ଆଜିର ରାଶିଫଳ
ଜୁଲାଇମାସ ୧୩ତାରିଖ ୨୦୨୫ମସିହା(ରବିବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ୦୧/୦୨ଗତେ ଚତୁର୍ଥୀ ,ନକ୍ଷତ୍ର-ଶ୍ରବଣା ଦିବା ଘ୦୭/୩୭ ଗତେ ଧାନିଷ୍ଟା.ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୫୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୮ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୦୨ ଗତେ ନୈରୁତେ.ସିଂହରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୧୦/୧୪ଗତେ ଘ୦୧/୩୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ଗତେ ଘ୦୯/୨୦ ମଧ୍ୟେ ଓ ଘ୦୧/୩୧ଗତେ ଘ୦୨/୦୯ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୩/୪୪ ଗତେ ଘ୦୪/୩୩ମଧ୍ୟେ ,ଅଦ୍ୟ […]