Browsing yearly archive

2024

କାନ୍ଧରେ ବୃଦ୍ଧାଙ୍କୁ ବୋହି ଆଣିଲେ ଆଶାକର୍ମୀ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ଶିବାନୀ ।ଶିବାନୀଙ୍କର ଏହିଡଭଳି କାର୍ଯ୍ୟକୁନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । । ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସକୁମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୫ତାରିଖ ୨୦୨୪ମସିହା (ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ ୦୩/୨୦ ଗତେ ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/ ୧୬,ଯୋଗିନୀ ପୂର୍ବେ ରାତ୍ରି ଘ ୦୩/୨୧ ଗତେ ଉତର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୮/୪୦ଗତେ ଘ୧୧/୩୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୩୯ ମଧ୍ୟେ ଓ ଘ୦୭/୨୬ଗତେ ଘ୦୮/୪୦ମଧ୍ୟେ ଓ ଘ୧୨/ ୧୫ ଗତେ ଘ୦୩/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ଲାଉ ଭକ୍ଷଣ ନିଷେଧ। ମେଷ👉ଆଜି କିଛି […]

ଭିଣୋଇର ଭୁଜାଲି ଚୋଟରେ ଚାଲିଗଲା ଶଳାର ଜୀବନ

ମେଣ୍ଢାଶାଳ,୨୪ା୧୦(ଏସଏସନିଉଜ)ପାରିବାରିକ ବିବାଦ ଯୋଗୁ ନିଶାଶକ୍ତ ଭିଣୋଇର ଭୁଜାଲି ଚୋଟରେ ଶଳାର ଜୀବନ ଯିବାସହ ୩ଜଣ ଆହତ ହୋଇଛନ୍ତି ।ଏହିଭଳିଘଟଣା ବୁଧବାର ବିଳମ୍ଭିତରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମରେ ଘଟିଛି । ପ୍ରକାସ ଯେ,ଗଙ୍ଗାପଡାଗ୍ରାମର ଲକ୍ଷ୍ମୀଧରଦାସ (୫୭) ମେଣ୍ଢାଶାଳଗ୍ରାମର ପ୍ରଶାନ୍ତବିଶ୍ୱାଳଙ୍କ ଭଉଣୀକୁ ବିବାହ କରିଥିଲେ ।ପରବର୍ତି ସମୟରେ ଲକ୍ଷ୍ମୀଧର ପିଲାଛୁଆଙ୍କୁ ଧରି ଶଶୁରଘର ମେଣ୍ଢାଶାଳରେ ରହୁଥିଲେ ।ବୁଧବାର ବିଳମ୍ଭିତରାତିରେ ନିଶାଶକ୍ତଅବସ୍ଥାରେ ଲକ୍ଷ୍ମୀଧର ଘରକୁ ଫେରିଥିଲେ ।ବାଇକର ହର୍ଣଶୁଣି ଶଳା ପ୍ରଶାନ୍ତବିଶ୍ୱାଳ କବାଟ ଖୋଲିବା କ୍ଷଣି ଏକ ଭୁଜାଲିରେପ୍ରଶାନ୍ତଙ୍କ […]

ବାତ୍ୟା ପାଇଁ ଦୁଇଦିନ ଧଉଳି ଶାନ୍ତିସ୍ତୁପ ବନ୍ଦ

ଭୁବନେଶ୍ୱର,୨୪/୧୦(ଏସଏସନିଉଜ) ସମ୍ଭାବ୍ୟ ବାତ୍ୟା ଦାନାର ଗଭୀର ପ୍ରଭାବରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳମାନଙ୍କରେ ପ୍ରବଳରୁ ଅତି ପ୍ରବଳବର୍ଷା, ବିଜୁଳି ଏବଂ ପାଗଖରାପ ରହିବାଦୃଷ୍ଟିକୁ ଆଖିଆଗରେ ରଖି ଆଜିଠାରୁ ଦୁଇଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଧଉଳି ଶାନ୍ତିସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି। ତଦନୁଯାୟୀ ଧଉଳି ଶାନ୍ତିସ୍ତୁପ ଆଜି ଅପରାହ୍ନ ୧ଘଟିକାରୁ ଆସନ୍ତାକାଲି ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ […]

ଗୋଦାମରେ ଚଢ଼ାଉ, ୫ ଜଣଙ୍କୁ ନୋଟିସ

କଟକ,୨୪/୧୦(ଏସଏସନିଉଜ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜିସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ […]

ଦେଖାଗଲା ବାତ୍ୟା ‘ଦାନା’ର ଆଖି

ଭୁବନେଶ୍ବର,୨୪ା୧୦(ଏସଏସନିଉଜ) ଦାନାକୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କାରେ ରହିଛନ୍ତି । ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଏବେ ପାରାଦୀପଠୁ ମାତ୍ର ୧୦୦ କିମି ଦୂରରେ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଧାମରା ସ୍ଥଳଭାଗ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏବେ ବାତ୍ୟା ତା’ର ଗତିପଥ ବଦଳାଯାଇଛି । ଚାନ୍ଦବାଲିରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି ।ପାରାଦ୍ବୀପ ରାଡାରକୁ ଆସିଛି ବାତ୍ୟା ଦାନାର ଆଖିା […]

ତାଳଚୁଆରେ ଲ୍ୟାଣ୍ଡ କରିବ ଦାନା !

ଭୁବନେଶ୍ୱର,୨୪ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଆସିଛି ଆଉ ଏକ ବଡଖବର । କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହିଥିବା ବିଭାଗ […]

ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ

ବାରଙ୍ଗ,୨୩/୧୦(ଏସଏସନିଉଜ)ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ।ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ।ଦୁଇଦିନ ପାଇଁ ନନ୍ଦନକାନନ ଓ ବଟାନିକାଲ ବନ୍ଦ ରହିବା ନେଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୪ତାରିଖ ୨୦୨୪ମସିହା(ଗୁରୁବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ ୦୧/୫୯ ଗତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/ ୪୬,ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୧/୫୯ ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୨୦ ଗତେ ଘ ୦୫/୧୩ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ମଧ୍ୟେ ଓ ଘ ୦୧/୫୦ ଗତେ ଘ୦୧/୧୯ ମଧ୍ୟେ ଓ ରାତ୍ରି ଘ ୦୬/୦୦ଗତେ ଘ୦୯/୧୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ନଡ଼ିଆ […]

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭୁବନେଶ୍ୱର,୨୩ା୧୦(ଲିଙ୍ଗରାଜରାଉତ)ବାତ୍ୟାକୁ ନେଇ ଆଉ ଏକ ବଡ ଖବର ମିଳିଛି । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ଏହାର ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ […]