Browsing monthly archive

July 2025

କାନ୍ଦ ବୋବାଳିରେ ଫାଟିଲା ବିଦ୍ୟାଳୟ

କଟକ,୨୯।୭(ଏସଏସନିଉଜ) ସାନମୁଣ୍ଡଳୀ ସ୍କୁଲର ଦୁଇଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶ ସୋମବାର ଅପରାହ୍ନରେ ଜଣାପଡିବା ପରେ ମଙ୍ଗଳବାର ସକାଳୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।ପିଲାମାନେ ଏହି ବଦଳି ଆଦେଶକୁ ବାତିଲ କରିବା ପାଇଁ ସ୍କୁଲ ସାମ୍ନାରେ ଧାରଣରେ ବସିଥିଲେ।ପରେ ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପିଲାମାନେ ଶୋକାକୁଳ ପରିବେଶ ଭିତରେ କାନ୍ଦିକାନ୍ଦି ବଦଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦାୟ ଦେଇଥିଲେ। ପ୍ରକାଶଯେ, ସାନମୁଣ୍ଡଳୀ ସ୍କୁଲର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ରଙ୍କର […]

ଆମର ଦରକାର ଜଗନ୍ନାଥ ସାର୍

କଟକ,୨୯।୭(ଏସଏସନିଉଜ)ଶିକ୍ଷକଙ୍କ ବଦଳି ବାତିଲ ଦାବୀରେ ଛାତ୍ରୀଛାତ୍ରମାନେ ପାଠପଢା ବନ୍ଦ କରି ପ୍ରାୟ ୧ଘଣ୍ଟା ଧରି ଧାରଣାରେ ବସିଥିଲା।ପରେ ପୋଲିସ ଆସି ବୁଝାସୁଝା କରି ଆଲୋଚନା ମାଧ୍ୟମରେ ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଉଠିଥିଲେ।   ପ୍ରକାଶ ଯେ,ରାମଦାସପୁର ପଞ୍ଚାୟତ ଅନ୍ତର୍ଗତ ରତାଗଡ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ଶ୍ରେଣୀଗୃହ ରହିଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ଦୀର୍ଘ ବର୍ଷ ହେବ ରହିଥିବା ଜଗନ୍ନାଥ ମାରାଣ୍ଡି ନାମକ […]

ଆଜିର ରାଶିଫଳ

ଜୁଲାଇମାସ ୩୦ତାରିଖ ୨୦୨୫ମସିହା(ବୁଧବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୨/୦୫ଗତେ ସପ୍ତମୀ ,ନକ୍ଷତ୍ର- ହସ୍ତା ରାତ୍ରି ଘ୧୦/୦୮ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୫୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୧୨ ,ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୨/୦୫ ଗତେ ବୟବ୍ୟେ ,ବୃଷ ରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୮/୩୧ଗତେ ଘ୧୦/୧୨ ମଧ୍ୟେ ,ବାରବେଳା- ଦିବା ଘ୧୧/୪୮ଗତେ ଘ୦୧/୨୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୯/୩୨ […]

ଆଜିର ରାଶିଫଳ

ଜୁଲାଇମାସ ୨୯ତାରିଖ୨୦୨୫ମସିହା (ମଙ୍ଗଳବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୧୨/୧୫ ଗତେ ଷଷ୍ଠୀ,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୭/୫୦ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୩୨,ଯୋଗିନୀ ଦକ୍ଷିଣେ ରାତ୍ରି ଘ ୧୨/୨୫ ଗତେ ପଶ୍ଚିମେ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା -ଦିବା ଘ୦୨/୦୬ ଗତେ ଘ୦୩/୪୭ ମଧ୍ୟେ,ବାରବେଳା- ଦିବା ଘ୦୬/୫୩ ଗତେ ଘ୦୮/୩୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୩ ଗତେ ଘ୧୦/୧୩ ମଧ୍ୟେ ଓ ଘ୧୨/ ୩୬ ଗତେ ଘ୦୨/୦୫ ମଧ୍ୟେ ଓ […]

ସ୍କୁଲପିଲାଙ୍କ ପରିଚୟପତ୍ରରେ ଲାଗିବ ଗେରୁଆରଙ୍ଗ

ଭୁବନେଶ୍ୱର,୨୮।୭(ଏସଏସନିଉଜ) ପ୍ରାଥମିକବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଗେରୁଆରଙ୍ଗ ହେବ ।ଆଗରୁ ଥିବା ସବୁଜରଙ୍ଗର ଆଇ-କାର୍ଡ ଏଥର ପରିବର୍ତ୍ତନ ହେବା।୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିରେ ପିଲାଙ୍କ ନାମ,ଶ୍ରେଣୀ,ଜନ୍ମତାରିଖ, ରୋଲନମ୍ବର ଓ ଫୋନ୍‌ ନମ୍ବର ରହିବ।ସେଥିରେ ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବାହାର ପିଲାମାନେ ବିଭିନ୍ନ ସମୟରେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇକାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।ପିଲାମାନେ ସ୍କୁଲକୁ ଆସିବା ସମୟରେ ତାହାକୁ ବେକରେ ଆଇ-କାର୍ଡ […]

ଶୁଣିଲେନି ପ୍ରଶାସନ !

କଟକ, ୨୭।୭(ଏସଏସନିଉଜ) କୁହ୍ନେଇଁପଡ଼ା ଗ୍ରାମପଞ୍ଚାୟତର ପାଟପୁର ଶଅରସାହିର ମୁଖ୍ୟ ରାସ୍ତାକୁ ରବିବାର ଦିନ ମରାମତି କରୁଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ। ପ୍ରକାଶଯେ, ପାଟପୁର ଶଅର ସାହିର ମୁଖ୍ୟରାସ୍ତାଟି ଦୀର୍ଘବର୍ଷ ହେବ ଖାଲଖମାରେ ପରିପୂର୍ଣ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିଲା।ପର୍ଯ୍ୟାୟ କ୍ରମେକୈାଣସି ମରାମତି କାର୍ଯ୍ୟ କରାଯାଉନଥିବାରୁ ରାସ୍ତାଟି ର ଅବସ୍ଥା ସୋଚନୀୟ ହୋଇ ପଡ଼ିଥିଲା। ଗ୍ରାମବାସୀମାନେ ବିଭିନ୍ନ ସମୟରେ ବହୁବାର ଲୋକ ପ୍ରତିନିଧିମାନଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ରାସ୍ତାର ଅବସ୍ଥା […]

ଫୁଲୁଛି ମହାନଦୀ

କଟକ,୨୭।୭(ଏସଏସନିଉଜ)ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ସମେତ ଅନ୍ୟ ଶାଖାନଦୀରେ ଜଳସ୍ତର ବଢିବାରେ ଲାଗୁଛି।ଯାହାଫଳରେ ମହାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପର ମୁଣ୍ଡରେ ପ୍ରବଳବର୍ଷା ହେବା ନେଇ ପାଣିପାଗବିଭାଗ ଆକଳନ କରିଛି।ଏବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ସକାଳ ସୁଦ୍ଧା ହୀରାକୁଦକୁ ୫ ଲକ୍ଷ ୪୨ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ହୀରାକୁଦ ତାର ୨୦ଟି ଗେଟଦେଇ ୩ ଲକ୍ଷ ୪୧ […]

ଆଜିର ରାଶିଫଳ

ଜୁଲାଇମାସ ୨୮ତାରିଖ ୨୦୨୫ମସିହା(ସୋମବା ର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୧୧/୦୦ ଗତେ ପଞ୍ଚମୀ,ନକ୍ଷତ୍ର- ପୁର୍ବା ଫା ସନ୍ଧ୍ୟା ଘ୦୬/୦୧ ଗତେ ଉତ୍ତରା ଫା,ଚନ୍ଦ୍ର- ସିଂହ ରାତ୍ରି ଘ୧୨/୨୭ ଗତେ କନ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/ ୫୫,ଯୋଗିନୀ ନୈରୁତକୋଣେ ରାତ୍ରି ଘ ୧୧/୦୧ ଗତେଦକ୍ଷିଣେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୧ ଗତେ ଘ୦୮/୩୧ ମଧ୍ୟେ,ବାରବେଳା- ଦିବା ଘ୦୩/୦୫ ଗତେ ଘ୦୪/୪୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୧ ଗତେ ଘ୧୧/୧୩ମଧ୍ୟେ ଓ […]

କୁଆଖାଇ ନେଲା ଜୀବନ

ଭୁବନେଶ୍ବର ,୨୬।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଆଜି ଅଘଟଣ ଘଟିଛି। ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଦୁଇ ଯୁବକ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି । ଭୁବନେଶ୍ବର ବାଲିଯାତ୍ରା ପଡିଆ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ସାଙ୍ଗ । ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ଭାସିଯାଇଥିଲେ । ଖବର […]

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ସମସ୍ତ ପୁରୁଣା ଟେଣ୍ଡର ବାତିଲ

ଭୁବନେଶ୍ୱର,୨୭ା୭ (ଏସଏସନିଉଜ) ୨୦୨୪ ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ଚୁକ୍ତି ବାତିଲ କରାଯାଇଛି। ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପର ନିଅଁ ଦେଇଥିଲେ । ୨୦୨୪-୨୫ ବଜେଟରେ ଏ ପ୍ରକଳ୍ପ ପାଇଁ ଅର୍ଥ […]