Browsing monthly archive

July 2025

ଆଜିର ରାଶିଫଳ

ଅଗଷ୍ଟ ମାସ ୦୧ ତାରିଖ ୨୦୨୫ ମସିହା (ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ, ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୪/୦୦ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୨,ଯୋଗିନୀ ଐଶାନ୍ୟେ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ୧୦/୧୩ ମଧ୍ୟେ ଓ ଘ୦୩/୫୦ ଗତେ ଘ୦୬/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୧/୦୭ ଗତେ ଘ୧୧/୫୫ ମଧ୍ୟେ,ଅଦ୍ୟ ନଡ଼ିଆ […]

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ତୃତୀୟକିସ୍ତି

ଭୁବନେଶ୍ୱର,୩୧।୭(ଏସଏସନିଉଜ)ଅଗଷ୍ଟ ୯ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟକିସ୍ତି ବୋଲି ସୂଚନା ଦେଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତିଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରତି ୬ ମାସରେ ୫ ହଜାର ମିଳୁଛି।ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି।୨ଲକ୍ଷ ଆବେଦନର ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି।ଅନ୍ୟପଟେ ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍‌ କିଷାନ ଟଙ୍କାବାରଣାସୀରୁ ଚାଷୀଙ୍କ […]

ହାତୀ ନେଲା ୩ଜୀବନ,ରାସ୍ତାରେ ବସିଲେ ଗ୍ରାମବାସୀ

ଢେଙ୍କାନାଳ,୩୧।୭(ଏସଏସନିଉଜ) ହିନ୍ଦୋଳଥାନା ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଝୁଲଣା ଦେହୁରୀ (୫୫) ଏବଂ ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ। ଗୁରୁବାର ସକାଳ‌େ ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ବନ୍ଚାଇବାକୁ ଯାଇ ଦେଢ଼ଶୂର କରୁଣାକରଙ୍କୁ ହାତୀ ଆକ୍ରମଣ କରିଥିଲା।ଫଳରେ ଉଭୟ ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ଗାଁର ଶଶିସାହୁ ହାତୀ ସହ ମୁହାଁମୁହିଁ […]

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

କେନ୍ଦ୍ରା‌ପଡ଼ା,୩୧।୭(ଏସଏସନିଉଜ) କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ଥିବା ଭିତରକନିକା ଜାତୀୟଉଦ୍ୟାନ ଆସନ୍ତାକାଲି ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ଆଗ୍ରାଭେଟ ପ୍ରାଇଭେଟ୍ ଇଥାନ୍ ଅଏଲ କମ୍ପାନୀରେ ଅବକାରୀ ବିଭାଗର ଚଢାଉ

କଟକ,୩୦।୭(ଏସଏସନିଉଜ)ମଣ୍ଡଳୀ ନିକଟସ୍ତ ନୂଆସାହିଠାରେ ଥିବା ଘରୋଇ ଈଥାନଅଏଲ ଆଗ୍ରାଭେଟ କମ୍ପାନିରେ କଟକ ଅବକାରୀବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ ବୁଧବାର ଦିନ କରାଯାଇଛି।କଟକ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶରେ ଏହି କଂପାନୀରେ କେତେ ଇଥାନଅଏଲ୍ ବିକ୍ରୀ ହେଉଛି, କେତେ ପରିମାଣର ପ୍ରସ୍ତୁତି ସହିତ କେଉଁକେଉଁ ଆଡେ ଯୋଗାଣ ହେଉଛି,ଇଥାନଅଏଲ୍ ପରେ ଆଉ କଣ ହେଉଛି ଏହାକୁ ନେଇ କମ୍ପାନୀ ଭିତରେ ଛାନଭିନ କରିଥିଲା ଅବକାରୀ ବିଭାଗର ୧୫ଜଣିଆ ଟିମ୍। ଅବକାରୀବିଭାଗ ଦୀର୍ଘ ସମୟଧରି ଚଢାଉ ଜାରୀ କରିରଖିଥିବାର ଜଣାପଡିଥିଲା। […]

ମାର ଚାଷଜମିରେ ପୁଅ ପକାଇଲା ବିଷାକ୍ତ ଔଷଧ

କୁକୁଡାଖଣ୍ଡି,୩୦।୭(ଏସଏସନିଉଜ)ଗଞ୍ଜାମଜିଲ୍ଲା ସଦରଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେଦେଖିବାକୁ ମିଳିଛି ମାର ଚାଷଜମି (ତୈଳି କିଆରୀ)ରେ ସାନପୁଅ ବିଷାକ୍ତଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସୁଦଷ୍ଣା ବିଷୋୟୀଙ୍କ ସାନପୁଅ ବାବୁଲା ବିଷୋୟୀ ନିଜ ମାଉପରେ ରାଗ ରଖି ତୈଳିକିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ଦେଖିଥିଲେ । ଖବରପାଇ ସୁଦଷ୍ଣା ଘଟଣାସ୍ଥଳରେ ପହଞ୍ଚି […]

ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ

ଭୁବନେଶ୍ବର,୩୦ା୭(ଏସଏସନିଉଜ) OAS ଅଧିକାରୀଙ୍କ ନାଁରେ ମହିଳାଥାନାର ଦ୍ବାରସ୍ଥ ହେଲେ ପତ୍ନୀାOSDMA ଡିଜିଏମ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଆଣିଲେ ଅଭିଯୋଗାପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଅଭିଯୋଗାନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା ପତ୍ନୀଙ୍କ ଅଭିଯୋଗାହସ୍ପିଟାଲ ବେଡ୍‌ରେ ନବଜାତ ପୁଅ ଓ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗାସ୍ବାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କଲେ ପତ୍ନୀାସବୁ ଅଭିଯୋଗର ଜବାବ ଥାନାରେ ଦେବି କହିଲେ OAS […]

ଆଜିର ରାଶିଫଳ

ଜୁଲାଇମାସ ୩୧ତାରିଖ ୨୦୨୫ମସିହା(ଗୁରୁବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ୦୪/୨୪ ଗତେ ଅଷ୍ଟମୀ ,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୨/୫୭ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୧୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୪୨ ,ଯୋଗିନୀ ବୟବ୍ୟେ ରାତ୍ରି ଘ ୦୪/୨୪ ଗତେ ଐଶାନ୍ୟେ.ବୃଷ ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୩/୦୮ ଗତେ ଘ୦୬/୨୦ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୧୨/୪୩ ଗତେ ଘ୦୩/୦୮ ମଧ୍ୟେ […]

ଦିନକ ପାଇଁ ସବୁ ସ୍କୁଲ୍ ଛୁଟି

ଭଦ୍ରକ,୩୦।୭(ଏସଏସନିଉଜ)ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଫଳରେ ବହୁ ଲୋକ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବାର ଜଣାଯାଇଛି।ଏହାକୁ ନଜରରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି।

ନନ୍ଦନକାନନ ପାଳିଲା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଭୁବନେଶ୍ୱର,୨୯।୭(ଏସଏସନିଉ ଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ମଙ୍ଗଳବାରଦିନ ଅନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ କରାଯାଇଛି।ପ୍ରତିବର୍ଷ ଜୁଲାଇମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ରଦିବସ ପାଳନ କରାଯାଏ। ବାଘମାନଙ୍କ ସଂରକ୍ଷଣ ଏବଂ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଉଛି। ନନ୍ଦନକାନନ ବାଘମାନଙ୍କ ପ୍ରଜନନରେ ଏକ ମାଇଲ ଖୁଣ୍ଟ ହାସିଲ କରିଛି। ଧଳାବାଘ, ମହାବଳବାଘ ଏବଂ ମେଲାନିଷ୍ଟିକ ବା କଳାଲୋମଯୁକ୍ତ ବାଘ ପାଇଁ ନନ୍ଦନକାନନ ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଚିଡ଼ିଆଖାନାରେ ୩୬୦ରୁ […]