ପୂର୍ବତନରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଉକ୍ତଳରତ୍ନ ପୁରସ୍କାର
ଭୁବନେଶ୍ୱର,୨୬ା୭(ଏସଏସନିଉଜ) ଆଧୁନିକ ସମୟରେ ଆଂଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଜୁଲାଇ ୨୬ ତାରିଖ ଦିନ କଟକଠାରେ ଉକଳ ସାହିତ୍ୟ ସମାଜର୧୨୩ତମ ବାର୍ଷିକସମାବର୍ତନ ଉସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏକବିଂଶ ଶତାଦ୍ଦୀରେ ଆମର ଆଂଚଳିକ ଭାଷା ଏବଂ ସାହିତ୍ୟ କେବଳ ଅଭିଲେଖାଗାର କିମ୍ବା ସ୍ମୃତିରେ ସୀମିତ […]