Browsing monthly archive

July 2025

ଫୁଲୁଛି ବ୍ରାହ୍ମଣୀ

ଭୁବନେଶ୍ୱର,୨।୭(ଏସଏସନିଉଜ)ଝାଡ଼ଖଣ୍ଡ ଉପର ମୁଣ୍ଡରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଜଳସ୍ତର ବଢୁଛି। ମନ୍ଦିରା ଡ୍ୟାମ୍‌ରେ ବିପଦ ସଙ୍କେତ ୧୭୮.୪୨୦ ମିଟର ରହିଥିବାବେଳେ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ଆଜି ସକାଳ ୮ଟା ସୁଦ୍ଧା ବ୍ରାହ୍ମଣୀର ବନ୍ୟାଜଳ ୧୭୪.୦୫ ମିଟର ଏବଂ ଅପରାହ୍ଣରେ ୧୭୪.୨୪୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ଜଳସ୍ତର ବଢ଼ୁଥିବାରୁ ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି। ବର୍ଷା ଲାଗି ରହିଲେ ଓ ଜଳସ୍ତର ବଢ଼ିଲେ ଡ୍ୟାମ୍‌ର ଅନ୍ୟ ଗେଟ୍‌ଗୁଡ଼ିକ ଖୋଲାଯିବ […]

ଆଜିର ରାଶିଫଳ

ଜୁଲାଇମାସ ୦୨ତାରିଖ୨୦୨୫ ମସିହା(ବୁଧବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୧/୩୦ଗତେ ଅଷ୍ଟମୀ,ନକ୍ଷତ୍ର-ଉତ୍ତରାଫା ଦିବା ଘ୧୧/୨୪ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୫୪,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୩,ଯୋଗିନୀ ବୟବ୍ୟେ ଦିବା ଘ୧୧/୩୦ ଗତେ ଐଶାନ୍ୟେ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଷ୍ଟମୀର ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୩୨ ଗତେଘ୧୦/୧୦ମଧ୍ୟେ,ବାରବେଳା- ଦିବା ଘ୧୧/୪୭ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୪୮ ଗତେଘ୦୮/୩୧ମଧ୍ୟେ ଓ ଘ୧୦/୧୧ଗତେ ଘ୧୧/୧୮ ମଧ୍ୟେ ଓ ଘ୦୧/୫୩ ଗତେ ଘ୦୫/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ତାଳ ଦିବା ଘ୧୧/୩୦ ଗତେ ନଡ଼ିଆ ଭକ୍ଷଣ ନିଷେଧ। ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି […]

୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଗଞ୍ଜାମ,୧।୭(ଏସଏସନିଉଜ)ପୁଣି ଏକ ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସୁଛି। ଗୋଳନ୍ଥରାଥାନା ଅଞ୍ଚଳରେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ଉକ୍ତ ନାବାଳିକାକୁ ହାତଗୋଡ଼ ବାନ୍ଧି ଜଣେ ୧୯ବର୍ଷର ଯୁବକ ଦୁଷ୍କର୍ମ କରୁଥିବା ଖବରପାଇଥିଲେ।ଘଟଣାସ୍ଥଳରେ ପରିବାରଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମକଦ୍ଦମା ରୁଜୁକରି ଉଭୟଙ୍କୁ ଡ଼ାକ୍ତରୀମାଇନା କରିଛି। ଅନ୍ୟପଟେ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ […]

ନନ୍ଦିଘୋଷରଥ ଭଙ୍ଗିବେ ଅଭିମାନୀ ମାଲକ୍ଷ୍ମୀ

ପୁରୀ,୧।୭(ଏସଏସନିଉଜ)ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନକରି ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ରାଗରେ ନନ୍ଦିଘୋଷରଥ ଭାଙ୍ଗିବେ ମାଲକ୍ଷ୍ମୀ।ଏଠାରେମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ ।ପରେ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ବିଜେହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଏହାପରେ ନାକଚଣାଦ୍ୱାର ଦେଇ ମହାଲକ୍ଷ୍ମୀ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପମଣ୍ଡପରେ ଲକ୍ଷ୍ମୀନାରାୟଣ ବନ୍ଦାପନା କାର୍ଯ୍ୟ […]