Browsing monthly archive

June 2025

ଆଜିର ରାଶିଫଳ

ଜୁନମାସ ୨୯ତାରିଖ ୨୦୨୫ମସିହା (ରବିବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଥୀ ଦିବା ଘ୦୯/୦୦ ଗତେ ପଞ୍ଚମୀ ,ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୭/୦୦ ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୫୯ ,ଯୋଗିନୀ ନୈରୁତେ ଦିବା ଘ୦୯/୦୦ ଗତେ ଦକ୍ଷିଣେ ,ମେଷ ରାଶିର ଘାତବାର ,ପଞ୍ଚମୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୧୦/୦୯ ଗତେ ଘ୦୧/୨୫ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ଗତେ ଘ୦୯/୧୪ ମଧ୍ୟେ ଓ ଘ୦୧/୨୭ ଗତେ ଘ୦୨/୦୨ […]

ନନ୍ଦନକାନନ କାନନକ୍ଷେତ୍ରରେ ରଥଯାତ୍ରା

ବାରଙ୍ଗ,୨୭।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ରଥଯାତ୍ରା ମହା ସମାରୋହର ସହ ଅନୁଷ୍ଟିତ ହୋଇଯାଇଛି।ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ରଥଯାତ୍ରା ନନ୍ଦନକାନନ ଛକସ୍ଥିତ କାନନକ୍ଷେତ୍ରରେ ଅନୁଷ୍ଟିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ତିନିଠାକୁରଙ୍କୁ ପହଣ୍ଡି ବିଜେ ପରେ ରାଜା ଇ.ଅଭୟ ସାମନ୍ତରାୟ ଆସି ଛେରା ପହଁରା କରିଥିଲେ।ଏହାପରେ ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ଭୋଗହାଣ୍ଡି ଥାନାରୁ ବିରାଟ ପଟୁଆରରେ ଆସି ତିନିଠାକୁରଙ୍କୁ ସମର୍ପଣ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା।ମନ୍ଦିରକମିଟି ସଭାପତି ତଥା ବିଜେଡିନେତା […]

ଆଜିର ରାଶିଫଳ

ଜୁନମାସ ୨୮ତାରିଖ୨୦୨୫ ମସିହା(ଶନିବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ଦିବା ଘ୦୯/୫୦ ଗତେ ଚତୁର୍ଥୀ,ନକ୍ଷତ୍ର-ପୂଷ୍ୟା ଦିବା ଘ୦୭/୧୦ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/ ୪୯,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୫୦ ଗତେ ନୈରୁତେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ଚତୁର୍ଥୀରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୬/୫୪ ମଧ୍ୟେ ଓ ଦିବା ଘ୦୪/୪୭ଗତେ ଘ୦୬/ ୨୫ମଧ୍ୟେ,ବାରବେଳା- ଦିବା ଘ୦୧/୩୦ଗତେ ଘ୦୩/୦୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୩୭ଗତେ ଘ୦୪/୪୫ ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୭/୫୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୯/୨୪ ଗତେ ଘ୧୨/୨୦ […]

ଆଜିର ରାଶିଫଳ

ଜୁନମାସ ୨୭ତାରିଖ ୨୦୨୫ମସିହା (ଶୁକ୍ରବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୧୧/୨୩ ଗତେ ତୃତୀୟା,ନକ୍ଷତ୍ର-ପୁନର୍ବସୁ ଦିବା ଘ୦୮/୦୩ ଗତେ ପୂଷ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫ /୩୯,ଯୋଗିନୀ ଉତ୍ତରେ ଦିବା ଘ୧୧/୨୩ ଗତେ ଅଗ୍ନି କୋଣେ,ବିଛା,ଧନୁ ଓ ମୀନ ରାଶିର ଘାତବାର, ଦ୍ଵିତୀୟାର ଏକୋଦିଷ୍ଟ ଓ ତୃତୀୟରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ଶ୍ରୀଗୁଣ୍ଡିଚା,କାଳବେଳା ଓ ବାରବେଳା- ଦିବା ଘ୦୮/୩୦ ଗତେ ଘ୧୧/୪୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୪୭ ଗତେ ଘ୦୧/୪୧ମଧ୍ୟେ ଓ ରାତ୍ରି ଘ୦୮/୩୬ ଗତେ ଘ୦୧/୦୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା […]

ଶଶୁର ଶୁଦ୍ଧିକ୍ରିୟାକୁ ଆସି ଚାଲିଗଲା ଜ୍ୱାଇଁର ଜୀବନ

ସୋର,୨୬ା୬(ଏସଏସନିଉଜ)ଗତ ତିନିଦିନ ତଳେ ଶ୍ୱଶୁରଙ୍କ ମୃତୁ୍ୟଖବରପାଇ ଭଦ୍ରକଜିଲ୍ଲା ସାବରଙ୍ଗ ଗ୍ରାମରଜ୍ୱାଇଁ ଭାଗବତ ମଳିକ ଶ୍ୱଶୁର ଘରକୁ ଆସିଥିଲେ ।କୈ÷ାଣସି କାରଣକୁନେଇ ଗତକାଲି ରାତିରେ ମୃତ ଶଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜାଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ପରେ ମାରଧର ହୋଇଥିଲା ।ଏହି ଘଟଣାରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀମାନେ ମିଶି ଭାଗବତଙ୍କୁ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।ସୈ÷ାଭଗ୍ୟବଶତ ଭାଗବତ ସେଠାରୁ ଖସିଆସି ରାତିସାରା ନଟାପଡା ନିକଟସ୍ଥ ଏକ ମନ୍ଦିର ବରଣ୍ଡାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟଲୋକେ […]

ଧୋଇଗଲା ଅସ୍ଥାୟୀ ପୋଲ

ନବରଙ୍ଗପୁର ,୨୬ା.୬(ଏସଏସନିଉଜ)ପାପଡାହାଣ୍ଡି ବ୍ଲକ ଜଟବାଲ ଗ୍ରାମ ଚେରଘାଟ ବ୍ରିଜଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣିାଯାହାଫଳରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୨୬ ନମ୍ବର ଜାତୀୟରାଜପଥର ପ୍ରଶସ୍ତିକରଣ ଓ ଜଟାବାଲ ଚେରଘାଟଉପରେ ବ୍ରିଜନିର୍ମାଣ କାର୍ୟ୍ୟ ଚାଲିଛି ।ରାସ୍ତାକାମ ମୋଟାମୋଟି ସରିଯାଇଥିବା ବେଳେ ବ୍ରିଜ କାମ କିନ୍ତୁ ଅସମ୍ପୂର୍ଣ୍ଣ ରହିଛି ।ସାଧାରଣଲୋକଙ୍କ ଯାତାୟତ ନିମନତେ ଏକ ଅସ୍ଥାୟିପୋଲ କରାଯାଇଥିଲା ।କିନ୍ତୁ ବର୍ଷାରେ ଏହି ଅସ୍ଥାୟୀପୋଲଟି ଧୋଇଯିବା ସହ ତାଉପରେ ୩ଫୁଟ ଉଚ୍ଚର ପାଣି ଚାଲିବାରୁ […]

ଇଟାାଭାଟିରେ କରୁଥିଲେ କାମ

ଭୁବନେଶ୍ୱର ,୨୬ା୬(ଏସଏସନିଉଜ)ଚନ୍ଦକାଥାନା ଅନ୍ତ୍ରଗର୍ତ ସୁନ୍ଦରପୁର ଅଂଚଳରୁ ୪ଜଣ ଶିଶୁଶ୍ରମିକକୁ ଗୁରୁବାର ସଂଧ୍ୟାରେ ଉଦ୍ଧାର କରିଛି ଚନ୍ଦକା ପୋଲିସ। ମିଳିଥିବା ସୂଚନା ମୁତାବକ ସୁନ୍ଦରପୁରଠାରେ ଥିବା ଏକ ସିମେଣ୍ଟ ଇଟାକମ୍ପାନୀରେକାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମିକ ଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।ଏହି ଆଧାରରେ ସିଡବ୍ଲୁସି ଓ ଚନ୍ଦକା ପୋଲିସ ମିଳିତ ଭାବରେ ଉକ୍ତ ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଥିଲେ । ସେ କମ୍ପାନୀରୁ ଜଣେ ଝିଅ ଓ ତିନିଜଣ ବାଳକକୁ ଚଢାଉ କରି […]

ଗଞ୍ଜେଇମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୨୬।୬(ଏସଏସନିଉଜ) ଗଞ୍ଜେଇ ମୁକ୍ତ ହେବଓଡ଼ିଶାରାଜ୍ୟ ହେବ ଗଞ୍ଜେଇ ମୁକ୍ତ।ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି।

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।

SCOସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍‌ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।