Browsing monthly archive

August 2025

ସକାଳେ ଏନକାଉଣ୍ଟର ରାତିରେ ହତ୍ୟା

ଗଞ୍ଜାମ,୩।୮(ଏସଏସନିଉଜ)ଗଞ୍ଜାମରେ ଶାନ୍ତି ଫେରୁନି। ଶନିବାରସକାଳୁ ଦୁର୍ଦ୍ଦାନ୍ତଅପରାଧୀ ସୁନୀଲ ନାହାକ ଓରଫ ମଲ୍ଲକୁ ପୁଲିସ ଏନକାଉଣ୍ଟର କରିଥିବା ବେଳେ ସନ୍ଧ୍ୟାରେ ରମ୍ଭା ଥାନା ଅନ୍ତର୍ଗତ ଆର. ବାହାଡାପଲ୍ଲୀ ଗ୍ରାମର ବି.ମନୁ ପ୍ରଧାନ (୫୫)ଙ୍କୁ ହତ୍ୟା କରିଛନ୍ତି। ଶନିବାର ରାତି ୮.୩୦ରେ ସେ ସାବୁଳିଆରୁ ନିଜ ଗ୍ରାମକୁ ବାଇକରେ ଫେରୁଥିବା ବେଳେ ରମ୍ଭା ରେଳ ଫାଟକ ନିକଟରେ ତାଙ୍କୁ କେତେକ ଯୁବକ ଘେରି ଆତର୍କିତ ଭାବେ ଆକ୍ରମଣ କରିଥିଲେ। ସେ ତଳେ ପଡିଯିବା ପରେ ମାରଣାସ୍ତ୍ର ରେ ତାଙ୍କୁ ନିର୍ମମ […]

ଆଜିର ରାଶିଫଳ

ଅଗଷ୍ଟମାସ ୦୩ତାରିଖ ୨୦୨୫ମସିହା (ରବିବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ୦୯/୨୬ ଗତେ ଦଶମୀ,ନକ୍ଷତ୍ର- ବିଶାଖା ଦିବା ଘ୦୭/୦୫ ଗତେ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/ ୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/ ୩୨,ଯୋଗିନୀ ପୂର୍ବେ ଦିବା ଘ୦୯/୨୬ ଗତେ ଉତ୍ତରେ, ମେଷରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୨୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୪ ଗତେ ଘ୦୯/୨୭ ମଧ୍ୟେ ଓ ରାତ୍ରି ଘ୦୭/୫୪ ଗତେ ଘ୦୯/୩୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୧୩ ମଧ୍ୟେ ଓ ରାତ୍ରି […]

ଆଜିର ରାଶିଫଳ

ଅଗଷ୍ଟମାସ ୦୨ତାରିଖ ୨୦୨୫ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୬/୫୬ଗତେ ନବମୀ,ନକ୍ଷତ୍ର- ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୭/୧୮,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୫୨,ଯୋଗିନୀ ଐଶାନ୍ୟେ ଦିବା ଘ୦୬/୫୬ ଗତେ ପୂର୍ବେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୩ମଧ୍ୟେ ଓ ଦିବା ଘ୦୪/୪୫ଗତେ ଘ୦୫/୨୬ ମଧ୍ୟେ,ବାରବେଳା-ଦିବା ଘ୦୧/୧୫ ଗତେ ଘ୦୩/୦୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୨୬ ଗତେ ଘ୧୨/୩୮ମଧ୍ୟେ ଓ ରାତ୍ରି ଘ୦୮/୩୨ ଗତେ ଘ୧୧/୦୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ଲାଉଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲହେବ।କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଯାଜପୁର,୧।୮(ଏସଏସନିଉଜ) ବ୍ୟାସନଗର ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (SRA) ହେମନ୍ତ କୁମାର ତରାଇଙ୍କୁ ୪,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ିବସିଛି ଭିଜିଲାନ୍ସ।କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ ଆଗରୁ ୫ସହ ଟଙ୍କା ନେଇଥିଲେ।ପରେ ବଳକା ୪.୫୦୦ଟଙ୍କା ନଦେଲେ କାମ ହେବନି ବୋଲି କହିବାରୁ ବାଧ୍ୟ ହୋଇ ଲକ୍ଷ୍ମୀଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଶୁକ୍ରବାର ଯୋଜନା ମୁତାବକ ତହସିଲ କାର୍ଯ୍ୟାଳୟରେ ୪,୫୦୦ […]

ଏକତରଫା ପ୍ରେମ ନେଲା ଜୀବନ

ଜଟଣୀ,୧।୭(ଏସଏସନିଉଜ)ନାବାଳିକା ସହ ପ୍ରଥମେ ବନ୍ଧୁତା ଓ ସମୟଦେଖି କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲଫୋନରେ ସଂଗ୍ରହ କରିନେଇଥିଲେ।ବାହାହେବା ପ୍ରସ୍ତାବକୁ ନାବାଳିକା ପ୍ରତ୍ୟାଖ୍ୟାନ କରିବା ପରେ ଭାଇରାଲ ପାଇଁ ଧମକ ଦେଇଥିଲେ।ମାନସିକ ଦୁଶ୍ଚିନ୍ତାରେ ନାବାଳିକା ବିଷପାନ କରି ଜୀବନ ଯୁଦ୍ଧରେ ହରିଯାଇଥିଲେ।ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟଯେ, ମୃତା ନାବାଳିକା ଜଣକ ପରିବାର ସହ ଜଟଣୀଥାନା ଅଞ୍ଚଳରେ ରହୁଥିବା ବେଳେ, ନିମ୍ନୋକ୍ତ ଏସକେ ଆସିଫଙ୍କ ସହ […]

ଚକୁଳିଆ ପଣ୍ଡା ବେଶରେ ଗୀତ ବୋଲିଲେ

ମେଣ୍ଢାଶାଳ,୩୧।୭(ଏସଏସନିଉଜ)ଭୁବନେଶ୍ୱର ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ବଜ୍ରପାତରୁ ସୁରକ୍ଷା ପାଇବାପାଇଁ ଚକୁଳିଆ ପଣ୍ଡାଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଗୁରୁବାରଦିନ ମେଣ୍ଢାଶାଳ ପଞ୍ଚାୟତରେ ଆରମ୍ଭ କରାଯାଇଛି।ଚକୁଳିଆ ପଣ୍ଡା ସେମାନଙ୍କ ଗୀତ ମାଧ୍ୟମରେ ମେଣ୍ଢାଶାଳ ଗ୍ରାମ ଓ ବଜାରରେ ଗ୍ରାମବାସୀ ଓ ଦୋକାନୀମାନଙ୍କ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରଂପଚ କୌଶଲ୍ୟା ବଳିଆର ସିଂହ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦିପ୍ତିମୟୀ ନାୟକ ପରିଚାଳନା କରିଥିଲେ।ଚଳିତବର୍ଷ ବର୍ଷାଋତୁରେ ମେଣ୍ଢାଶାଳ ଗାଆଁରେ ଘଟି ଦୁଇଟି ନଡିଆଗଛ ଓ ଏକ ଚାଳଘର ଉପରକୁ […]

ବାରଙ୍ଗ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

କଟକ,୩୧। ୭(ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ଦିନ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଫାଣ୍ଡି ପୁଲିସ। ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ। ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି […]