮/୪୩ ଗତେ ଘ ୦୧/୨୮ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୨୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ସନ୍ଧ୍ୟା ଘ୦୫/୦୮ଗତେ ଘ୦୭/୨୨ମଧ୍ୟେ,ପୋଇ ଦିବାଘ୧୦/୨୨ ଗତେ ବାଇଗଣ ଭକ୍ଷଣ ନିଷେଧ। ମେଷ :-ଆଜି […]

ପୋଲିସ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ) ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସାଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆଯୋଜନା ଆରମ୍ଭ କରିବାକୁ ଯାଉଛିାଥାନାରିସେପସନ୍ ଦାୟିତ୍ବରେଥିବା ଅଧିକାରୀ ପିନ୍ଧିବେ ବଡିକ୍ୟାମେରା ।ଥାନାରେ ଉତ୍ପାତକରୁଥିବା ଅମାନିଆଙ୍କ ଅଡିଓ,ଭିଡିଓ ରେକର୍ଡହେବ ।କେବଳ ଏତଲାକାରୀନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବାକ୍ୟାମେରାରେ ରେକର୍ଡଦୃଶ୍ୟକୁ ସିଧାସଳଖଦେଖିବେ ସିପି ଓ ଡିସିପିାପାନିକ୍ ବଟନ ଦବାଇବାମାତ୍ରେ ଅଭାବନୀୟଘଟଣା ରେକର୍ଡ ହେବାପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସା

ଆଜିର ରାଶିଫଳ

ଅକ୍ଟୋବରମାସ ୨୮ତାରିଖ ୨୦୨୪ ମସିହା (ସୋମବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୭/୪୪ ଗତେ ଦ୍ୱାଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୦୩ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୬, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୪୪ ଗତେ ନୈରୁତେ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବାଘ୦୨/୧୮ଗତେ ଘ୦୩/୦୫ମଧ୍ୟେ,ବାରବେଳା -ଦିବା ଘ୦୭/୧୮ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୭ ମଧ୍ୟେ ଓ ଘ୦୯/୦୪ଗତେ ଘ ୧୧/୨୫ମଧ୍ୟେ ଓ ରାତ୍ରି ଘ୦୭/୪୩ଗତେ ଘ୦୧୦/୫୩ ମଧ୍ୟେ,ବିଶୁଦ୍ଧ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୭ତାରିଖ ୨୦୨୪ମସିହା (ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୦ /୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୧୨/୫୬,ଯୋଗିନୀଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ ଘ୦୧/ ୦୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/ ୪୦ଗତେ ଘ୦୯/୦୩ ମଧ୍ୟେ ଓ ଘ୦୧/୦୧ଗତେ ଘ୦୩/ ୨୫ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୦୯/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୫ ଗତେ ଘ୦୫/୦୦ ମଧ୍ୟେ,ଅଦ୍ୟ ଶିମ୍ବଶାଗ ଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ନିଜର […]

ସାନଖେମୁଣ୍ଡିରେ ବାଘ ଆତଙ୍କ !

ଭୁବନେଶ୍ୱର,୨୬/୧୦(ଏସଏସନିଉଜ) ସାନଖେମୁଣ୍ଡିରେ ବାଘ ଆତଙ୍କ ଦେଖାଦେଇଛି।ଗଙ୍ଗାପୁର ପଂଚାୟତ ନରସିଂହଗଡ଼ ଅଞ୍ଚଳରେ ବାଘର ପାଦଚିନ୍ହ ଦେଖି ଅଞ୍ଚଳବାସୀ ଛାନିଆ ହୋଇପାରିଛନ୍ତି ।ଗ୍ରାମବାସୀଙ୍କଠାରୁ ଖବରପାଇ ପଦଚିହ୍ନ ବାଘର ନା ଆଉ କେଉଁ ଜନ୍ତୁର ଜାଣିବାପାଇଁ ବନବିଭାଗ ଘଟଣାସ୍ଥଳକୁ ଯାଇତଦନ୍ତ ଆରମ୍ଭ ହୋଇଛି। ବାଘ ନା ଆଉ କଣ ଜାଣିବା ପାଇଁ କ୍ୟାମେରା ଲାଗିବା ସହ STF ଟିମ୍ ଓ ବନ ବିଭାଗର ମିଳିତ ତଦନ୍ତ ଆରମ୍ଭ ହୋଇଛି।