Browsing yearly archive

2024

ଭଙ୍ଗାଯିବ ଦିଲ୍ଲୀରେ ଥିବା ଓଡ଼ିଶା ଭବନ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦିଲ୍ଲୀରେ ଥିବା ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡ଼ିଛିାବିଭିନ୍ନ ଯାଞ୍ଚ ରିପୋର୍ଟରେ ଅସୁରକ୍ଷିତ ଦର୍ଶାଯାଇଛିାବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘୋଷଣା ପରେ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଛି ।

ଏସସିବିରେ ଆରମ୍ଭ ହେଲା ଦ୍ୱିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଏସସିବିରେ ଆରମ୍ଭ ହେଲା ଦ୍ୱିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟାଏସସିବି ସହ ଏଆଇଜିହାଇଦ୍ରାବାଦର ଡାକ୍ତରୀ ଟିମ୍ ଏଥିରେ ସାମିଲ ହୋଇଥିଲେ ।ମଡୁଲାର ଓଟିରେ ଆରମ୍ଭ ହେଲା ପ୍ରତିରୋପଣାନୟାଗଡ଼ର ଜଣେ ବ୍ୟକ୍ତିଙ୍କ ହେବ ଲିଭର ପ୍ରତିରୋପଣାଗତ ଏପ୍ରିଲରେ ଏସସିବିରେ ହୋଇଥିଲା ପ୍ରଥମ ଲିଭର ପ୍ରତିରୋପଣ ।  

ଲଘୁଚାପ ବର୍ଷା ସତର୍କତା

ଭୁବନେଶ୍ୱର,୯ା୯(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ । କୋରାପୁଟ ଓ […]

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ ଚିହ୍ନଟ ହୋଇଛି । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ ହୋଇଛି । ଏବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଲାବ ରିପୋର୍ଟ ପଜିଟିଭ ଆସିଛି ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୦ତାରିଖ ୨୦୨୪ମସିହା(ମଙ୍ଗଳବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ସନ୍ଧ୍ୟା ଘ୧୧/୦୧ଗତେ ଅଷ୍ଟମୀ ,ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୮/୩୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃଘ୦୫/୩୭/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୫୧/୪୦ ,ଯୋଗିନୀବାୟବ୍ୟେ ରାତ୍ରି ଘ୧୧/୦୧ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,ମୃତେ ଦ୍ଵିପାଦଦୋଷ ରାତ୍ରି ଘ୧୧/୦୧ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୧୪ଗତେ ଘ୦୨/୪୫ ମଧ୍ୟେ ,ବାରବେଳା – ଦିବା ଘ୦୭/୦୮ଗତେ ଘ୦୮/୪୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୪୨ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ଗତେ ଘ୦୧/୧୩ ମଧ୍ୟେ ଓ […]

ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଲା ୟାଗି’

ଭୁବନେଶ୍ୱର,୯ା୯(ଏସଏସନିଉଜ)ବାତ୍ୟା ‘ୟାଗି’ ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଇଛି । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପରେ ଗ୍ରାସି ଚାଲିଛି ।ବଡବଡଗଛ ଉପୁଡିପଡିବାସହ ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଭାଙ୍ଗୁଛି ।ଏହାର ପ୍ରଭାବରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସଠିକ୍‌ ଭାବେ ରିପୋର୍ଟ ପ୍ରକାଶ ପାଇନାହିଁ । ହେଲେ ବହୁ ଲୋକ ଆହତ ଓ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ ସହ ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ […]

ବନ୍ଧୁକ ସହ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଘରନିର୍ମାଣକୁ ନେଇ ଉପୁଜିଥିବା ବିବାଦ ଯୋଗୁ ବନ୍ଧୁକଦେଖାଇ ଜୀବନରେ ମାରିଦେବାକୁ ଧମକଦେବା ଅଭିଯୋଗରେ ଲକ୍ଷ୍ମୀସାଗରଥାନା ପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରିକୋର୍ଟଚାଳଣକରିବା ସହ ଏକ ବନ୍ଧୁକ ଓ ପାଞ୍ଚ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ଝାରପଡା ଦୋଳମଣ୍ଡପସାହିର ପ୍ରିୟଙ୍କାବେହେରା ଲକ୍ଷ୍ମୀସାଗରଥାନା ରେ କରିଥିବା ଅଭିଯୋଗ ଅନୁଯାୟୀ ରମେଶ ତାଙ୍କ ନିକଟ ସମ୍ପର୍କୀୟ ହୋଇଥିବାବେଳେ ଘରକୁଘର ଲାଗିକରି ରହିଛି । ଘର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଥିଲା । ଗୁରୁବାରଦିନ ଅଭିଯୁକ୍ତ […]

ସାପକାମୁଡ଼ାରେ ୩ ନାବାଳିକାଝିଅ ମୃତ

ବୌଦ୍ଧ,୯ା୯(ଏସଏସନିଉଜ) ଟିକରପଡ଼ା ପଞ୍ଚାୟତର ଚରିଆପଲି ଗ୍ରାମରେ ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ବାପା ସାଲେନ୍ଦ୍ର ମଲିକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି। ମୃତା ତିନି ନାବାଳିକା ଝିଅ ହେଲେ ସ୍ମୃତିରେଖା ମଲିକ (୧୨ ), ଶୁଭରେଖା ମଲିକ (୯), ସୁରଭି ମଲିକ (୩)। ସମସ୍ତେ ଘର ଚଟାଣରେ ଶେଯ ପାରି ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୌଣସି ବିଷାକ୍ତ ସାପ କାମୁଡ଼ି ଥିଲା। ଏକ […]

ମାଟି ଅତଡ଼ା ଖସି ରାସ୍ତା ଅବରୋଧ

ମାଲକାନଗିରି, ୯ା୯(ଏସଏସନିଉଜ) ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହେବାଫଳରେ ଚିତ୍ରକୋଣ୍ଡା ବ୍ଲକ ସମେତ ପ‌ଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସିଛି । ଗତ ଦୁଇଦିନ ଧରି ଲଘୁଚାପଜନିତ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ଠାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳରେ ଚିତ୍ରକୋଣ୍ଡା […]

ମାନବିକତା ଦେଖାଇଲେ ମନ୍ତ୍ରୀ

ମାଲକାନଗିରି, ୯ା୯(ଏସଏସନିଉଜ) ଗତକାଲି ଅପରାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ହାଟ ଛକ ଠାରେ ରାସ୍ତା ପାର ହେଉଥିବା ତଥା କନିଷି ହାଟରେ ନଡ଼ିଆ କଦଳୀ ବିକ୍ରରି କରୁଥିବା ଚିକିଟି ଲକ୍ଷ୍ମୀ ଆମ୍ମାକୁ ଏକ ଦୃତଗାମୀ ଅଟୋ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାଇ ହୋଇଯାଇଥିଲା ।ମହିଳାଜଣଙ୍କ ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି […]